Breaking News

ଏହି ଜିଲ୍ଲା ଗୁଡିକ ରେ ଜାରି ହେଲା ନାଇଟ କର୍ଫ୍ୟୁ । ସମସ୍ତ ସ୍କୁଲ କଲେଜ ବନ୍ଦ ପାଇଁ ନିର୍ଦେଶ ଦେଲେ ସରକାର ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୋରୋନା ମହାମାରୀ ଆସିବାର ଦୀର୍ଘ ବର୍ଷେ ହୋଇଗଲାଣି ।ତଥାପି ଏହି ମହାମାରୀ କମିବାର ନାମ ନେଉ ନାହିଁ ।ତେବେ ବନ୍ଧୁଗଣ ଏବେ ଏହି ମହାମାରୀ ର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି ଯାହା କି ଖୁବ ତୀବ୍ର ଗତିରେ ସଂକ୍ରମଣ ହେବାରେ ଲାଗିଲାଣି।ତେବେ ଏହି ବର୍ଦ୍ଧିତ କରୋନା କେସ କୁ ଦୃଷ୍ଟି ରେ ରଖି ଭାରତ ର ପଞ୍ଜାବ ରେ ଜାରି ହୋଇଥିବା ରାତି କର୍ଫ୍ୟୁ ବିଷୟରେ ଆମେ ଆଜି ଆପଣ ମାନଙ୍କୁ ଜଣାଇବୁ।ତେବେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଖବର ଟି ଜାଣିବା।

ବନ୍ଧୁଗଣ ବର୍ତ୍ତମାନ ସମୟରେ କୋରୋନା ପୁଣି ଥରେ ତାର କାୟା ବିସ୍ତାର କରିବାରେ ଲାଗିଛି। ତେବେ ଭ୍ୟାକ୍ସିନ କୁ ନେଇ ଯେଉଁ ଖୁସି ଥିଲା ବର୍ତ୍ତମାନ କରନା ର ବୃଦ୍ଧି କୁ ନେଇ ରାଜ୍ୟ ସରକାର ବର୍ତ୍ତମାନ ବହୁ ଚିନ୍ତା ରେ ପଡି ଯାଇଛନ୍ତି ।ତେବେ ବନ୍ଧୁଗଣ କୋରୋନା ଏହି ବର୍ଦ୍ଧିତ କେସ କୁ ଆଖି ଆଗରେ ପଞ୍ଜାବ ସରକାର ପୁଣିଥରେ ନିଜ ରାଜ୍ୟ ରେ ୪ ଟି ଜିଲ୍ଲା ରେ ରାତି ୧୧ ଟାରୁ ସକାଳ ୬ ଟା ଯାଏଁ ଗାଡି ଚଳାଚଳ ବନ୍ଦ କରିବା ସହିତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ।

ବନ୍ଧୁଗଣ ଲୋକମାନଙ୍କ ହିତ କୁ ଦୃଷ୍ଟି ରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କୋରୋନା ମହାମାରୀ ଦିନକୁ ଦିନ କୋରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି।ତେବେ ଏହି ବର୍ଦ୍ଧିତ କେସ କୁ ଦୃଷ୍ଟି ରେ ରଖି ସ୍କୁଲ କଲେଜ କୁ ସରକାର ମାର୍ଚ୍ଚ 13 ରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ବନ୍ଧୁଗଣ ।ଆସନ୍ତାକାଲିଠାରୁ ନୂଆ ଗାଇଡଲାଇନ୍ସ କାର୍ଯ୍ୟକାରୀ ହେବ ବୋଲି ପଞ୍ଜାବ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି।ତେବେ ଲୋକମାନଙ୍କ ହିତ କୁ ଦୃଷ୍ଟ ରେ ରଖି ସରକାର ବହୁତ ଗୁଡିଏ ନିୟମ ଲାଗୁ କରୁଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *