Breaking News

ଯେବେ ନିଜ ଭକ୍ତଙ୍କୁ ବଞ୍ଚେଇବା ପାଇଁ ହନୁମାନ ଦୌଡ଼ି ଚାଲି ଆସିଲେ, ତାପରେ ଯାହାହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ମୁମ୍ବାଇ ର ଗୋଟେ ସହରରେ ପିପାଳ ନାମର ଗୋଟେ ଛୋଟ ଗାଁ ଟେ ଅଛି ସେଠାରେ ହନୁମାନଙ୍କର ବଡ ପ୍ରଚୀନ ମନ୍ଦିର ଅଛି ଯେଉଁଠି ଗାଁ ରେ ରହୁଥିବା ଲୋକ ହନୁମାନଙ୍କର ପୂଜା କରିବାକୁ ଯାଆନ୍ତି ଚାରି ପଟୁ ଜଙ୍ଗଲ ଘେରି ହୋଇ ରହିଥିବା ଏହି ଗ୍ରାମ ବହୁତ ଦୂରରେ ଅଛି ଯେଉଁଠୁକି ଯିବା ପାଇଁ କୋଟିବି ପକା ରାସ୍ତାର ସୁବିଦା ନାହିଁ ଗାଁରେ ରହୁଥିବା ଲୋକଙ୍କୁ ଚାରି କିଲୋ ମିଟର ଦୂରରେ ଥିବା ଏହି ମନ୍ଦିରକୁ ଯିବା ପାଇଁ ଜଙ୍ଗଲ ରାସ୍ତା ଦେଇ ଯିବା ପାଇଁ ପଡିଥାଏ ଗାଁ ଲୋକଙ୍କ କଥା ଅନୁଯାଇ ଏହି ଜଙ୍ଗଲରେ କେତେକ ପ୍ରକାରର ଦୁଷ୍ଟ ଶକ୍ତିର ବାସକରନ୍ତି ଏହା ସହିତ କେତକ ତାନ୍ତ୍ରିକ କ୍ରିୟା ମଧ୍ୟ ହୋଇସାରିଛି |

ଏଥିପାଇଁ ଏହି ଜଙ୍ଗଲରେ କେହିବି ଏକୁଟିଆ ଯାଏ ନାହିଁ କେତେଥର ଜଙ୍ଗଲର ରାସ୍ତାରେ ଯିବା ସମୟରେ ଲୋକଙ୍କ ଉପର ଖରାପ ଶକ୍ତିର ପ୍ରଭାବ ପଡିଥାଏ ଏବଂ ଆତ୍ମାଙ୍କ ଦ୍ୱାରା କେତେକ ଘଟଣା ଜଣା ପଡିଛି ଯେମିତି ହିଁ ଗାଁ ଲୋକ ଆତ୍ମ ଠାରୁ ବଂଚିବ ପାଇଁ ଦୌଡ଼ି ଦୌଡ଼ି ସେହି ହନୁମାନ ମନ୍ଦିର ସାମ୍ନାରେ ପଡିଯାନ୍ତି ସେମିତି ହିଁ ଏହି ଖରାପ ଶକ୍ତି ସବୁ ତାଙ୍କର ପିଛା କରିବା ଛାଡି ଦେଇଥାଏ | ଏହି କାରଣରୁ ଗାଁ ଲୋକ ମାନେ ହନୁମାନଙ୍କର ଚମତ୍କାର କେତେ ଥର ଅନୁଭବ କରିଛନ୍ତି ହନୁମାନଙ୍କର ମନ୍ଦିର ଥିବା କାରଣରୁ କୋଉବି ଖରାପ ଶକ୍ତି ଗାଁରେ ପ୍ରବେଶ କରିପାରେ ନାହିଁ |

ସେହି ଗାଁରେ ରହୁଥିବା ମାଧବ ସହ ଏମିତି ଏକ ଘଟଣା ହୋଇଥିଲା ତେବେ ପ୍ରଭୁ ହନୁମାନ ନିଜେ ତାର ରକ୍ଷା କରିଥିଲେ ମାଧବ ଗାଁରେ ନିଜ ବାପା ମାଙ୍କ ସହିତ ରହୁଥିଲା ସେ ପ୍ରତି ଦିନ ହନୁମାନଙ୍କ ମନ୍ଦିର ଯାଇଁ ପୂଜା କରୁଥିଲା ହନୁମାନଙ୍କ କୃପାର କାରଣରୁ ସବୁ କିଛି କୁଶଳ ମଙ୍ଗଳ ଥିଲା ମାଧବ ଜଣେ ଶ୍ରିମକ ଥିଲା | ସେ ପ୍ରତିଦିନ ସେ ମଜୁରିଆ ଖଟି ନିଜ ପରିବାର ପାଇଁ ପଇସା କମାଉଥିଲା ଦିନେ ମାଧବର ବାପାଙ୍କୁ କିଛି କାମ ପାଇଁ ବାହାର ଗାଁକୁ ଯିବାକୁ ପଡିଲା ଏଥିପାଇଁ ସେ ଜଙ୍ଗଲର ରାସ୍ତାରେ ଏକ ଚାଲି ଗଲେ ଏବଂ ସନ୍ଧ୍ୟାକୁ ଫେରିବା ସମୟରେ ସେ ସେହି ରାସ୍ତା ଦେଇ ଗାଁକୁ ଫେରି ଆସୁଥିଲେ ସେତେବେଳେ ରାସ୍ତାରେ ହଟାତ ତାଙ୍କୁ ଅନୁଭବ ହେଲା କିଏ ତାଙ୍କ ପିଛା କରୁଛି |

ଡରି ଡରି ମାଧବ ବାପାଙ୍କର ଝାଳ ବାହାରି ପଡୁଥାଏ ସେ ଦୌଡ଼ି ଦୌଡ଼ି ଗାଁକୁ ଫେରି ଆସିଲେ କିନ୍ତୁ ଗାଁରେ ପହଞ୍ଚି ସରିଲା ପରେ ତାଙ୍କର ଦେହ ଅସୁସ୍ଥ ହୋଇଗଲା ତାଙ୍କୁ ବହୁତ ଜୋରରେ ଜର ଆସିଗଲା ବାପାଙ୍କ ଅସୁସ୍ଥତା ଦେଖି ମାଧବ ବହୁତ ଚିନ୍ତାରେ ପଡ଼ିଗଲା ଗାଁ ଲୋକ ମାନେ ଡାକ୍ତର ଆଣିବାକୁ ମାଧବକୁ ଆଣିବାକୁ କହିଲେ କିନ୍ତୁ ରାତି ବହୁତ ହୋଇଯାଇଥିଲା | ଜଙ୍ଗଲର ରାସ୍ତା ଦେଇ ଯିବା ବହୁତ ଭୟଙ୍କର ଥିଲା ରାତି ସମୟରେ ଜଙ୍ଗଲରେ ଖରାପ ଶକ୍ତିର ପ୍ରଭାବ ଅଧିକ ଥାଏ ତାର ସ୍ତ୍ରୀ ମାଧବକୁ ଯିବାକୁ ଦଉନଥିଲା | କିନ୍ତୁ ମାଧବର ହନୁମାନଙ୍କ ଉପରେ ପୁରା ବିଶ୍ୱାସ ଓ ଭରଷା ଥିଲା ଏଥି ଲାଗିସେ ଡାକ୍ତର ଆଣିବା ପାଇଁ ସେ ରାତିରେ ଯିବା |

ମାଧବ ନିଜର ସାଇକେଲ ଧରି ରାତି ସମୟରେ ବାହାରି ପଡିଲା ଅମାବାସ୍ୟା ରାତିର କାରଣରୁ ଜଙ୍ଗଲ ବହୁତ ଅନ୍ଧକାର ଥିଲା ମଧ ବହୁତ ଜୋରରେ ସାଇକେଲ ଚାଲୁଆଉ ଥିଲା କିନ୍ତୁ ଜଙ୍ଗଲରେ କିଛି ଦୂର ଯିବାପରେ ମାଧବର ସାଇକେଲ ଗତି ହଟାତ କମ ହୋଇଗଲା ମାଧବାକୁ ଅଚାନକ ଲାଗିଲା ତା ସାଇକେଲ ପଛରେ ଆସିକି କିଏ ଜଣେ ବସି ପଡିଛି ଡରି ଡରି ମାଧବ କମ୍ପିବାକୁ ଲାଗିଲା ଓ ସାଇକେଲକୁ ଚଳାଇବା ପାଇଁ ଜୋରରେ ବଳ ପ୍ରୟଗ କଲା ମାଧବ ଯେତେ ଜୋରରେ ସାଇକେଲ ଚାଲାଉଥିଲା ସେତେ ଜୋରରେ ସାଇକେଲ ଭାରି ହେବାକୁ ଲାଗିଲା |

ମାଧବକୁ କିଏ ଜଣେ ପଛରୁ ଡାକିବାକୁ ଲାଗିଲା ମାଧବ ମୁଁ ତତେ ଆଗକୁ ଯିବାକୁ ଦେବିନି ତୋ ବାପା ମୋ ସାଙ୍ଗ ଅଟେ ମୁଁ ତତେ ତା ଜୀବନ ବଞ୍ଚେଇବାକୁ ଦେବିନି ମାଧବ ପଛକୁ ଅନାଇ ଦେଖିଲା ସେଠାରେ କିଏବି ନଥିଲେ ମାଧବ କହିଲା କିଏ ତମେ ମୋ ସାମ୍ନାକୁ ଆସିଯାଅ ମୋ ବାପାଙ୍କ ପାଖରେ କି କାମ ହଟାତ ଭୟଙ୍କର ଚେହେରା ମାଧବ ଆଡକୁ ଆସିଲା ଡ଼ରିକି ମାଧବର ଝାଳ ବାହାରି ପଡିଲା ମାଧବ ଚିଲେଇକି କହିଲା ମୋ ରକ୍ଷା ପାଇଁ ପ୍ରଭୁ ହନୁମାନ ଅଛନ୍ତି ଯିଏବି ଅଛ ଏଠାରୁ ଚାଲିଯାଆ ସେତେବେଳେ ସେ ଭୟଙ୍କର ଆତ୍ମା ହସିବାକୁ ଲାଗିଲା ମାଧବ ସେତେବେଳେ ହନୁମାନ ଚାଳିଶିଆ ପଡ଼ିବାକୁ ଲାଗିଲା |

ସେତେବେଳେ ଅଚାନକ ଆକାଶରେ ଘଡଘଡି ମାରିବାକୁ ଲାଗିଲା ଓ ତାପରେ ଜଙ୍ଗଲର ବାତା ବରଣ ପୁରା ଶାନ୍ତ ପଡିଗଲା ମାଧବ ତା ଆଖି ଖୋଲିଲା ଦେଖିଲା ପ୍ରେତ ଆତ୍ମ ସେଠୁ ଚାଲିଯାଇଛି ତାପରେ ମାଧବ ଡାକ୍ତରଙ୍କୁ ଆଣି ଆସିଲା ଏବଂ ହନୁମାନଙ୍କ ମନ୍ଦିରର ସିନ୍ଦୁର ନିଜଙ୍କ ବାପାଙ୍କ ମୁଣ୍ଡରେ ଲଗାଇଦେଲା ତାପରେ ତା ବାପା ଭଲ ହୋଇଗଲେ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.