Breaking News

କରୋନା କଟକଣା ରେ ସବୁ ବନ୍ଦ ରହିଥିବା ବେଳେ, ଯାତ୍ରା ର ହିରୋ ବାପି ପଣ୍ଡା ନିଜେ ଏହି ବ୍ୟବସାୟ କରିଲେ

କରୋନା ଅନେକ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି । ଅନେକ ଲୋକଙ୍କର ରୋଜଗାର ଛଡେଇ ନେଇଛି
ପ୍ରତିକୂଳ ପରିସ୍ଥିତିରେ କେହି ନିରାଶ ନହୋଇ ସ୍ଵବଲମ୍ବି ହେବ ପାଇଁ ଅନେକ ଉପାୟ ଅଛି, ଦରକାର କେବଳ ଦୃଢ ଇଚ୍ଛା ଶକ୍ତି । ଠିକ୍ ଯେମିତି କରି ଦେଖାଇ ଛନ୍ତି ଯାତ୍ରା କଳାକାର ବାପି ପଣ୍ଡା ମଞ୍ଚ କୁ ଫେରିବା ଅନିଶ୍ଚିତା ଭିତରେ ଆରମ୍ଭ କରିଛନ୍ତି ଏକ ନୂଆ ଇନିସିଙ୍ଗ ଯାତ୍ରା ହିରୋ ।

କରୋନା କଟକଣା ଯୋଗୁଁ ଦ୍ରୀଘ ୮ମାସ ଧରି ଯାତ୍ରା ବନ୍ଦ ଥିଲା ଏଥି ସହ ଯାତ୍ରା ଜଗତରେ ନିର୍ଭର କରୁଥିବା ସହ ସହ କଳାକାର ଙ୍କ ରୋଜଗାର ବି ଠପ୍ ହୋଇଯାଇଛି ମଧ୍ୟ କେବେ ପୁଣି ଯାତ୍ରା ପାଇଁ ଅନୁମତି ମିଳିବ ତାର୍ ଉତ୍ତର କାହା ପାଖରେ ନାହିଁ । ଯାତ୍ରା ସହ ଜଡ଼ିତ କଳାକାର ଙ୍କ ଠାରୁ ଆରମ୍ଭ କରି, ଅପେରା ପାର୍ଟି ସହ କାମ କରୁଥିବା କର୍ମଚାରି ସମସ୍ତ ଙ୍କୁ ଘାରିଛି ପେଟ ପାଟଣା ଚିନ୍ତା ।

 

ପରିବାର ଚଳାଇବାକୁ ହେଲେ, କିଛି ତ କରିବା କୁ ପଡ଼ିବ । ଏମିତିରେ ଆମର ନଜର ପଡ଼ିଥିଲା ମଂଚର ଝିଲ୍ ମିଲ୍ ଆଲୁଅରେ ନିଜର ଦମଦାର ଡାଇଲଗ କହି ହିରୋଇନ ଙ୍କ ହାତ ଧରି ନାଚୁଥିବା ବାପି ପଣ୍ଡା ଙ୍କୁ ଉପରେ । ଯିଏ ଦୀର୍ଘ ଦିନ ଧରି ମଞ୍ଚ ଠାରୁ ଦୂରେଇ ରହିବା ପରେ । କୁଟୀର ଶିଳ୍ପପତି ଆଗ୍ରହ ଦେଖାଇଛନ୍ତି । ନିଜ ଘରେ ଏକ ଘଣା ବସାଇ ସୋରିଷ ତେଲ ପସ୍ତୁତ କରୁଛନ୍ତି ବାପି ପଣ୍ଡା । ଓ ଏହା କୁ ପାକିଙ୍ଗି କରି ବଜାର କୁ ପଠାଉଛନ୍ତି ।

ଭେଜାଲ ଯୁଗରେ ଶୁଦ୍ଧ ସୋରିଷ ତେଲ ଯୋଗାଇ ଦେଉଛନ୍ତି ତାଙ୍କ୍ ସହ ହାତ ମିଲାଇଛନ୍ତି ତାଙ୍କ୍ ପରିବାର ଲୋକେ । କରୋନ ପାଇଁ ଅନେକ ଜୀବନ ଜୀବିକା ହରାଇଥିବା ବାପି ପଣ୍ଡା ଙ୍କ ଏହି ଉଦ୍ୟମ ସମସ୍ତଙ୍କ ମନରେ ଆଶା ଆଣିଦେବ। ପ୍ରତିକୂଳ ପରିସ୍ଥିତିରେ ହାରି ନଯାଇ ନିଜେ ସବଲମ୍ବି ହେବାରେ କୌଣସି ଅସୁବିଧା ନାହିଁ । ଦରକାର କେବଳ ଦୃଢ ଇଚ୍ଛା ଶକ୍ତି ଏମିତି ଅନେକ କୁଟୀର ଶିଳ୍ପୀ ରହିଛି ଯେଉଁଥି ପାଇଁ ଅର୍ଥର ଆବଶ୍ୟକତା ପଡେନି ।

ଘରେ ବିଭିନ୍ନ ସାମଗ୍ରୀ ପସ୍ତୂତ କରି । ମାର୍କେଟ ରେ ବିକ୍ରି କରାଯାଇପାରିବ । କରୋନା ପାଇଁ ଯାତ୍ରା ମଞ୍ଚ ବନ୍ଦ ହୋଇଗଲା ଯେଉଁଥି ପାଇଁ ବାପି ପଣ୍ଡା ଏମିତି ଉପାୟ ବାଛି ନେଲେ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *