Breaking News

ଆଶ୍ଚର୍ଯ୍ୟ – ଜନ୍ମ ହେଉ ହେଉ ଅଲୁ ଅର୍ଜୁନଙ୍କ ପୁଷ୍ପା ଡାଇଲଗ ମାରିଲା ଏହି ଶିଶୁ !

ଦର୍ଶକବନ୍ଧୁ ଜନ୍ମ ହଉ ହଉ ପୁଷ୍ପର ଡାଇଲଗ ଝୁକେଗା ନେହିଁ ଆକ୍ସନ କଲା ନବଜାତ ଶିଶୁ ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ | ଗୋଟିଏ ନବ ଜାତ ଶିଶୁ କିପରି ପୁଷ୍ପ ଫିଲ୍ମର ଝୁକେଗା ନେହିଁ ଆକ୍ସନ କରୁଛି | ତେବେ ଅଳୁଅର୍ଜୁନ ବହୁ ସାରା ଫିଲ୍ମ ଠାରୁ ଏହି ପୁଷ୍ପ ଫିଲ୍ମ ବହୁତ ଲୋକ ପ୍ରିୟ ହାସଲ କରିଛି |

ଏହି ଶିଶୁଟି ଜନ୍ମ ହେଲା ପରେ ସେ ମଧ୍ୟ ଅଳୁଅର୍ଜୁନ ପୁଷ୍ପ ଫିଲ୍ମ ରେ ଯେମିତି ଷ୍ଟାଇଲି ରେ ପୁଷ୍ପ ଝୁକେଗା ନେହିଁ କରି ଥିଲେ ସେମିତି ଶିଶୁଟି ଜନ୍ମ ହେଲା ମାତ୍ରେ ସେମିତି କରି ଥିଲା ଛୋଟ ପିଲାଙ୍କୁ ନେଇ ବଡ଼ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଶ୍ରୀ ବର୍ଲ୍ଲି ସାମି ସାମି ଗୀତରେ ଝୁମୁଥିବା ଦେଖିବାକୁ ମିଳୁଛି |

ପୁଷ୍ପ ରାଜେ ର ଏହି ଆକ୍ସନ ସୋସିଆଲ ମିଡିଆରେ ବହୁ ସାରା ଫିଲ୍ମ ଷ୍ଟାର କତୁରୁ ଆରମ୍ଭ କରି କ୍ରିକେଟ୍ର ପର୍ଯ୍ୟନ୍ତ ଏହି ଗୀତାରେ ରିଲସ କରୁଛନ୍ତି | କିନ୍ତୁ ଏହି ଛୋଟ ନବ ଜାତ ଶିଶୁର ଭିଡ଼ିଓ ଦେଖି ଆପଣ ମାନେ କହିବେ ବା ମାନିବାକୁ ପଡିବ |

ବର୍ତମାନ ସୋସିଆଲ ମିଡିଆରେ ଏହି ଶିଶୁର ଭିଡ଼ିଓ ଭାଇରଲ ହେଉଛି | ଦର୍ଶକ ମାନେ ଏହି ପିଲାଟିର ଝୁକେଗା ନେହିଁ ଡାଇଲକ କୁ ନେଇ ବହୁ ସାରା ପସନ୍ଦ କରିଛନ୍ତି ଅଳୁଅର୍ଜୁନ ଙ୍କର ପୁଷ୍ପା ଡ଼ିସେମ୍ବର 2021 ମସିହାରେ ରିଲିଜି ହୋଇଥିଲା ଏଥି ପାଇଁ ଲୋକଙ୍କ ମଧ୍ୟରେ ବର୍ତମାନ ପର୍ଯ୍ୟନ୍ତ ପୁଷ୍ପା ଫିଲ୍ମ ବହୁ ସାରା ଲୋକ ପ୍ରିୟ ହାସଲ କରିଛି |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.