Breaking News

ଜୟୀ ଭାଇଙ୍କ ପରିବାର ଓ ସମ୍ପତ୍ତି କେତେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି ଜୟୀରାମ ସାମଲ।ଆପଣ ମାନେ ସମସ୍ତେ ଜୟୀରାମ ସାମଲ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାଙ୍କର ପରିବାର ତାଙ୍କର ମୋଟ ସମ୍ପତି, ସେ ଗୋଟିଏ ଫିଲ୍ମ୍ କରିବା ପାଇଁ କେତେ ଟଙ୍କା ନିଅନ୍ତି ଏହି ସବୁ ବିଷୟ ରେ ଜାଣିବା।ତେବେ ଡେରି ନ କରି ଆସନ୍ତୁ ଜାଣିବା।


ତେବେ ଯଦି ଆମେ ଜୟୀ ଙ୍କର ପରିବାର କଥା କହିବା ତାହେଲେ ତାଙ୍କ ପରିବାର ରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ତେବେ ସେମାନଙ୍କ ବିବାହ ହୋଇ ସାରିଛି।।ଜୟୀ ଙ୍କର ଗୋଟିଏ ନାତୁଣୀ ମଧ୍ୟ ଅଛି।ତାଙ୍କ ନାତୁଣୀ ଙ୍କର ନାମ ହେଉଛି ଅନିତା।ଜୟୀରାମ ସାମଲ 1970 ମସିହା ରେ ଓଲିଉଡ ଜଗତରେ ପାଦ ଦେଇଥିଲେ।ତେବେ ଜୟୀରାମ ସେବେଠୁ ତାଙ୍କ କମେଡିଆନ ଅଭିନୟ ପାଇଁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି।

ତେବେ ତାଙ୍କର ଏହି ସୁନ୍ଦର ହାସ୍ୟ ଅଭିନୟ ପାଇଁ ସେ ଓଲିଉଡ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ତେବେ ତାଙ୍କର ପ୍ରଥମ ଫିଲ୍ମି 1975 ମସିହାରେ ରିଲିଜ ହୋଇଥିଲା।ସେ ବହୁତ ଗୁଡିଏ ହିଟ ଫିଲ୍ମି ରେ ଅଭିନୟ କରିଛନ୍ତି ଯେମିତିକି ଯାଯାବର , କ୍ରୀଷ୍ଣା ସୁଦାମା , ଏଇ ନୁହେଁ କାହାଣୀ , ଦଣ୍ଡା ବାଳୁଙ୍ଗା , କାବେରୀ ଇତ୍ୟାଦି ।ସେ 300 ରୁ ଅଧିକ ଫିଲ୍ମି ରେ ଅଭିନୟ କରିଛନ୍ତି।ତେବେ ତାଙ୍କର ଶେଷ ଫିଲ୍ମି ଟି ହେଉଛି ସିନ୍ଦୂର ନୁହେଁ ଖେଳଘର ସେବେଠୁ ସେ ଆଉ ଚଳଚିତ୍ର କରିନାହାନ୍ତି।

ଜୟୀରାମ ଙ୍କର ଆୟ ବିଷୟରେ ଯଦି କହିବା ସେ ଗୋଟିଏ ଫିଲ୍ମି କରିବା ପାଇଁ 2 ରୁ 3 ଲକ୍ଷ ଟଙ୍କା ନିଅନ୍ତି।ତେବେ ତାଙ୍କ ପାଖରେ ପ୍ରାୟ 70 ରୁ 80 ଟଙ୍କା ଅଛି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *