Breaking News

ଜାଣନ୍ତୁ , କରୋନା ସମୟ ରେ କେଉଁ ଖାଦ୍ଯ ଖାଇବା ଉଚିତ ?

ପୁଣି ଥରେ ସମସ୍ୟା ବଢେଇ ଦେଇଛି କାରୋନା ର ଦ୍ଵିତୀୟ ପ୍ରବାହ |ଏହା ଏବେ କାୟା ବିସ୍ତାର କରି ସାରି ଲାଣି |ଏଭଳି ସ୍ଥିତି ରେ କାରୋନା କୁ ବେଖାତିର କରିବାର ଅର୍ଥ ହେଉଛି ତାକୁ ନିମନ୍ତ୍ରଣ କରିବା |ହ୍ୟାଣ୍ଡ ୱାଶ ରେ ହାତ ଧୋଇବା ,ଠିକ ଭାବ ରେ ମାସ୍କ ପିନ୍ଧିବା ,ସୋସିଆଲ ଡିସ ଟାନ୍ସ ମେଣ୍ଟେନ କରିବା ସହ ଖାଦ୍ଯ ପେୟ କୁ ମଧ୍ୟ ଉଚିତ ଧ୍ୟାନ ଦେବା ଉଚିତ |ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ ପୁଷ୍ଟିକର ଖାଦ୍ଯ ଖାଇବା ନିହାତି ଆବଶ୍ୟକ |ଏହା ଦ୍ଵାରା ରୋଗ ର ଆଶଙ୍କା ସାମାନ୍ୟ କମ ହୋଇ ଯାଏ |

ତେବେ କରୋନା ରୁ ବଞ୍ଚିବା ପାଇଁ କେଉଁ ଭଳି ଡାଇଟ ନେବା ଆବଶ୍ୟକ ତାହା କୁ ନେଇ ଏକ ସାରଣୀ WHO ପକ୍ଷ ରୁ କରା ଯାଇଛି |ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ (WHO) ଅନୁସାରେ ଆମ କ ଡାଇଟ ରେ କେତେ ଗୁଡିଏ ତାଜା ଫଳ ଏବଂ ଅନ ପ୍ରୋସେସ ଫୁଡ ସାମିଲ କରିବା ଉଚିତ |ଯେଉଁ ଥିରୁ ଆମକୁ ଭିଟାମିନ ,ମିନେରାଲ ,ଫାଇବର ,ପ୍ରୋଟିନ ଏବଂ ଆଣ୍ଟି ଅକସିଡାନ୍ତ ମିଳି ପାରିବ |ଫଳ ,ପନି ପରିବା,ବିଭିନ୍ନ ପ୍ରକାର ଡାଲି ,ମକା ,ବାଜରା ,ଓଅଟ୍ସ ,ଗହମ ,ବ୍ରାଉନ ରାଇସ ,ସାକାର କନ୍ଦା ,ସାରୁ ଆଦି ମୁଳ ଜାତୀୟ ପନି ପରିବା ସାମିଲ ଅଟେ |ଏହା ସହ ମାଛ ,ମାଂସ ,ଅଣ୍ଡା କୁ ମଧ୍ୟ ଡାଇଟ ରେ ସାମିଲ କରି ବାକୁ ଭୁଲିବେ ନାହିଁ |

ତେବେ ଏତେ ପରିମାଣ ର ଖାଇବେ ନଜର ପକାଇବା |ପ୍ରତିଦିନ ଦୁଇ କପ ପରିମାଣ ର ଫଳ ୨ . ୫ କପ ପରିମାଣ ର ପରିବା ,୧୫୦ ଗ୍ରାମ ଡାଲି ଏବଂ ୧୬୦ ଗ୍ରାମ ମାଂସ ଡ଼ାଇଟ ରେ ସାମିଲ କରନ୍ତୁ |ସପ୍ତାହ ରେ ଥରେ କିମ୍ବା ଦୁଇ ଥର ରେଡ ମିଟ ବା ଚିକେନ ଖାଇ ପାରିବେ |ସନ୍ଧ୍ୟା ରେ ହାଲ୍କା ଭୋକ ଲାଗିଲେ ସନ୍ତୁଳିତ ପରିବା ଖାଇ ପାରିବେ |ଅନ୍ୟ ପଟେ ଆମ ଶରୀର ପାଇଁ ଜଳ ର ଅବଶ୍ୟକତା ରହିଛି |ଏହା ଶରୀର ର ତାପ ମାତ୍ରା ନିୟନ୍ତ୍ରଣ କରେ |ଶରୀର ରୁ ଆବର୍ଜନା କାଢି ଥାଏ |ପ୍ରତିଦିନ ୮ -୧୦ ଗ୍ଳାସ ଜଳ ଦରକାର |ଫଳ ରଶ ,ଲେମ୍ବୁ ପାଣି ବି ପିବେ |ସଫ୍ଟ ଡ୍ରିଂକ କୁ ଆଭଏଡ କରନ୍ତୁ |ଫାଷ୍ଟ ଫୁଡ ମଧ୍ୟ କ୍ଷାନ୍ତୁ ନାହିଁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.