Breaking News

ଯାଆଁଳା ଝିଅଙ୍କର ଏକୋଉଶିଆ ଧୁମ ଧାମରେ ପାଳନ କଲେ ଝିଲିକି ଭଟାଚାର୍ଯ୍ୟ, ସେ ଏମିତି ଭାବରେ ଏକୋଉଶିଆ ପାଳନ କଲେ ଆପଣ ଦେଖିଲେ ମୁଣ୍ଡରେ ହାତ ଦେବେ !

ଅନେକ ଶୁଭ କାମନା ଜଣାଇବା ଫିଲ୍ମ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନେ ଆସିଛନ୍ତି | ଦୀର୍ଘ 7 ବର୍ଷ ଧରି ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ ଝିଲିକି ବର୍ତମାନ ସେ ମା ହୋଇଛନ୍ତି ଝିଲିକି ଭାଟାଚାର୍ଯ୍ୟ ଅଧିକ ଫିଲ୍ମ ରେ ସେ ବହୁତ ଭଲ ଅଭିନୟ କରିଥିବା ଆପଣ ମାନେ ଦେଖିଥିବେ |

ଝିଲିକି ଅଲିଉଡ଼ ଇଣ୍ଡଷ୍ଟ୍ରି ର ବଡ଼ ବଡ଼ ଅଭିନେତାଙ୍କ ସହ ଫିଲ୍ମ କରି ସାରିଛନ୍ତି ଏବଂ ତାଙ୍କର ସବୁ ଫିଲ୍ମ ଗୁଡିକ ଫେମସ ହୋଇଥିଲେ ଏବଂ ଓଡ଼ିଆ ଦର୍ଶକ ମନଙ୍କୁ ବହୁତ ପସନ୍ଦ ଆସିଥିଲେ | ଝିଲିକି ଗତ ବର୍ଷ ତଳେ ସିକୁନ୍ଧା ବିଧାୟକ ପ୍ରତିରଞ୍ଜନ ଘଡ଼ାଇ କୁ ବିବାହ କରିଥିଲେ | ବିବାହରେ ପରେ ଝିଲିକି ସବୁ ଦିନ ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ ସେ ବାହାଘର ପରେ ସେ କୌଣସି ଫିଲ୍ମ ରେ ଅଭିନୟ କରି ନଥିଲେ ଝିଲିକି ଙ୍କ ଅଭିନୟ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରନ୍ତି |

ଏବେ ଝିଲିକି ମା ହେବା ପରେ ସେ ଆଉ କିଛି ଫିଲ୍ମ କରିବେ ନାହିଁ ଏବଂ ସେ ତାଙ୍କ ଶିଶୁ କନ୍ୟା ମାନଙ୍କର ଯତ୍ନ ନେବେ ତ ଫ୍ରେଣ୍ଡସେ ଝିଲିକି ଭଟାଚାର୍ଯ୍ୟ ଙ୍କ ଫିଲ୍ମ ଆପଣ ମାନଙ୍କୁ କେମିତି ଲାଗି ଏବଂ ଝିଙ୍କି ଭାଟାଚାର୍ଯ୍ୟ ଆପଣ ମାଙ୍କୁ କେମିତି ଲାଗନ୍ତି ନିଶ୍ଚୟ ଭବରେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.