Breaking News

ଜାଣନ୍ତୁ ! ଓଡିଆ ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି ?

 

ଯଦି ଆପଣମାନେ ଓଡ଼ିଆ ସିନେମା ଦେଖୁଥିବେ ତେବେ ଆପଣମାନେ ଏହି ଜଗତରେ କାମ କରୁଥିବା ସବୁ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ | ତେବେ ଆମର ଏହି ହିରୋଇନ ମାନଙ୍କ ଲିଷ୍ଟ ରେ ପ୍ରଥମରେ ଆସୁଛନ୍ତି | ଅଭିନେତ୍ରୀ ଭୂମିକା ଦାସ ସେ ପିଲାଟି ବେଳରୁ ଅଭିନୟ ଜଗତରେ ପାଦ ଦେଇଛନ୍ତି ଏବଂ ପିଲାଟି ବେଳରୁ ସେ ଓଡିଆ ସିନେମାରେ କାମ କରିଆସୁଛନ୍ତି | ତେବେ ତାଙ୍କର ଜନ୍ମ ସ୍ଥାନ ହେଉଛି ରାଉରକେଲା | ଏହାଛଡା ସେ ଓଲିଉଡ଼ ସିନେମାରେ କାମ କରୁଛନ୍ତି ଏବଂ ସେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି ଏବଂ ତାଙ୍କର ପାଠପଢା ଜାରିରଖିଛନ୍ତି |


ଏହାପରେ ଦୁଇ ନମ୍ବର ଲିଷ୍ଟରେ ଆସୁଛନ୍ତି ଅଭିନେତ୍ରୀ ପୁନମ ମିଶ୍ର | ତେବେ ଆପଣମାନେ ପୁନମ ମିଶ୍ରଙ୍କୁ ନିଶ୍ଚୟ ଭାବେ ଜାଣିଥିବେ | ସେ ବହୁତସାରା ଚଳଚିତ୍ରରେ ମଧ୍ୟ ହିରୋଇନ ଭାବେ କାମ କରିସାରିଛନ୍ତି | ଏହାଛଡା ତାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ବର | ସେ ବର୍ତ୍ତମାନ ଭୁବନେଶ୍ବର ରେ ମଧ୍ୟ ରହୁଛନ୍ତି |

ତେବେ ଏହା ପରେ ଆମ ଲିଷ୍ଟ ରେ ତିନି ନମ୍ବର ରେ ଆସୁଛନ୍ତି ବର୍ଷାପ୍ରିୟଦର୍ଶିନୀ | ଯାହାକୁ ଆପଣମାନେ ସମସ୍ତେ ମଧ୍ୟ ଜାଣିଥିବେ ସେ ଅନୁଭବ ମହାନ୍ତି ଙ୍କୁ ବିବାହ କରିଛନ୍ତି | ଏହାଛଡା ତାଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ବର ସେ ଅନୁଭବ ମହାନ୍ତି ଙ୍କୁ ବିବାହ କରିବାପରେ କଟକରେ ରହୁଛନ୍ତି |


ଏହାପରେ ଆମ ଲିଷ୍ଟରେ ୪ ନମ୍ବର ରେ ରହୁଛନ୍ତି ଶିବାନୀ ସଂଗୀତା ଯେକି ବର୍ତ୍ତମାନ ସମୟର ଜଣେ ଆଗ ଧାଡିର ହିରୋଇନ ଅଟନ୍ତି | ଏହାଛଡା ତାଙ୍କର ଏକ ଚଳଚିତ୍ର ଖୁବ୍ ଶୀଘ୍ର ଆଗକୁ ଆସିବାକୁ ଯାଉଛି ଯାହାର ନାମହେଉଛି ବିଦ୍ୟାରାଣ | ତେବେ ତାଙ୍କର ପ୍ରକୃତ ଘର ଏବଂ ଜନ୍ମ ସ୍ଥାନ ହେଉଛି ଖୋର୍ଦା|


ଏହାପରେ ଆମ ଲିଷ୍ଟରେ ପାଞ୍ଚ ନମ୍ବର ରେ ଆସୁଛନ୍ତି ଅର୍ଚିତା ସାହୁ | ଆପଣମାନେତ ସମସ୍ତେ ତାଙ୍କୁ ଜାଣିଥିବେ | ଏହାଛଡା ଆପଣମାନେ ସମସ୍ତେ ସବ୍ୟସଚୀ ଏବଂ ଅର୍ଚିତା ଙ୍କ ଯୋଡି କୁ ବେଶ ପସନ୍ଦ ମଧ୍ୟ କରନ୍ତି | ତେବେ ତାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ବର |


ଏହାପରେ ଛଅ ନମ୍ବର ଲିଷ୍ଟରେ ଆସୁଛନ୍ତି ଅଭିନେତ୍ରୀ ଶୀତଲ | ଆପଣମାନେ ସମସ୍ତେ ଶୀତଲ ଙ୍କୁ ନିଶ୍ଚୟ ଜାଣିଥିବେ | ତାଙ୍କର ହୋମ ଟାଉନ ହେଉଛି କଟକ |


ଏହାପରେ ଆମ ଲିସ୍ଟରେ ସାତ ନମ୍ବରରେ ଆସୁଛନ୍ତି ଅଭିନେତ୍ରୀ ରିୟା | ଆପଣମାନେ ସମସ୍ତେ ରିୟା ଙ୍କୁ ନିଶ୍ଚୟ ଜାଣିଥିବେ |ତେବେ ତାଙ୍କର ହୋମ ଟାଉନ ହେଉଛି ବାଲେଶ୍ଵର |

ଏହାପରେ ଆମ ଲିସ୍ଟରେ ଆଠ ନମ୍ବରରେ ଆସୁଛନ୍ତି ଝିଲିକ | ତାଙ୍କର ଜନ୍ମସ୍ଥାନ ହେଉଛି କଲିକତା ସେ ଜଣେ ବେଙ୍ଗଲୀ ମଧ୍ୟ |

ଏହାପରେ ଆମ ଲିଷ୍ଟରେ ନଅ ନମ୍ବରରେ ଆସୁଛନ୍ତି ଏଲିନା ସାମନ୍ତରାୟ | ଆପଣମାନେ ସମସ୍ତେ ଏଲିନା ଙ୍କୁ ଭଲ ଭାବରେ ଜାଣିଥିବେ ସେ ଏକ ରିୟାଲିଟି ଶୋ ମାଧ୍ୟମରେ ଓଡିଆ ଇନଡସ୍ଟ୍ରି କୁ ଏଣ୍ଟ୍ରି କରିଥିଲେ | ତାଙ୍କର ହୋମ ଟାଉନ ହେଉଛି ଭଦ୍ରକ ସେ ଏବେ ଭଦ୍ରକ ରେ ରହୁଛନ୍ତି |


ଏହା ପରେ ଦଶ ନମ୍ବର ରେ ଆସୁଛନ୍ତି ତମନ୍ନା | ଆପଣମାନେ ତାଙ୍କୁ ନିଶ୍ଚୟ ତାଙ୍କୁ ଜାଣିଥିବେ ସେ ବର୍ତ୍ତମାନ ସମୟର ସମସ୍ତ ଆଗଧଡି ର ଆର୍ଟିସ୍ଟ ଙ୍କ ସହ କାମ କରିସାରିଲେଣି | ତେବେ ସେ ବ୍ରମ୍ହପୁର ରେ ବର୍ତ୍ତମାନ ରହୁଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *