୧୨ ମାସରେ ଥରେ ମହାପ୍ରଭୁ ରତ୍ନ ସିଂହାସନ କୁ ଛାଡି ବଡ ଦାଣ୍ଡକୁ ନିଜର ଭକ୍ତ ମାନଙ୍କ ସହ ମିଶିବାକୁ ଏବଂ ତାଙ୍କର ଦୁଃଖରେ ଅତି ପାଖରେ ଅନୁଭବ କରନ୍ତି | ରଥଯାତ୍ରା ଦିନ ବଡ ଦାଣ୍ଡରେ ଭକ୍ତ ଅପେକ୍ଷା କରିଥାନ୍ତି ମହାପ୍ରଭୁଙ୍କୁ | କିନ୍ତୁ କେବେ ଭାବିଛନ୍ତି ପ୍ରତେକ ବର୍ଷ ରଥଯାତ୍ରା ପରେ ସେହି 3ଟି ରଥ କୁଆଡେ ଯାଏ କହି କେଉଁ କାଳରୁ ଏତେ ବର୍ଷ ଧାରୀ ରଥ ଯାତ୍ରା ହେଇଆସୁଛି ତେବେ ଏତେ ସବୁ ରଥ ରହୁଛି କେଉଁଠି |
ଶ୍ରୀ ମନ୍ଦିରରେ ପ୍ରତେକ କାର୍ଯ୍ୟ ପାଇଁ ଶତନ୍ତ୍ର ନିୟମ ରହିଛି ଏବଂ ସେ ପାଇଁ ଅଲଗା ଅଲଗା ସେବକ ମାନେ ରହିଛନ୍ତି ରଥ ଯାତ୍ରାର ନିୟମ ଅନୁସାରେ ପ୍ରତେକ ବର୍ଷ ରଥ ଯାତ୍ରା ପାଇଁ ଅକ୍ଷୟତୃତୀୟା ଦିନ ପୁରୀ ରାଜାଙ୍କ ଉଆସ ସାମ୍ନାରେ ରଥ ଖଲରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ | ପାଖ ପାଖୁଆ 1400 କାରିଗର ମିଶି ଦୁଇ ମାସ ପରିଶ୍ରମରେ 3 ରଥକୁ ନିରିମାଣ କରି ଦିଅନ୍ତି ଏବଂ ରଥ ଯାତ୍ରା ଦିନ ସୁ ସଜିଥ ଭାବରେ ରଥ ଗୁଡିକ ସିଂହ ଦ୍ୱାର ସାମ୍ନା ରେ ଠିଆ ହୋଇଥାଏ 3 ଠାକୁରଙ୍କ ରଥ ଗୁଡିକ ସ୍ପର୍ଶ କରି ସବୁ ଜନ୍ମର pqpaku ଧୋଇ ଦେବା ପାଇଁ କାହିଁ କେଉଁ ଆଡୁ ଲକ୍ଷ ଲକ୍ଷ ଲୋକ ଧାଇଁ ଆସନ୍ତ |
ରଥ ଗୁଡିକକୁ ଶ୍ରୀ ଗୁଣ୍ଡିଚା ଆଡକୁ ଟାଣି ଆଣନ୍ତି କିନ୍ତୁ ପ୍ରଭୁ ଜଗନ୍ନାଥ ମାଉସୀ ଗୁଣ୍ଡିଚା ପ୍ରକୃତରେ କିଏ ଜାଣିଛନ୍ତି କି ସେ ହେଉଛନ୍ତି ଇନ୍ଦ୍ର ଦେବାନଙ୍କର ପତ୍ନ | ରାଜା ଯେତେବେଳେ ଶ୍ରୀ ମନ୍ଦିର ପ୍ରତିଷ୍ଠା ଆରମ୍ଭ କରି ଥିଲେ ସେତେବେଳେ ପ୍ରଭୁ ଜଗନ୍ନାଥ ମାଉସୀ ଗୁଣ୍ଡିଚାକୁ ପ୍ରତେକ ବର୍ଷ ରଥ ଯାତ୍ରା କୁ ବୁଲି ଯିବେ ବୋଲି କଥା ଦେଇଥିଲେ | ତାଥାପି ରଥ ଯାତ୍ରା ଆରମ୍ଭ ପଛର ଅନେକ ଆଲକିକ ତଥ୍ୟ ରହିଛି ସେ ସବୁ ଜାଣି ନିଅନ୍ତୁ |
ଗୁଣ୍ଡିଚା ମନ୍ଦିରରୁ ରଥ ଆସିଲା ପରେ ମହା ପ୍ରଭୁ ମନ୍ଦିରକୁ ଚାଲି ଯାଆନ୍ତି | ଏହି ଦୁନିଆରେ ପ୍ରତେକ ଦିନିଷର ଆଦି ଓ ଅନ୍ତ ରହିଛି ତେଣୁ ସେହିତି ପାଇଁ ରଥ ଯାତ୍ରା ପରେ ରଥ କୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଯାଏ | ୧0 ରୁ 15 ଜଣ ଏହି କାମ କରିବାକୁ ନିଓଜିତ ହୋଇଥାନ୍ତି ଏହି କାର୍ଯ୍ୟକୁ ସମ୍ପାଦନ ଶେଷ କରିବା ପାଇଁ ସେବକ ମାନଙ୍କୁ 12 ଦିନ ଭାଙ୍ଗିବାକୁ ଲାଗିଥାଏ | ସର୍ବେ ପ୍ରଥମେ ସୁବଦ୍ର ଙ୍କ ରଥ ଭଙ୍ଗା ଯାଏ ଏବଂ ତାପରେ ପ୍ରଭୁ ବଳଭଦ୍ର ରଥ ଭଙ୍ଗା ଯାଇଥାଏ ଏବଂ ଶେଷରେ ମହା ପ୍ରଭୁଙ୍କ ରଥ ନନ୍ଦୀଘୋଷ ରଥ ଭଙ୍ଗା ଯାଇଥାଏ | ରଥ ଖୋଲା ହେଲା ପରେ କିଛି ଦିନିଷ ରଖା ଯାଇଥାଏ ଆଉ ଆଉ ଅନେକ କାଠ ନିଲାମ କରିଦିଆଯାଏ ଯାହା ଫଳରେ ସାଧାରଣ ଭକ୍ତ ମାନେ ଏହି ସବୁ କୁ କିଣି ପରି ଥାନ୍ତି |
Check Also
Jyotish Shastra – ମା ଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟଶାଳୀ, ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଏହି 6 ଟି ରାଶି ହେବେ କୋଟିପତି….
ଦର୍ଶକବନ୍ଧୁ ଏହି ମାସର ପ୍ରତ୍ୟେକ ଦିନ ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ହୋଇଥାଏ । ଏହି କାର୍ତ୍ତିକ ମାସ …