ବନ୍ଧୁଗଣ ଭାରତକୁ ଧର୍ମ ନୀତିନିୟମ କଲା ସଂସ୍କୃତି ଓ ବିଶ୍ୱାସର ଦେଶ ବୋଲି କୁହାଯାଇଥାଏ ଏହି ପବିତ୍ର ଧରା ପୁଷ୍ଟରେ ଅନେକ ସାଧୁ ସନ୍ତ ସାୟାସୀ ମାନେ ଜନ୍ମ ନେଇଛନ୍ତି ଆଉ ସମୟ କର୍ମେ ସକ୍ଷମ ଶାଳୀ ରାଜା ମହାରାଜ ଧର୍ମର ପ୍ରଚାର ଓ ପାସର ଏଠାରେ ଅନେକ ଗୁଡିଏ ଅଧୁଭୂତ ମନ୍ଦିରର ନିର୍ମାଣ କରିଛନ୍ତି ଏହି ରହସ୍ୟ ମୟ ମନ୍ଦିର ମଧ୍ୟରୁ ଗୋଟିଏ ହେଲା ପଦ୍ମ ନାଭ ସାମୀ ମନ୍ଦିର | ଆଜି ଆମେ ଏହି ମନ୍ଦିରର ରହସ୍ୟ ମୟ ବିଷୟରେ ଆଲୋଚନା କରିବା|
କେରଳରେ ଅବସ୍ଥିତ ଏହି ମନ୍ଦିର ଯାହା ପୂର୍ବ କାଳରୁ କର୍ତ୍ତମାନ କଲା ପର୍ଯ୍ୟନ୍ତ ରହସ୍ୟର ଭରପୁର ଅଛି ଏଥି ସହିତ ରହସ୍ୟକୁ ନିରନ୍ତର ଖୋଜିବା ଜାଣିବା ପାଇଁ ପ୍ରୟାସ କରିଛୁ | କିନ୍ତୁ ଏହି ରହସ୍ୟ ଆବରଣ ବୈଜ୍ଞନିକ ମଧ୍ୟ ଜାଣି ନାହାନ୍ତି | ବନ୍ଧୁଗଣ ଏହା ବିଷୟରେ ଜଣାଥିବ ପଦ୍ମ ନାଭ ମନ୍ଦିର ଦୁନିଆର ସବୁଠାରୁ ଧନୀ ମନ୍ଦିରରୁ ଗୋଟିଏ ଅଟେ କିନ୍ତୁ ଆପଣ କଣ ଜାଣିଛନ୍ତି ଏଠାରେ ଏକ ରହସ୍ୟ ମୟ କବାଟ ଅଛି ଯାହା ପଛରେ ଅନେକ ସାରା ଧନ ଅଛି |
ପ୍ରକୃତରେ ଭଗବାନ ବିଷ୍ଣୁ ସମର୍ପିତ ପଦ୍ମ ନାଭ ମନ୍ଦିରକୁ ରାଜା ମାନେ ତିଆରି କରିଥିଲେ ଯାହାର ବର୍ଣ୍ଣନା ନବମ ଶତାଧିରେ ଗ୍ରନ୍ଥରେ ମିଳିଥାଏ ମନ୍ଦିରର ବର୍ତମାନ ସରୂପରୁ ଅଷ୍ଟଦଶ ସପ୍ତଧିରେ ତିଆରି କରିଯାଇଥିଲା | 1750 ମସିହାରେ ମନ୍ଦିର ଆରମ୍ଭ ହୋଇଥିଲା ମନ୍ଦିରରେ 7ଟି ଗୁପ୍ତ କୋଠରୀ ଶରୀର ଅବସ୍ତିତ ପ୍ରତେକ କୋଠରୀ ସହିତ ଗୋଟିଏ ଗୋଟିଏ କବାଟ ଥିଲା କବାଟ ପଛରେ ବହୁତ ସାରା ଧନ ଥିଲା |
ଯେବେ ଏହି ଗୁପ୍ତ କୋଠରୀର ରହସ୍ୟ ପଦାକୁ ଆସିଲା 2011 ମସିହାରେ ସୁପ୍ରୀମ କୋଟ କଥାରେ 6ଟି କବାଟ ଖୋଲା ଗଲା | ବନ୍ଧୁଗଣ ଆପଣ ଜାଣିଲେ ଏହାକୁ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗୁପ୍ତ କୋଠରୀରେ ଏକ ଲକ୍ଷ୍ୟ କୋଟିରୁ ଅଧିକ ସୁନା ଓ ଅଳଙ୍କାର ମିଳିଥିଲା | ଯାହା ମନ୍ଦିରର ଟ୍ରଷ୍ଟ ରେ ଜମା କରାଯାଥିଲା ଆଉ ଯେବେ ଅନ୍ତିମ କବାଟର ଖୋଲିବାର ସମୟ ଆସିଲା ତେବେ ଏହାର ବିରୋଧ ଆରମ୍ଭ ହୋଇ ଗଲା ବାସ୍ତବରେ ଏହି କବାଟରେ | ମାନ୍ୟତା ଅନୁସାରେ ଏହି କବାଟର ରକ୍ଷା ସ୍ୱଅୟଂ ଭଗବାନ ବିଷ୍ଣୁ ଅବତାର ନାଗ କରୁଅଛି |
ଏହି ସପ୍ତମ କବାଟର କାଠ ରେ ତିଆରି କରାଯାଇଥିଲା ଏହାକୁ ଖୋଲିବା ବନ୍ଦ କରିବା ପାଇଁ କୌଣସି ଶୁଙ୍ଖଳା ବା ତାଲା ନଥିଲା ଏହି କବାଟ ଏମିତି ବନ୍ଦ ଅଛି ବୈଞ୍ଜାନିକ ପାଇଁ ଆଜି ପର୍ଯ୍ୟନ୍ତ ରହସ୍ୟ ଅଟେ ବିଶ୍ୱାସ କରଯାଏକି ଏହାକୁ ଏକ ବିଶେଷ ମନ୍ତ୍ର ଦ୍ୱାରା ବନ୍ଦ କରାଯାଇଥିଲା |