Breaking News

ଜଣାନ୍ତୁ ଶୁଦଶା Brata କାହିଁକି ପାଳନ କରାଯାଏ ଏବଂ ବ୍ରତରେ କେଉଁ କେଉଁ ନାମ ଧରି 10ଟି ଗଣ୍ଠି ପକାଯାଇଥାଏ ଦେଖନ୍ତୁ…. ଏହା କରିବା କଣ ସବୁ ଶୁଭ ଫଳ ମିଳିଥାଏ !

ନମସ୍କାର ବନ୍ଧୁଗଣ ଆଜି ଜାଣିବା ଯେ ପବିତ୍ର ସୁଦଶା ବ୍ରତ କାହିଁକି ପାଳନ କରାଯାଏ ଏବଂ ଦଶ ଅଙ୍କ ସହିତ ଏହି ବ୍ରତର କନ୍ ସମାଯାସ୍ୟ ରହିଛି ଏଥି ସହିତ ବିବାହିତ ନାରୀମାନଙ୍କ ପାଇଁ ଏହି ବ୍ରତର ମହତ୍ତ୍ଵ ଓ ପୌରାଣିକ ମତ ଏହା ପରେ ଜାଣିବା ମହା ଲକ୍ଷ୍ମୀଙ୍କ ୧୦ ଟି ନାମ ଏବଂ ଏହି ଦିନ କନ୍ କରିବା ଉଚିତ୍ ଓ କନ୍ ନ କରିବା ଉଚିତ୍ ତେବେ ଆସନ୍ତୁ ଜାଣିବା ବନ୍ଧୁଗଣ ଆମ ସସ୍କୃତି ରେ ଓଷା ଓ ବ୍ରତ ର ଯଥେଷ୍ଟ ଗୁରୁତ୍ଵ ରହିଛି | ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ବ୍ରତ ରହିଛି ସେଥି ମଧ୍ୟରୁ ସୁଦଶା ବ୍ରତ ହେଉଛି ଅନ୍ୟତମ |

ଐସୋର୍ଯ୍ୟ ର ରହିଛି ମା ଲକ୍ଷ୍ମୀ ଙ୍କର ଆରାଧନା ର ପର୍ବ ହେଉଛି ସୁଦଶା ବ୍ରତ ଏହି ପର୍ବ ନୀଷ୍ଟା ଓ ଭକ୍ତି ମୟ ପରିବେଶ ମଧ୍ୟରେ ସାରା ରାଜ୍ୟରେ ପାଳନ କରାଯାଇଥାଏ | ଏବେ ଯଦି କୌଣସି ମାସ ରେ ଶୁକ୍ଳ ପକ୍ଷର ରେ ଦଶମୀ ତିଥି ରେ ପଡ଼ିଥାଏ ତେବେ ସେହି ଗୁରୁବାର ଦିନ ସୁଦଶା ବ୍ରତ ପଡ଼ିଥାଏ | ଏବଂ ଯଦି ଏହି ଦିନ ବିବାହ ତିଥି ରହିଥାଏ ତେବେ ଏହାକୁ ନୂଆ ସୁଦଶା ବ୍ରତ କୁହାଯାଇଥାଏ | ମାନେ ଏହି ଦିନ ନୂଆ ବିବାହିତ ମହିଳା ମାନେ ବ୍ରତ ଆରମ୍ଭ କରିଥାନ୍ତି ଘରର ସୁଖ ସମୃଦ୍ଧି ଓ ଶାନ୍ତି ବଜାୟ ରହିବା ପାଇ ଗୃହିଣୀ ମାନେ ଏହି ବ୍ରତ କୁ ନିଷ୍ଠା ର ସହିତ ପାଳନ କରିଥାନ୍ତି |

ପୌରାଣିକ ମତ ରେ ଏହି ବ୍ରତ ପ୍ରଥମେ ବିଧର୍ବ ଦେଶ ର ରାଜା କର ପାଟ ରାଣୀ ଆରମ୍ଭ କରିଥିଲେ ଏବଂ ସେହିଦିନ ଠାରୁ ଏହି ପର୍ବ କୁ ସମସ୍ତ ବିବାହିତ ନାରୀ ମାନେ। ଆଜି ପର୍ଯ୍ୟନ୍ତ ପାଳନ କରି ଆସୁଛନ୍ତି ଦିନେ ବିଖ୍ୟାତ ବ୍ରାହ୍ମୁଣି ନଦୀରୁ ପାଣି ଆଣିବା ସମୟରେ ନିଜର ବ୍ରତ ଟିକୁ ହଜାଇ ଦେଇଥିଲେ ଏବଂ ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥବାବେଲେ ରାଜା ତରବର ହୋଇ ତାଙ୍କ ରାଣୀ ଠାରୁ ବ୍ରତ ଆଣି ଦେଲେ ଯେହେତୁ ବ୍ରତ ଟି ମା ଲକ୍ଷ୍ମୀ ଙ୍କ ବ୍ରତ ଦାନ କଲେ ମନୁଷ୍ୟ ଗରିବ ହୋଇଯାଇଥାଏ | ବ୍ରତ ଦାନ କରିବା ପରେ ତାଙ୍କର ସକାଳ ସମ୍ପଦ ସୁଖ ଏବଂ ଐସୋର୍ଯ୍ୟ ସବୁ ରାଜା ଓ ରାଣୀ ଲକ୍ଷ୍ମୀ ଛାଡ଼ ହୋଇ ଯାଇଥିଲେ |

ବୋହୁତ ଦୁଃଖ ଦୁର୍ଦ୍ଦଶା କଟିଲା ପରେ ଯଥା ବିଧି ର ସହିତ ପାଳନ କରିବା ବେଳେ ସେମାନେଙ୍କ ସମସ୍ତ ସୁଖ ଓ ସୌଭାଗ୍ୟ ଫେରି ପାଇଲେ ଏଣୁ ମାତା ଲକ୍ଷ୍ମୀ କୁ ଘରକୁ ପ୍ରସନ୍ନ କରିବା ପାଇଁ ଏହି ପୂଜା କରିଥାନ୍ତି ସୁଦଶା ବ୍ରତ ର ଅର୍ଥ ଶୁ ର ଅର୍ଥ ସକାରାତ୍ମକ ଶକ୍ତି ବା ଦାସ ର ଅର୍ଥ ହେଉଚି ଦଶ ଅଙ୍କ ର ଅନ୍ୟ ଅର୍ଥ ହେଉଛି ସୁଦଶା କୁ ପରିଣତ କରୁଥିବା ବ୍ରତ ପଦ୍ମ ଫୁଲ ଦଶ ବର୍ଣ୍ଣ ର ମୁରୁଜ ଦଶ ମୁଖୁ ଦୀପ ଦଶ ମୁଠା ଚାଉଳ ଦଶ ଗୋଟି କଦଳୀ ଦାସ ଗୋଟି ମଣ୍ଡା ସହିତ ମା ଲକ୍ଷ୍ମୀ ଙ୍କର ଦଶ ନାମ ଉଚ୍ଚାରଣ କରି ମହିଳା ମାନେ ଦଶ ସୂତା ରେ ଗଣ୍ଠି ମାରି ପୂଜା କରିଥାନ୍ତି |

ଏବଂ ସେହି ବ୍ରତ କୁ ପର ବତି ସୁଦଶା ବ୍ରତ ପର୍ଯ୍ୟନ୍ତ ନିଜର ବାହୁରେ ଧାରଣ କରିଥାନ୍ତି ଏବଂ ଏହି ଦଶ ଟି ଗଣ୍ଠି ଦେବ ସମୟରେ ମା ଲକ୍ଷ୍ମୀଙ୍କର ଏହି ଦଶ ଟି ନାମ ଉଚ୍ଚାରଣ କରିବା ଉଚିତ୍ ସେଗୁଡିକ ହେଉଛି ପ୍ରଥମ ଗଣ୍ଠି ରେ ଲକ୍ଷ୍ମୀନାରାୟଣ ଦୁତିୟ ଗଣ୍ଠି ରେ କମଳିନୀ ତୃତୀୟ ଗଣ୍ଠି ରେ ଶ୍ରୀ ହରି ହରପ୍ରିୟା ଚତୁର୍ଥ ଗଣ୍ଠିରେ ପଦ୍ମାଳୟା ପଞ୍ଚମ ଗଣ୍ଠି ରେ କମଳା ଷଷ୍ଠ ଗଣ୍ଠି ରେ ଚଞ୍ଚଳା ସପ୍ତମ ଗଣ୍ଠିରେ ବିଗ୍ନେ ସିନୀ ଅଷ୍ଟମ ଗଣ୍ଠି ରେ ସିନ୍ଦୂର ଦୁଲାନି ନବମ ଗଣ୍ଠିରେ ଦ୍ଦୁର୍ଗତି ନାସିନି ଏବଂ ଦଶମ ଗଣ୍ଠିରେ ବିଷ୍ଣୁ ପାଟରାଣୀ ପୂଜା ବିଧି ଏବଂ ଏହିଦିନ କଣ କରିବେ ଓ କଣ ନ କରିବେ ଜାଣିବା ଏହି ବ୍ରତ ପାଳନ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ |

ଏହା ବ୍ୟତୀତ ଘରକୁ ବୁଲ ରେ ବି ଅନ୍ଧାର ରଖନ୍ତୁ ନାହିଁ ଏହି ଦିନ ରେ ଆପଣ ସୂର୍ଯ୍ୟ ଉଦୟ ପୂର୍ବରୁ ଶେଯ ତ୍ୟାଗ କରି ନିଅନ୍ତୁ ଏହି ବ୍ରତ ରେ ମା ଲକ୍ଷ୍ମୀଙ୍କର ପୂଜା ରେ ତିନି ମହଲା ଗୋବର ଲଗାଯାଇଥାଏ ପ୍ରଭାତ କାଳରେ ଦଶ ପ୍ରକାର ର ଫଳ ଭୋଗ ଲଗାଯାଇଥାଏ ମଧ୍ୟାହ୍ନ କାଳରେ ଦଶ ଟି ମଣ୍ଡା ପୀଠ ଓ ସନ୍ଧ୍ୟା ସମୟରେ ଦଶ ଟି ଛେନା ପଣା ର ଭୋଗ ଲାଗି ଯାଇଥାଏ ହେଲେ |

ବନ୍ଧୁଗଣ ଏହି କଥା ର ଧ୍ୟାନ ନିଶ୍ଚିତ ରଖିବେ ମା ଲକ୍ଷ୍ମୀଙ୍କ ପାଖରେ ଯେଉଁ ସବୁ ଭୋଗ କୁ ଲଗେଇ ବେ ସେହି ଭୋଗକୁ ନିଜ ପରିବାର ଛାଡ଼ ଅନ୍ୟ କେଉଁ ଲୋକ କୁ ବନ୍ତିବେ ନାହିଁ ନଚେତ୍ ଆପଣ ଲକ୍ଷ୍ମୀ ଛାଡ଼ ହୋଇଯିବେ ଏହି ପୂଜା କୁ ଭୋର୍ ସମୟ ରେ କରିବା ଅତ୍ୟନ୍ତ ଭଲ ହୋଇଥାଏ | କାରଣ ଏହି ମାନ୍ୟତା ରହିଛି ଯେ ସେହି ସମୟରେ ମାତା ଲକ୍ଷ୍ମୀ ନିଜ ଘରୁ ବାହାରି ଭକ୍ତ କ ଘର କୁ ବୁଲିବା କୁ ଯାଆନ୍ତି |

About odisha news

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.