Breaking News

ହେ ଭଗବାନ ! ଜନ୍ମଦିନ ର ଠିକ ଗୋଟେ ଦିନ ପରେ ହିଁ ଚାଲିଗଲା କୁନିଝିଅ ର ଜୀବନ !

ଦର୍ଶକବନ୍ଧୁ ମୃ- ତ୍ୟୁ ଯେତେବେଳେ ଆସେ ନା କାହାକୁ କିଛି କହିକି ଆସେ ହଠାତ ଆସେ ଜୀବନ ନେଇ ଚାଲିଯାଏ। ସେ କଣ ବୁଝେ ତା ଆପଣାର ଲୋକଙ୍କୁ କେତେ କଷ୍ଟ ହେଉଥିବ।ଏମିତି ଗୋଟିଏ ଘଟଣା ଘଟିଯାଇଛି କୁନି ଝିଅ ଟି ସହ। ବାଲେଶ୍ଵର ଜିଲ୍ଲା ସ୍ୱର ର ସାମ୍ବାଦିକ  ପ୍ରମୋଦ ଦାସ ଙ୍କ ଝିଅ ପ୍ରତିମା ବୁଧବାର ଦିନ ଆଖି ବୁଝିଛି।ହଁ ଆଜ୍ଞା ଝିଅ ଟିର ଜୀବନ କୋରନା ରେ ଚାଲିଯାଇନି ବରଂ ପିଲାଟି ବେଳରୁ ସେ କର୍କଟ ରୋଗରେ ପୀଡିତା।ବାପା ମା ବହୁତ କଷ୍ଟ କରି (AIMS) ହସ୍ପିଟାଲ ରେ ତାର ଚିକିତ୍ସା କରାଉଥିଲେ।

ଚିକିତ୍ସା ଏବଂ ମେଡ଼ିସିନ ଯୋଗୁଁ ଦେହ କିଛିଟା ପରିମାଣରେ ଭଲ ଥିଲା। ମୃ- ତ୍ୟୁ ବେଳକୁ ଝିଅଟିକୁ 7 ବର୍ଷ ବୟସ ହୋଇଥିଲା। ଶେଷ ଜନ୍ମଦିନ ପାଳନ କରି ସେ ଚାଲିଗଲା ଆରପାରିକୁ। ମଙ୍ଗଳବାର ଦିନ କୁନିଝିଅ ଟିର ଜନ୍ମଦିନ ଖୁବ ଧୁମଧାମରେ ପାଳନ ହେଇଥିଲା ଝିଅ ର ଇଛା ମୁତାବକ ବାପା ବଡ କେକ ,ବେଳୁନ,ନୂଆ ଡ୍ରେସ ସବୁ ଆଣିଦେଇଥିଲେ। ସାଙ୍ଗ ସାଥି ଘର ଲୋକ ମିଶି ମଙ୍ଗଳବାର ଜନ୍ମ ଦିନ ପାଳନ କଲେ।

ହେଲେ ଠିକ ତାର ପର ଦିନ ମାନେ ବୁଧବାର ଦିନ କୁନିଝିଅ ର ଦେହ ବହୁତ ଅସୁସ୍ଥ ହେବାରୁ ସେ ତା ବାପା ଙ୍କୁ ଫୋନ କରି ଜଲ୍ଦି ଆସିବା ପାଇଁ କହିଲା। ପ୍ରମୋଦ ଆସି ଝିଅକୁ (ORS)ପିଇବାକୁ ଦେଲେ। ତାପରେ ଝିଅର ଦେହ ଅଧିକରୁ ଅଧିକ ଅସୁସ୍ଥ ହେବାକୁ ଲାଗିଲା। ଆମ୍ବୁଲାନ୍ସ ଗାଡି ଆସି ପହଞ୍ଚୁ ପହଞ୍ଚୁ ହଠାତ ଚାଲିଗଲା ପିଲାଟିର ଜୀ- ବନ। ବାପା ମା ଙ୍କ ଆଖିଆଗରେ କୁନିଝିଅଟି ସବୁଦିନ ପାଇଁ ଆଖି ବୁଜିଦେଲା।

ଝିଅ ଚାଲିଗଲେ ବି ମା ତାକୁ ଭୁଲିପାରୁନି ତା ଫୋଟୋ କୁ ଦେଖି ପ୍ରତିଦିନ ଲୁହ ଗଡାଉଛି ପ୍ରତିଦିନ ମନେ ପକାଉଚି। ସତରେ ବନ୍ଧୁଗଣ ଏମିତି ଘଟଣା କାହା ସହ ବି ନ ଘଟୁ। 7 ବର୍ଷ ର ସେହି କୁନି ଝିଅ ଟିର ଇଛା ଥିଲା ସେ ବି ବଡ଼ ହେଇ ତା ବାପା ଙ୍କ ଭଳି ଗୋଟେ ସାମ୍ବାଦିକ ହେବ ମାତ୍ର ସେ କଣ ଜାଣିଥିଲା ତାର ଏ ସ୍ୱପ୍ନ ସବୁଦିନ ପାଇଁ ଅଧରେ ରହିଯିବ। ଭଗବାନ ତାର ଆତ୍ମା କୁ ସଦଗତି ଦିଅନ୍ତୁ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *