Breaking News

ଯାହାର ନିଦ ୩ ରୁ ୫ ଟା ଭିତରେ ଖୋଲିଯାଉଛି ତାହେଲେ ସେମାନେ ଏହି ଖବର ଟିକୁ ଥରେ ନିଶ୍ଚୟ ପଢନ୍ତୁ !

ଦର୍ଶକବନ୍ଧୁ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ନୀତିଗ୍ରନ୍ଥ ଅଟେ ଦର୍ଶକବନ୍ଧୁ ଏହିଥିରେ ଜୀବନକୁ ଉପଯୋଗୀ ବନେଇବା ପାଇଁ ଦିଆଯାଇଅଛି ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟବହାରିକ ଶିକ୍ଷ୍ୟା ଦିଆଯାଇଅଛି | ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ | ଯିଏ ନିଜର ନୀତି ନିୟମ ଦ୍ୱାରା ଚନ୍ଦ୍ରଗୁପ୍ତଙ୍କୁ ରାଜାଙ୍କ ସିଙ୍ଗାସନ ରେ ବସେଇ ଦେଇଥିଲେ ତେବେ ଦର୍ଶକବନ୍ଧୁ ଚାଲନ୍ତୁ ବନ୍ଧୁଗଣ ଜାଣିବା ଚାଣକ୍ୟଙ୍କ ଏମିତି ନୀତି ବିଷୟରେ ଯାହା ଆମ ଜୀବନରେ କୌଣସି ନା କୌଣସି କାମରେ ଆସିବ |

ବନ୍ଧୁଗଣ ଜାଣିବା ପାଇଁ ପୋଷ୍ଟ ଟିକୁ ଶେଷ ପଯ୍ୟନ୍ତ ପଢନ୍ତୁ | ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଏ କି ଯଦି ଆପଣମାନଙ୍କର ନିଦ ତିନି ଟାରୁ ପାଞ୍ଚଟା ମଧ୍ୟରେ ଭାଙ୍ଗି ଯାଇଥାଏ ଏହାର ପଛରେ କୌଣସି ନା କୌଣସି ଦୈଵଶକ୍ତି ର ଇସାରା ଲୁଚିକି ରହିଥାଏ | ବନ୍ଧୁଗଣ ଆମେ ନିଘୋଡ଼ ନିଦରେ ସୋଇଥିବା ପରେ ମଧ୍ୟ ଆମ ନିଦ ଭାଙ୍ଗି ଯାଉଛି ତାହେଲେ ଆମେ ଆକୁ ଏକ ସାଧାରଣ କଥା ଭାବିଦିଅନ୍ତି |

ପ୍ରଥମ କଥାଟି ହେଉଛି ମାନ୍ୟତା ଅଛି କି ତିନି ଟାରୁ ପାଞ୍ଚଟା ମଧ୍ୟର ସମୟକୁ ପ୍ରାପ୍ତ ଭୋର ବୋଲି କୁହାଯାଇଥାଏ | ବହୁତ ଗୁଡିଏ ଆଲୋକୀକ ଶକ୍ତି ର ପ୍ରଭାବ ମଧ୍ୟ ରହିଥାଏ | ଏହି ଶକ୍ତି ଗୁଡିକ ଆପଣଙ୍କୁ କେତେ ଗୁଡିଏ ସଂକେତ ମଧ୍ୟ ଦେଇଥାଏ ଏବଂ ଏସବୁକୁ ଖାଲି ବୁଝିବା ପାଇଁ ଆପଣଙ୍କୁ ପଡିଥାଏ |

ଦର୍ଶକବନ୍ଧୁ ଆପଣ ଜାଣି ଖୁସି ହେବେ କି ଏହି ଶକ୍ତି ଗୁଡିକ ଯାହାକୁ ଖୁସି ଦେଖିବାକୁ ଚାହିଁଥାନ୍ତି ସେମାନଙ୍କୁ ହିଁ ଉଠାଇଦେଇଥାନ୍ତି | ଦ୍ୱତୀୟ କଥାଟି ହେଉଛି ଯଦି ଆପଣଙ୍କର ନିଦ ତିନି ଟାରୁ ପାଞ୍ଚଟା ଭିତରେ ଭାଙ୍ଗି ଯାଉଛି ତାହେଲେ ଆପଣଙ୍କର ବା ଆପଣଙ୍କର ଘରର ଧନ ବୃଦ୍ଧି ହବାକୁ ଯାଉଛି | ଆପଣଙ୍କୁ ଆପଣଙ୍କ ଜୀବନରେ ଆଗକୁ ସଫଳତା ମିଳିବାରେ ଅଛି ଏବଂ ଆପଣଙ୍କ ଘରେ ଖୁସି ସବୁ ଆସିବାରେ ଅଛି | ଏମିତିରେ ବି ସକାଳ ଭୋରୁ ଉଠିବ ବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ |

ବନ୍ଧୁଗଣ ସକାଳୁ ଉଠିବ ବି କିଛି ଧାର୍ମିକ ଲାଭ ମଧ୍ୟ ହୋଇଥାଏ | ବନ୍ଧୁଗଣ ଯେଉଁମାନେ ସକାଳୁ ଉଠନ୍ତି ନା ତାଙ୍କୁ ଫ୍ରେଶ ଫ୍ରେଶ ଆଉ ତଜ଼ା ମଧ୍ୟ ଲାଗିଥାଏ | ଏଥିପାଇଁ ଆପଣ ଯଦି ଭୋରୁ ଉଠୁଛନ୍ତି ବାସ୍ତବରେ ଆପଣ ଭାଗ୍ୟଶାଳୀ ଅଟନ୍ତି | ତେବେ ଦର୍ଶକବନ୍ଧୁ ଆପଣଙ୍କ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.