Breaking News

ଜାଣନ୍ତୁ, ସଂକ୍ଷେପରେ କିଛି ମୁଖ୍ୟ ମନ୍ତ୍ରୀ ଙ୍କ ପ୍ରାଇଭେଟ ସେକ୍ରେଟେରୀ ଭି . କାର୍ତ୍ତିକେୟ ପଣ୍ଡିଆନ ଙ୍କ ବିଷୟରେ କିଛି . . .

ଆଜି ଆମେ ଏହିପୋଷ୍ଟ ଟିରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏପରି ଏକ ଅଫିସର ଙ୍କ ବିଷୟରେ ଯିଏ ନିଜ କର୍ତ୍ତବ୍ୟ କ୍ଷେତ୍ର ରେ ଏକ ଦକ୍ଷ ଏବଂ କର୍ତ୍ତବ୍ୟ ପରାୟଣ ଅଫିସର ରୂପେ କାର୍ଯ୍ୟ କରିଥାନ୍ତି | ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଆମ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ଙ୍କ ପ୍ରାଇଭେଟ ସେକ୍ରେଟେରୀ ଭି . କାର୍ତ୍ତିକେୟ ପଣ୍ଡିଆନ ଯାହାଙ୍କର ଓଡିଶା ରେ ହେଉଥିବା ସବୁପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ପଛରେ ଏକ ପ୍ରମୁଖ ଅବଦାନ ରହିଛି |


ତେବେ ତାଙ୍କର ପୁରା ନାମ ହେଉଛି ଭି . କାର୍ତ୍ତିକେୟ ପଣ୍ଡିଆନ | ସେ ୨୯.୦୫.୧୯୭୪ ରେ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ | ଏବଂ ତାଙ୍କ ମାତୃ ଭାଷା ଅଟେ ତାମିଲ | ଆହୁରିମଧ୍ୟ ସେ ୨୦୦୦ ମସିହା ବ୍ଯାଚ ର IAS ଅଫିସର ଅଟନ୍ତି |ସେ ତାଙ୍କ ପଢା କ୍ଯାରିୟର ରେ ଗ୍ର୍ଯାଜୁୟେଶନ ଏଗ୍ରିକଲ୍ଚର ରେ ସମ୍ପୂର୍ଣ କରିଥିଲେ | ଏବଂ ତାଙ୍କ ସ୍ନାତକୋତ୍ତର physiology ଉପରେ ପୂରଣ କରିଥିଲେ | ଏହା ପରେ ରେ ଆଇଏଏସ କ୍ଵାଲିଫାଏ କରିବା ପରେ କଳାହାଣ୍ଡିରେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ସବକଲେକ୍ଟର ଭାବେ କାର୍ଯ୍ୟରତ ଥିଲେ | ଏବଂ ଏହାପରେ ସେମୟୂରଭଞ୍ଜ ଜିଲ୍ଲା ରେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ କଲେକ୍ଟର ଥିଲେ |


ଆହୁରିମଧ୍ୟ ସେ ଗଞ୍ଜାମଜିଲ୍ଲା ରେ ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ କଲେକ୍ଟର ପଦବୀରେ କାର୍ଯ୍ୟରତ ଥିଲେ | ୨୦୧୧ ମସିହା ରେ ନବୀନ ପଟ୍ଟନାୟକ ଙ୍କ ପ୍ରାଇଭେଟ ସେକ୍ରେଟେରୀ ରୂପେ ନିଯୁକ୍ତି ପ୍ରାପ୍ତ କଲେ | ଏବେ ସେ 5T ସଚିବ ରେ ଯୋଗ ଦେଇଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। …

Leave a Reply

Your email address will not be published. Required fields are marked *