Breaking News

ଜାଲରେ ପଡିଲା ବିଶାଳକାୟ ବିରଳ ମାଛ, ଦେଖିବା ପାଇଁ ଲାଗୁଛି ଲୋକଙ୍କ ଭିଡ, ଓଜନ ଜାଣିଲେ ଚମକିପଡ଼ିବେ ଆପଣ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଖରସ୍ରୋତା ନଦୀରୁ ଧରା ହେଲା ଏକ କାଳୀନ ବଡ ବଡ 6 ଟି ବିରଳ ମାଛ । ଗୋଟି କର ଓଜନ 50 କେଜିରୁ ଉର୍ଦ୍ଧ । ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକୋଡ଼ିଆ ଆନିକଟର ଖରସ୍ରୋତା ନଦୀରୁ ଧିବରମାନଙ୍କ ଦ୍ବାରା 6 ଟି ବଡ ଧରଣର ମାଛ ଧାରା ଯାଇଥିବା ଦେଖିବାକୁ ମିଳିଛି ।

ସ୍ଥାନୀୟ ଧୀବର ମାନେ ଯୋକୋଡିଆ ଆନିକଟ ନିକଟରେ ନଦୀରେ ନଖା ଜାଲ କରୁଥିବା ବେଳେ ଜାଲରେ 6 ଟି ବିରଳ ମାଛ ପଡ଼ିଥିଲେ । ଏହି ମାଛକୁ ଧୀବର ମାନେ ନଦୀରୁ ଆଣି ଓଜନ କରିବା ପରେ ମାଛ 6 ଟି ର ଓଜନ 72 କେଜି , 68 କେଜି 62 କେଜି , 50 କେଜି ଏବଂ 48 କେଜି ଥିଲା ।

ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକମାନଙ୍କ ଭିଡ଼ ଜମିଥିବା ବେଳେ । ଧୀବର ମାନେ ଉକ୍ତ ମାଛକୁ କାଟି ସ୍ଥାନୀୟ ଲୋକମାନଙ୍କୁ ବିକ୍ରି କରିଥିବାର ସୁଚନା ମିଳିଛି । ଏହି ମାଛ ଟି ଖରସ୍ରୋତା ନଦୀରୁ ଧରା ହୋଇଥିବାର ସୂଚନା ମିଳିଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.