Breaking News

ଯଦି ଘର ଆଗରେ ଏହି ଗଛ ଅଛି ତେବେ ହେଇ ଯାଆନ୍ତୁ ସତର୍କ,ନହେଲେ …

ବନ୍ଧୁଗଣ ଆପଣ ମାନଙ୍କ ଘରେ ହଉ କିମ୍ୱା ବାଡ଼ିରେ ବହୁତ ପ୍ରକାରର ଗଛ ଥିବ କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କି ଆପଣଙ୍କ ବାଡ଼ିରେ ଏହି ପ୍ରକାରର ଗଛ ରହିବାରୁ ଅପାଙ୍କର ବହୁତ ଅନିଷ୍ଟ ହୋଇଥାଏ ବୋଲି ଆପଣଙ୍କ ଘରେ ସବୁବେଳେ ଝଗଡା ଲାଗିରହିଥାଏ ଏମିତିକି ଘରକୁ ଯାହାବି କିଛି ଆଣିଲେ ତାହା ମଧ୍ୟ ହୁଏ ନାହିଁ | ଏକଥା କଣ ଆପଣ ଜାଣିଛନ୍ତି ଆଜି ଆମେ ଆପଣଙ୍କୁ କହିଦବୁ କେଉଁ ଗଛ ଆପଣଙ୍କ ଘର ଓ ବାଡ଼ିରେ ରହିଲେ ଅଶୁଭ ହୋଇଥାଏ |

ଯଦି ଏହି ଗଛ ଆପଣ ରଖୁଛନ୍ତି ତାହାଲେ ଆପଣ ମାନଙ୍କର ମଧ୍ୟ ଘୋର ଅନିଷ୍ଟ ହୋଇଥାଏ | ବନ୍ଧୁଗଣ କିଛି ବଡ ବଡ ପଣ୍ଡିତ ମାନେ ତାଙ୍କ ଶାସ୍ତ୍ର ବିଦ୍ୟାରୁ ଯାହା କିଛି ଜଣେଇଛନ୍ତି ଯଦି ଆପଣ ମାନଙ୍କ ଘର ସାମ୍ନାରେ କୌଣସି କଣ୍ଟା ଜାତୀୟ ଗଛ ଅଛି ତାହାଲେ ତାକୁ କେବେବି ରଖନ୍ତୁ ନାହିଁ କାହିଁକି ନ ଘର ସାମ୍ନାରେ ରାତି ପହିଲେ ଆପାନ ଯଦି ସେହି କଣ୍ଟା ଜାତୀୟ ଗଛର ମୁହଁ ଚାହୁଁଛନ୍ତି ମାନେ କଣ୍ଟା ଜାତୀୟ ଗଛ ଦେଖୁଛନ୍ତି ତାହାଲେ ଆପଣଙ୍କର ଘୋର ଅନିଷ୍ଟ ହୋଇଥାଏ |

ଘରକୁ ଯାହାବି କିଛି ଆଣିଲେ ଯେତେ ବି ରୋଜଗାର କଲେ ତାହା ମଧ୍ୟ ଅଭାବ ପଡି ଲାଗି ରହିଥାଏ ଘରେ ସବୁ ବେଳେ ଧନର ଅଭାବ ଦେଖାଦେଇ ଥାଏ ତେଣୁ କରି ଆପଣ ଘର ସାମ୍ନାରେ କେବେକୁ କଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ |

ବନ୍ଧୁଗଣ ଆପଣ ମାନେ ସବୁ କନିଆରି ଗଛ ବିଷୟରେ ଜାଣିଥିବେ ଏହି ଗଛ ଯଦି ଆପଣ ଆପଣଙ୍କ ବାଡ଼ିରେ ରଖୁଛନ୍ତି ବା ଘରର ପଛ ପଟେ ରଖୁଛନ୍ତି ତାହାଲେ ଭୁଲୁରେ ବି ଏହି ଗଛ ଘରର ପଛ ପଟେ ରଖନ୍ତୁ ନାହିଁ କୌଣସି ଦୂର ସ୍ତାନକୁ ରଖନ୍ତୁ ବା କୌଣସି ବାଡ଼ ପାଖକୁ ରଖନ୍ତୁ | କିନ୍ତୁ ଆପଣଙ୍କ ବାଡ଼ି ଭିତରେ ଯେଉଁ ଠିକି ମାନେ ଘରର ପାଖାପାଖି କିମ୍ବା ଘର ଚାରି ପଟେ କେବେବି ଏହି କନିଆରି ଗଛକୁ ରଖନ୍ତୁ ନାହିଁ |

ଏହି ଗଛ ରଖିବା ଦ୍ୱାରା ଆପଣଙ୍କ ପରିବାର କୌଣସି ବେକ୍ତି ବିଷ ଖାଇବାର ଦେଖାଦେବ ଆପଣ କୌଣସି ସମୟରେ ଘର ପାଖରେ ଏହି ଗଛ ରଖନ୍ତୁ ନାହିଁ ଯଦି ରଖିବେ କୌଣସି ନା କୌଣସି ସଦସ୍ୟ ନିହାତି ଭାବରେ ବିଷ ପାନ କରି ପାରନ୍ତି |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.