Breaking News

ଯଦି ଆପଣଙ୍କର ଇ-ଶ୍ରମ କାର୍ଡ ଅଛି ତାହାଲେ ଆପଣଙ୍କ ପାଇଁ ଆସିଯାଇଛି ବହୁତ ବଡ଼ ଖୁସି ଖବର, E-Shrama କାର୍ଡରେ ରେ ଆରମ୍ଭ ହେଲା ନୂଆ ଜବ କାର୍ଡ ଆବେଦନ କେମିତରି କରିବେ ଦେଖନ୍ତୁ….

ନମସ୍କାର ବନ୍ଧୁଗଣ ଯଦି ଆପଣ ମାନେ ଇ-ଶ୍ରମ କାର୍ଡ ବନେଇ ନଥିବେ ବା ବନେଇ କୁ ରଖିଥିବେ ତେବେ ଆପଣ ମାନକ ପାଇ ବୋହୁତ ବଡ ଖୁସି ଖବର ଆସିଛି | ସାଙ୍ଗମାନେ ଏବେ ଆପଣ ମାନେ ଇ-ଶ୍ରମ କାର୍ଡ ମଧ୍ୟ ମରେ ଯବ କାର୍ଡ ପାଇଁ ଆବେଦନ କରି ପାରିବେ ସାଙ୍ଗମାନେ ଆପଣ ମାନେ କେମିତି ଆବେଦନ କରିବେ ତାହାର ଉପାୟ କଣ ଓ ଆପଣ ମାନକୁ କଣ କଣ ଡକମେଟ ଦେବ ପାଇ ପଡିବ ଆସନ୍ତୁ ଜାଣିବା | ସାଙ୍ଗମାନେ ଆପଣ ମାନେ ନିଜ ମୋବାଇଲ୍ ହେଉ କିମ୍ବା କମ୍ପ୍ୟୁଟର ମାଧ୍ୟମ ରେ କ୍ରୋମ କୁ ଖୋଲି ଗୋଗଲ ରେ ସର୍ଚ୍ଚ କରିବେ ଇଶ୍ରମ କାର୍ଡ ସର୍ଚ୍ଚ କରି ପ୍ରଥମ ସାଇଟ ରେ କ୍ଲିକ୍ କରିବେ କଲା ପରେ ଆପଣ କୁ କିଛି ଡ୍ୟସ୍ ଦେଖେଇବା

ଯାହାକୁ ଏ ହେଉଛି ଇ-ଶ୍ରମ କାର୍ଡ ର ୱେବସାଇଟ ଏଥିରେ ଆସିଯାଇଛି ରେଜିଷ୍ଟର ଇଶ୍ରମ କାର୍ଡ ଯଦି ଆପଣ ମାନେ ଇ-ଶ୍ରମ କାର୍ଡ ବନେଇ ନାହାନ୍ତି ତାହେଲେ ଆପଣ ମାନେ ରେଜିଷ୍ଟର ଇନ୍ ଇ-ଶ୍ରମ ରେ କ୍ଲିକ୍ କରି ଆପଣ ରେଜିଷ୍ଟର କରିବେ | ସେକେଣ୍ଡ ହେଉଛି ରେଜିଷ୍ଟର ମଣ୍ଡନ ତାହେଲେ ଆପଣ ମାନେ ଚାହିଁଲେ ଆପଣ ଆପଣ ମଧୁ ଯୋଜନା ରେ ପେନସନ ପାଇ ଆବେଦନ କରି ପାରିବେ କିନ୍ତୁ ସାଙ୍ଗମାନେ ଆପଣ ମାନେ ଯଦି ଇ-ଶ୍ରମ କାର୍ଡ ରେ ଜବ କାର୍ଡ ବନେଇବା ପାଇଁ ଚାହୁଛନ୍ତି ତବେ ସ୍କିମ୍ ଉପରେ କ୍ଲିକ୍ କରିବେ |

ଏମ୍ପୋଇ ମେଣ୍ଟ ରେ କ୍ଲିକ୍ କରିବେ ତ ପରେ ଏଠି ବୋହୁତ ସାରା ସ୍କୁଲ ଆସିବ ଯଦି ଆପଣ ଏହି କାର୍ଡ ବନେଇ ସାରିଛନ୍ତି ତେବେ ଆପଣ ଏହି ସବୁ ଯୋଜନା ରେ ଆବେଦନ କରି ପାରିବେ ଯେମିତି ଆପଣ ଏଠି ଦେଖି ପାରୁଥିବା ପ୍ରଥମ ହେଉଛି ଜବ କାର୍ଡ ଯଦି ଆପଣ ଙ୍କ ବୟସ ୧୮ ବର୍ଷ ରୁ ଉର୍ଦ୍ଧ ତେବେ ଆପଣ ମାନେ ଜବ କାର୍ଡ ପାଇ ଆବେଦନ କରି ପାରିବେ ତା ପରେ ଲାସ୍ଟ ରେ ଆସି ଯାଉଛି |

ବେନିଫିଟ ଜବ କାର୍ଡ ରେ କନ୍ ସବୁ ଫାଇଦା ପାଇ ପାରିବେ ସେକେଣ୍ଡ ରେ ଆସିଯାଇଛି ଗ୍ରାମୀଣ ପଶୁ ଯୋଜନାରେ ଲାଭ ପାଇ ପାରିବେ ତା ସହିତ ଆପଣ ମାନେ ଗରିବ କଲ୍ୟାଣ ଯୋଜନା ରେ ମଧ୍ୟ ଯୋଗ ଦେଇ ପାରିବେ ସେହି ପରି ଆପଣ ମାନକୁ ବୋହୁତ ସାରା ଯୋଜନା ମିଳିଯିବ ଯେଉଁଥିରେ ଆପଣ ମାନେ ଯୋଗ ଦେଇ ପାରିବେ ସାଙ୍ଗମାନେ ଯଦି ଆପଣ ମାନେ ଇ-ଶ୍ରମ କାର୍ଡ ବନେଇ ରଖିଛନ୍ତି ତେବେ ଏହା ମାଧ୍ୟମ ରେ ଏହି ସବୁ ଯୋଜନା ରେ ଲାଭ ପାଇ ପାରିବେ |

କିନ୍ତୁ ସାଙ୍ଗମାନେ ଆପଣ ମାନେ କେମିତି ଏହି କାର୍ଡ ରେ ବନେଇ ପାରିବେ ସାଙ୍ଗମାନେ ସେଥିପାଇ ମାନ କୁ ଜବ କାର୍ଡ ଫରମ ମିଳିଯିବ ସେହି ଫରମ ଭରି ପଞ୍ଚାୟତ ରେ ଡିପୋଜିଟ କରିବେ ଏବଂ ଆପଣ କର ଜବ କାର୍ଡ ଆବେଦନ କରିବା ପାଇଁ ଆପଣ କର କଣ ସବୁ ଡକୋମେଟ କରିବେ ପ୍ରଥମ ହେଉଛି ଆପଣ କର ଆଧାର କାର୍ଡ ତା ପରେ ହେଉଛି ଇ-ଶ୍ରମ କାର୍ଡ ତା ପରେ ଆପଣ ରାସନ୍ କାର୍ଡ ଆପଣ ଏହି ସବୁ ଡ଼ କୋମେଣ୍ଟ ନେଇକି ଆବେଦନ କରି ପାରିବେ |

କିନ୍ତୁ ସାଙ୍ଗମାନେ ଜବ କାର୍ଡ ପାଇଁ ଏବେ କୌଣସି ଅନଲାଇନ୍ ମଧ୍ୟ ଆରମ୍ଭ ହୋଇ ନାହିଁ | ଯାହା କୁ ଆପଣ କୁ ଅଫ ଲାଇନ ଆବେଦନ କରି ପାରିବେ ଆପଣ ପଞ୍ଚାୟତ ଅଫସି ଯାଇକି ଜବ କାର୍ଡ ପାଇ ଆବେଦନ କରିପାରିବେ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.