Breaking News

ଜାଣନ୍ତୁ ଘର ମଧ୍ୟ ରେ ଅଶ୍ଵତଥ ଗଛ ଲଗାଇବା ଶୁଭ କି ଅଶୁଭ ଅଟେ . . .

ଭାରତୀୟ ସଂସ୍କୃତିରେ ଏମିତି ନିୟମ ତଥା ପରମ୍ପରା ଅଛି | ଯାହା ବର୍ଷ ବର୍ଷ ରୁ ଚାଲି ଆସିଅଛି | ଭାରତ ଏଠି ଏପରି ଏକ ଦେଶ ଅଟେ ଯେଉଁ ଠାରେ ଗାଈ କୁ ମଧ୍ୟ ପୂଜା କରାଯାଇଥାଏ | ତେବେ ବାସ୍ତୁ ଏବଂ ଜୋତିଷ ଶାସ୍ତ୍ର ରେ କିଛି ଏପରି ଗଛ ବିଷୟ ରେ କୁହାଯାଇଛି | ଯାହାକୁ ଯଦି ଆମେ ଘରେ ଲଗାଇବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ | ଯେମିତି କି କଦଳୀ ଗଛ , ତୁଲସୀ ଗଛ କୁ ଆମେ ଘରେ ଲଗାଇବା ଶୁଭ ବୋଲି ମନା ଯାଇଥାଏ | କିନ୍ତୁ ଅଶ୍ଵତଥ ଗଛ କୁ ଲଗାଇବା ନିଷେଧ କରାଯାଇଛି | କଣ କାରଣ ରହିଛି ଯାହା ପାଇଁ ଏହି ଗଛ କୁ ଘରେ ଲଗାଇବା ପାଇଁ ବର୍ଜିତ କରାଯାଇଛି |

ତେବେ ଆସନ୍ତୁ ଜାଣିବା ଏହି ଆର୍ଟିକ୍ଲ ରୁ | ଯେପରିକି ଆପଣମାନେ ଜିଣିଥିବେ ଅଶ୍ଵତଥ ଗଛ ବାତତାବରଣ କୁ ଶୀତଳ ରଖିଥାଏ | ଶାସ୍ତ୍ର ଅନୁସାରେ ଏହା କୁ ଘରେ ଲଗାଇବା ପାଇଁ ବାରଣ କରାଯାଇଛି | ଏହା ତାର ଆଖପାଖ ରେ ଏକାନ୍ତ ଏବଂ ନିର୍ଧନତା ଉତ୍ତପନ୍ନ କରିଥାଏ | ଏବଂ ଏହା ଆଖ ପାଖ ରେ ରହିଲେ ମନୁଷ୍ୟ ମଧ୍ୟରେ ନକରାତ୍ମକ ଶକ୍ତି ଉତ୍ତପନ୍ନ କରିଥାଏ | ଏହା ବଂଶ ବୃଦ୍ଧି ପାଇଁ ମଧ୍ୟ ଭଲ ହୋଇନଥାଏ | ସନ୍ତାନ ଉପରେ ମଧ୍ୟ ବିପଦ ଆସିଥାଏ | ତେଣୁ ଏଥି ପାଇଁ ଗୃହରେ ଅଶ୍ଵତଥ ଗଛ କୁ ଲଗାଇବା ବାରଣ କରାଯାଇଥାଏ | ଏହା ଗୃହରେ ବୈରାଗ୍ୟ ଆଣିଥାଏ | ତେଣୁ ବୈବାହିକ ଜୀବନ ପାଇଁ ଏହା ଆଦୌ ଭଲ ହୋଇନଥାଏ |

ତେବେ ଏହା ଯେଉଁ ଗୃହରେ ବାହାରି ଥାଏ ସେହି ଘର କୁ ନିର୍ଜନ କରି ଦେଇଥାଏ | ତେବେ ଯଦି ଏହା ଗୃହ ମଧ୍ୟରେ ଉଠିଥାଏ ଏହାକୁ ତୁରନ୍ତ ଓପାଡି ଦେବା ଉଚିତ ହୋଇନଥାଏ | କାରଣ ପୁରାଣ ରେ ଉଲେଖ ଅଛି ଯେ ଅଶ୍ଵତଥ ଗଛ ରେ ବ୍ରହ୍ମା , ବିଷ୍ଣୁ , ଏବଂ ମହେଶ୍ଵର ବାସ କରିଥାନ୍ତି | ତେବେ ପୁରାଣ ରେ ମଧ୍ୟ ଏହା କୁ ଓପାଡିବାର ବିଧି ଉଲ୍ଲେଖ୍ୟ କରାଯାଇଛି | ଏହାକୁ ଓପାଡି ବାକୁ ହେଲେ ଏହାକୁ ୪୫ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ ଏବଂ ଏହା ମୂଳରେ କ୍ଷୀର ଢାଳନ୍ତୁ | ନହେଲେ ଏକ ରବିବାର ଦିନ ଏହା ର ପୂଜା କରି ଏହାକୁ ମୂଳରୁ ଓପାଡି ନେଇ ଅନ୍ୟ ଏକ ସ୍ଥାନ’ ରେ ଲଗାଇ ଦିଅନ୍ତୁ | ଯେପରିକି ଏହାର ଛାଇ ମଧ୍ୟ ଆପଣଙ୍କ ଘର ଉପରେ ମଧ୍ୟ ପଡୁନଥିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟାୟାରର ରଙ୍ଗ କଳା କାହିଁକି ଏହା ପଛରେ କାରଣ କଣ ଆପାନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଏହା ପଛରେ ରହିଛି ବଡ଼ କାରଣ ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି ସବୁ ଗାଡ଼ିରେ ଟାୟାର ଲଗାଯାଇଥାଏ କେବେଳ …

Leave a Reply

Your email address will not be published.