Breaking News

ଜଣେ ସାଧାରଣ ଝିଅ “ଜାଇ” କିପରି ହୋଇଗଲା ” ମା କାଳିଜାଇ ” ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ !

ଓଡ଼ିଶା ର ଚିଲିକା ହ୍ରଦ ର ଗୋଟିଏ ଛୋଟ ଦ୍ଵୀପ ମଧ୍ୟ ରେ ଅବସ୍ଥିତ ନୀଳ ପବିତ୍ର ଜଳ ର ଚାଦର ରେ ଆବୃତ ହୋଇଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟକ ର ଏକ କିମ୍ବଦନ୍ତୀ ଭାବେ ଜଣାଶୁଣା ପ୍ରାୟ ୨୯ ଏକର ରେ ଥିବା ଏହି ଦ୍ଵୀପ ମଧ୍ୟରେ ମା କାଳିଜାଇ ପୂଜା ପାଉଛନ୍ତି | କାଳିଜାଇ ଚିଲିକା ର ଏକ ସ୍ବତନ୍ତ୍ର ଆକର୍ଷଣ ପ୍ରତେକ ବର୍ଷ ଲକ୍ଷ୍ୟ ଲକ୍ଷ୍ୟ ଲୋକ ମା କାଳିଜାଇ ଙ୍କୁ ଦେଖିବାକୁ ଆସିଥାନ୍ତି | ମକର ସଂକରାନ୍ତି ରେ ମକର ମେଳା ଅନୁଷ୍ଠିତ ହୁଏ | ଜାନୁଆରୀ ମାସ ରେ ପଡ଼ୁଥିବା ଏହି ମକର ମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ |

ଏହି ପର୍ବ ରେ ଆଖପାଖ ଅଞ୍ଚଳରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥାଏ କିମ୍ବଦନ୍ତୀ ଅନୁସାରେ କାଳୀ ଓ ଯାଇ ମା ଙ୍କର ଦୁଇଟି ପୃଥକ୍ ପୃଥକ୍ ସ୍ୱରୂପ ମା କାଳୀ ହିନ୍ଦୁ ଧର୍ମ ର ପ୍ରତେଖ୍ୟା ଅଧିକାରୀ ସେବୀ ହୋଇଥିବାବେଳେ ଯାଇ ସ୍ଥାନୀୟ ଅଞ୍ଚଳ ର ଜଣେ ସାଧାରଣ ଝିଅ ଥିଲା ଯିଏ କି ଚିଲିକା ର ଗଭୀର ଗଣ୍ଡ ମଧ୍ୟ ରେ ଲୀନ ହୋଇଯାଇଥିଲା | ସେଠାରେ ଥିବା ଅନ୍ୟ ଏକ ଦ୍ଵୀପ ବାରିକୁଦ କୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡ଼ ର ସମ୍ମୁଖୀନ ହୋଇଥିଲା | ଝଡ଼ ର ପ୍ରଭାବ ଅତି ତୀବ୍ର ହୋଇଥିବାରୁ ନା ଟି ସେହି ଗଣ୍ଡ ମଧ୍ୟ ରେ ଓଲଟି ପଡ଼ିଥିଲା |

ପରେ ଯାଇ ର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ ମାତ୍ର ଯାଇ ର କୌଣସି ପତା ମିଳିନଥିଲା ଶୁଣିବାକୁ ପଡ଼ିଲା ଯେ ଏହି ଘଟଣା କିଛି ଦିନ ପରେ ସହିଁବତ ଦେଇ ଯାଉଥିବା ନାବିକ ମାନେ ଯାଇ ର କାନ୍ଦଣା ଶୁଣିବାକୁ ପାଉଥିଲେ | ତେବେ ତାଙ୍କୁ ମା କାଳୀ ଙ୍କ ଆକ୍ଷା ଦେଇ ବିପଦ ସମୟ ରେ ଡ଼ାକିଲେ | ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇ ଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହା ରେ ପାରିକୁଦ ର ରାଜା ଶ୍ରେ ଜଗନ୍ନାଥ ମାନସିଂହ ଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ସେହିଦିନ ଠାରୁ ମା ସେଠାରେ ଅଧିଷ୍ଠିତ ଦେବୀ ରୂପେ ପୂଜାପାଉଛନ୍ତି |

ଲକ୍ଷ୍ୟ ଲକ୍ଷ୍ୟ ଲୋକ ନିଜ ଜୀବିକା ନିର୍ବାହ ପାଇଁ ନିର୍ଭର କରନ୍ତ ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତିଦିନ ସେମାନଙ୍କୁ ଚିଲିକା ର ଗଭୀର ଗଣ୍ଡ ମଧ୍ୟକୁ ଯିବାକୁ ପଡିଥାଏ ବିଶ୍ଵାସ ଅଛି କି ଯେ ମା କାଳିଜାଇ ସମସ୍ତଙ୍କ ଦୁଃଖ କଷ୍ଟ ଓ ଝଡ଼ ଝଞ୍ଜା ରୁ ପ୍ରତେକ ମୁହୂର୍ତ୍ତରେ ରକ୍ଷା କରିଥାନ୍ତି | ତେଣୁ ଚିଲିକା ର ମତ୍ସ୍ୟ ଯିବି ମାନେ ତାଙ୍କ ଇଷ୍ଟଦେବୀ ରୂପେ ପୂଜା କରିଥାନ୍ତି |

About odisha news

Check Also

ଏହି ଡ଼ିସେମ୍ବର ମାସ ଆରମ୍ଭରୁ ଏହି ରାଶି ମାନଙ୍କୁ ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ ଆପଣଙ୍କ Rasi ଅଛିକି !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ସେହି ରାଶି ମାନକର ବିଷୟରେ ଯାହା ର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ …

Leave a Reply

Your email address will not be published.