Breaking News

ଯଦି ହୀରାକୁଦ ଡ୍ୟାମ ଭାଙ୍ଗେ ତେବେ ରାଜ୍ୟରେ କଣ ସବୁ ପରିସ୍ଥିତି ହେବ !

ବନ୍ଧୁଗଣ ହୀରାକୁଦ ଡ୍ୟାମ କୁ 1957 ମସିହାରେ ଜବାଲଲାଲ ନେହୁରୁ ଙ୍କ ଦ୍ୱାରା ସ୍ଥାପିତ କରାଯାଇଥିଲା ତେବେ ଏଇ ହୀରାକୁଦ ଡ୍ୟାମ ହେଉଛି ଏସିଆର ଦୀର୍ଘତମ ନଦୀ ବନ୍ଧ ଯାହାର ଲମ୍ବା ହେଉଛି 25 କିମି ବା ଉଚତା 60 ମିଟର ବା 200 ଫୂଟ ତେବେ ଆପଣ ଚିନ୍ତା କରିପାରୁଥିବେ ଯେ କେତେ ବିଶାଳ ବଡ଼ ଏଇ ଡ୍ୟାମ ଓ ଏହି ବନ୍ଧ ର କାପାସିଟି କେତେ ଥିବ |

ଦର୍ଶକବନ୍ଧୁ ଏଇ ଡ୍ୟାମ ର କାପାସିଟି ହେଉଛି 5.869 କ୍ୟୁବିକ ମିଟର ଯାହାକି 5.896 ଜଳ ଏଇ ଡ୍ୟାମ ରେ ରହି ପାରିବ ତେବେ ଏହା ଠାରୁ ଜଳସ୍ତର ବୃଦ୍ଧି ପାଇବ ଓ ଜଳ ବଢିବ ତେବେ ବିପଦ ବଢ଼ିଯିବ ହୀରାକୁଦ ଡ୍ୟାମ ଭାଙ୍ଗିବାର | ଆଉ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ହୀରାକୁଦ ଡ୍ୟାମ ଟି ମହାନଦୀ ରେ ଅବସ୍ତିତ ଅଟେ |

ତେବେ କୌଣସି କାରଣ ବ୍ୟାସସ୍ତ ହୀରାକୁଦ ଡ୍ୟାମ ଟି ଭାଙ୍ଗେ ତେବେ ମହାନଦୀ ସହିତ ଜଡିତ ଥିବା ଶାଖା ନଦୀରେ ମଧ୍ୟ ଭ-ୟ-ଙ୍କ-ର ପାଣି ଆସିବ ଯାହାକି କଟକ ପାଖରୁ ହୀରାକୁଦ ପର୍ଯ୍ୟନ୍ତ ଯେତେ ସବୁ ଅଂଚଳ ଅଛି ସବୁ ଜଳମଗ୍ନ ହୋଇଯିବ ଏବଂ ଗାଁ ଠାରୁ ଆରମ୍ଭ ୫ ସହର ପର୍ଯ୍ୟନ୍ତ ସବୁ ଜଳମଗ୍ନ ହୋଇଯିବ |

ତେବେ ଆପଣମାନେ ଜାଣିଥିବେ ଗୋଟେ ଡ୍ୟାମ ତିଆରି ହେବାର ଉଦେଶ୍ୟ ବିଦ୍ୟୁତ ଉତ୍ପାଦନ ଜଳ ସେଚନ ଏବଂ ବନ୍ୟା ନିୟନ୍ତ୍ରଣ ହୋଇଥାଏ ଯାହାକି ପ୍ରତିବର୍ଷ ଭୟଙ୍କର ବନ୍ୟା ଆସିବ ଇବ ଲକ୍ଷାଧିକ ଧନ ଜୀବନ ନଷ୍ଟ ହେବ ଓ ଏହା ମଧ୍ୟ ବିଦ୍ୟୁତ ଉତ୍ପାଦନ ଓ ଚାଷ କାମରେ ବହୁତ ପ୍ରଭାବ ପଡିବ |

ତେବେ ଆପଣମାନଙ୍କୁ କହି ରଖୁଛୁ ହୀରାକୁଦ ଡ୍ୟାମ ଭାଙ୍ଗିବା ଏତେ ସହଜ ନୁହେଁ କାରଣ ଯେବେ ଜଳ ସ୍ତର ବୃଦ୍ଧି ପାଏ ବିପଦ ଉପରକୁ ତେବେ ଡ୍ୟାମ କତୃପକ୍ଷ ଗେଟ ଖୋଲି ଦିଅନ୍ତି ଯାହାକି ଅଧିକ ଜଳକୁ ନିଷ୍କାସିତ କରାଯାଏ ତେବେ ଯଦି କୌଣସି କାରଣ ବଶତ ହୀରାକୁଦ ଭାଙ୍ଗେ ତେବେ ଆପଣମାନେ ଜାଣିପାରୁଥିବେ ରାଜ୍ୟରେ କଣ ସବୁ ହେବ ତେବେ ଫ୍ରେଣ୍ଡ୍ସ ଆପାଣାଣକୁ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଓଡ଼ିଆ ଥରେ ପାଇଁ ଦେଖନ୍ତୁ ଫିଲ୍ମ ରେ ଅଭିନୟ କରୁଥିବା ସମସ୍ତ Hero ମାନଙ୍କ ପ୍ରକୃତ ସ୍ତ୍ରୀ ଦେଖିବାକୁ କେମିତି, କେଉଁ ହିରୋ କେଉଁ ହିରୋଇନ ଙ୍କୁ ବିବାହ କରିଛନ୍ତି !

ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ବହୁତ୍ ପଶନ୍ଦ କରିଥାନ୍ତି ହେଲେ ଆପଣମାନେ କେବେ …

Leave a Reply

Your email address will not be published.