Breaking News

ସ୍ବାମୀଙ୍କୁ ଛାଡପତ୍ର ଦେଇ ଶଶୁର ଙ୍କୁ ବିବାହ କଲେ ଏହି ମହିଳା . . .

ପ୍ରେମର ଆଉ ଏକ ଉଦାହରଣ ଯେ ପ୍ରେମ ବୟସ ଦେଖେ ନାହିଁ | ନିଜ ସ୍ବାମୀଙ୍କ ସହ ସୁସମ୍ପର୍କ ନଥିବାରୁ ସ୍ତ୍ରୀ ଜଣକ ସ୍ଵାମୀ ଙ୍କୁ ଡିଭୋସ ଦେଇ ନିଜ ଶଶୁର ଙ୍କୁ ବିବାହ କଲେ | ଏବଂ ସେ ତାଙ୍କ ଶଶୁର ଙ୍କୁ ବାହା ହୋଇ ତାଙ୍କର ଏବେ ଗୋଟେ ସନ୍ତାନ ମଧ୍ୟ ଅଛି | ତେବେ କିଏ ସେହି ମହିଳା କଣ ପାଇଁ ସେ ଏପରି କାଲେ ଆସନ୍ତୁ ଜାଣିବା ଏହି ଆର୍ଟିକ୍ଲ ରୁ | ତେବେ ଜାଣିବା ପାଇଁ ଆମ ଏହି ଆର୍ଟିକ୍ଲ କୁ ସମ୍ପୂର୍ଣ ପଢନ୍ତୁ |ପ୍ରେମ ଏହି ଶବ୍ଦ ର ରିୟଲ ଡେଫିନେଶନ ଆଜି ପର୍ଯ୍ୟନ୍ତ କେହିବି ଦେଇ ପାରିନାହାନ୍ତି | କାରଣ ଆପଣ ମାନେ ଜାଣିଛନ୍ତି ନାନା ରୁଷି ଙ୍କ ନାନା ମତ | ସେମିତି ସବୁ ପ୍ରକାରର ଲୋକ ମାନଙ୍କର ମଧ୍ୟ ନାନା ପ୍ରକାର ର ପ୍ରେମ |

ତେବେ ଏମିତି ଆଉ ଏକ ପ୍ରେମ ଦେଖାଦେଇଛି ଆମେରିକା ରେ ୩୦ ବର୍ଷ ର ଏରିକା | ଯିଏ କି ରୁହନ୍ତି ଆମେରିକା ର ଟ୍ୱେନ୍ତିକ ରେ | ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା | ସେ ଜେମ୍ସ ବୋଲି ଜେନ ପୁଅ କୁ ଭଲ ପାଇ ତାଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇଯାଇଥିଲେ | ବିବାହ ସମ୍ପର୍କ ରେ ବାନ୍ଧି ହୋଇସାରିବା ପରେ ମଧ୍ୟ ତାଙ୍କର ଏବଂ ତାଙ୍କ ସ୍ଵାମୀ ଙ୍କ ମଧ୍ୟ ରେ ସୁ ସମ୍ପର୍କ ଦେଖାଦେଇନଥିଲା | ସେଇଥି ପାଇଁ ସେ ଦୀର୍ଘ ଛଅ ବର୍ଷ ପର୍ଯ୍ୟନ୍ତ ଦୀପରେସନ ରେ ରହିଥିଲେ | ହେଲେ ବାହା ହେବା ପରେ ଏରିକା ଙ୍କ ର ଶଶୁର ତାଙ୍କ ର ବହୁତ ଭଲ ସାଙ୍ଗ ହୋଇଯାଇଥିଲେ | ସେ ଯେତେବେଳେ ଦୀପରେସନରେ ରହୁଥିଲେ ତାଙ୍କ ଶଶୁର ତାଙ୍କୁ ସବୁବେଳେ ବୁଝାଉ ଥିଲେ |

ପୁଅ ଅବାଟକୁ ଚାଲିଯାଇଛି ସେ ବାଟ କୁ ଫେରିଆସିବ | କହିବାକୁ ଗଲେ ତାଙ୍କୁ ଇମୋଶନାଲି ସପୋର୍ଟ କରୁଥିଲେ | ଏଇ ତାଙ୍କ ସପୋର୍ଟ ଦିନେ ପ୍ରେମ ରେ ପାଲଟି ଯିବ ବୋଲି ଦିନେ ଏରିକା ମଧ୍ୟ ଜାଣିନଥିଲେ | ଏବଂ ପ୍ରେମତି ଏତେ ଦୂର ଗଲା ଯେ ସେ ଦୁହେଁ ନିସ୍ପତି ନେଲେ ଯେ ପରସ୍ପର ବିବାହ ବନ୍ଧନ ରେ ବାନ୍ଧି ହୋଇଯିବେ | ତେଣୁ ବାଧ୍ୟ ହୋଇକି ଏରିକା ୨୦୧୭ ରେ ତାଙ୍କ ସ୍ଵାମୀ ଜେମ୍ସ ଙ୍କୁ ଡିଭୋର୍ଷ ଦେଲେ ଏବଂ ଡିଭୋର୍ଷ ଦେଲା ପରେ ଜଣା ପଡିଲା ଯେ ସେ ପ୍ରେଗନେଣ୍ଟ ଅଛନ୍ତି | ଏବଂ ସେ ସନ୍ତାନ ର ବାପା ହେଉଛନ୍ତି ତାଙ୍କ ଶଶୁର ବା ଜେମ୍ସ ର ବାପା |

ତେବେ ବର୍ତ୍ତମାନ ଏରିକା ଙ୍କ ବୟସ ହେଉଛି ୩୦ ବର୍ଷ ଏବଂ ତାଙ୍କ ଶଶୁର ଯାହାଙ୍କ ନାମ ହେଉଛି ଜେଫ | ତାଙ୍କ ବୟସ ହେଉଛି ୬୦ ବର୍ଷ | ଏବଂ ତାଙ୍କ ର ଏକ ଛୋଟ ଝିଅ ମଧ୍ୟ ଅଛି ଯାହାର ବୟସ ହେଉଛି ୩ ବର୍ଷ | ତେବେ ଆପଣ ମାନେ ବହୁତ ଜାଗାରେ ବହୁତ ପ୍ରକାରର ପ୍ରେମ ଦେଖିଥିବେ ତେବେ ଏହି ଷ୍ଟୋରି ପଛରେ ଥିବା କଥାଟି ହେଉଛି ମହିଳା ମାନେ ଯେତେବେଳେ ଦୀପରେସନରେ ଥାନ୍ତି ତାଙ୍କୁ ଯିଏ ଇମୋସୋନାଲ୍ଲୀ ସପୋର୍ଟ ଦେଇଥାଏ ବା ତାଙ୍କୁ ଯିଏ ବୁଝେଇ ଥାଏ ବା ଆସ୍ଵସ୍ଥନା ଦେଇଥାଏ ତ ପାଇଁ ସେମାନେ ହୀରୋ ହେଇ ଯାଆନ୍ତି | ତେବେ ଏଥି ରୁ ମିଳୁଥିବା ଶିକ୍ଷା ଏହିକି ଯେ ସେ ମହିଳା ଯିଏ ବି ହୋଇଥାନ୍ତୁ ନାକାହିଁକି ଆମେ ସମସ୍ତେ ତାଙ୍କୁ ସପୋର୍ଟ କରିବା ଦରକାର |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *