ଦର୍ଶକବନ୍ଧୁ ଜଣେ ମହିଳା ଦାବି କରିଛନ୍ତି ଯେ ସେ ଗୋଟେ ଗର୍ଭ ଧାରଣରେ 10ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି ବୋଲି ଏହି ଦାବି କରିଛନ୍ତି ଦକ୍ଷିଣ ଆଫ୍ରିକାର ଜଣେ 37 ବର୍ଷିଆ ମହିଳା ଯଦି ଡାକ୍ତରଙ୍କ ଡର ଏହି ଦାବି ସତ୍ୟ ପ୍ରମାଣିତ ହୁଏ ତେବେ ସେ ବିଶ୍ୱ ରେକଡ଼ ଡାକ୍ତର ମାନଙ୍କ ବହୁତ ପାରିଶ୍ରମ ପରେ ଏହି ଅପ୍ରେସନ ସଫଳ ହୋଇଥିଲା ମା ଏବଂ ଶିଶୁ ମାନେ ସୁସ୍ତ ଅଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶୁଶୁ ମନକୁ ISU ରଖା ଯାଇଛି |
ତାଙ୍କ ପୂର୍ବରୁ ମରସ୍କ ରେ ହଳିମା ସୀସେ ଏକା ଥରକେ 9ଟା ଛୁଆ ଜନ୍ମ କରି ରେକଡ଼ କରିଥିଲେ ଶିତଳା ଏହି ରେକଡ଼ ଭଙ୍ଗ କରିଥିବା ଦାବି କରିଥିଲେ ମଧ୍ୟ ଏହାର ଔପଚାରିତ ଘୋଷଣା ବାକି ରହିଛି ଶୀତଳ ସୋମବା ସିଜରିଙ୍ଗି ଦ୍ୱାରା 7 ପୁଅ ଏବଂ 3 ଝିଅଙ୍କୁ ଜନ୍ମ ଦେଇଥିବା ଜଣା ଯାଇଛି |
37 ବର୍ଷିଆ ଶିତଳା ଏହି ଜନ୍ମକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କାରଣ ତାଙ୍କୁ ପ୍ରଥେମେ ଡାକ୍ତର ମାନେ କହିଥିଲେ ଯେ ଆପଣ 6ଟି ସନ୍ତାନର ମା ହେବାକୁ ଯାଉଛନ୍ତି ବୋଲି | ତେବେ ଦର୍ଶକବନ୍ଧୁ କିଛି ଦିନ ହେବ ଏହି ଖବରଟି ସୋସିଆଲ ମିଡିଆରେ ଖୁବୁ ଭାଇରଲ ହେବାରେ ଲାଗିଛି ଏହି NEWS ଟି | ତେବେ ଦର୍ଶକବନ୍ଧୁ ଆପଣ ମାନଙ୍କ ମତା ମତ କଣ ରହିଛି ଏହି ଆଶ୍ଚର୍ଯ୍ୟ କଥାକୁ ନେଇ ନିହାତି ଭାବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …