ନମସ୍କାର ଦର୍ଶକବନ୍ଧୁ ସମ୍ପୂର୍ଣ ବ୍ରମଣ୍ଡାରେ ସର୍ବ ଶକ୍ତିମାନ ଈଶ୍ୱର ଅଟନ୍ତି ଏବଂ ତାଙ୍କର ଇଚ୍ଛା ବିନା ଗୋଟିଏ ପତ୍ର ମଧ୍ୟ ହଲିପାରି ନଥାଏ ଈଶ୍ୱର ପ୍ରତେକ ରୂପରେ ଦେଖିବାକୁ ମିଳି ଯାଇ ନପାରନ୍ତି କିନ୍ତୁ ପରକ୍ଷ ରୂପରେ ଭଗବାନ ସଂସାର ର କୋଣ ଅନୁକୋଣରେ ଅଛନ୍ତି ଏହି କଥା ମଧ୍ୟ ସତ୍ୟ ଅଟେକି ଆମ ଭିତରେ ବହୁତ ଲୋକ ଭାଗ୍ୟ ସାଳି ହୋଇଥାନ୍ତି କରାନ ତାଙ୍କ ଉପରେ ଇଶ୍ୱର ବିଶେଷ କୃପା ରହିଥାଏ ଯିଏ ନିଜେ ସଠିକ ମାର୍ଗରେ ଯାଇ ଅନ୍ୟକୁ ସଠିକ ମାର୍ଗ ଦେଖେଇ ପରେ ଏବଂ ତାଙ୍କର ସାହାଯ୍ୟ କରିବା କିନ୍ତୁ ଆମକୁ କେମିତି ଜଣ ପଡି଼ବକି କେଉଁ ବ୍ୟକ୍ତି ମାନଙ୍କ ସହିତ ଏହି ଆଲୋକିକ ଶକ୍ତି ଗୁଡିକ |
ଏହି ପରି ବ୍ୟକ୍ତି ଈଶ୍ୱରଙ୍କ ବିଶେଷ କୃପା ପାଇଥାନ୍ତି ଏହି ବ୍ୟକ୍ତି ବେବିଚାରି କରିନାହାନ୍ତି ଏମାନେ କ୍ରୋଧ କରନ୍ତି ନାହିଁ କିମ୍ବା ସେମାନଙ୍କୁ କ୍ରୋଧ ଉପରେ କାବୁକରିବା ଆସିଥାଏ ଏହି ବ୍ୟକ୍ତି ନିଜର ମୁହଁରୁ ବେବେବି ଗଲି ଦିଅନ୍ତି ନାହିଁ ନିଜ ମାନେ ଵିଚାର ଭାବନା ନରଖି ନିଜ ଆଚରଣ ଏବଂ ଦୟା ଏବଂ ଭଲ ପାଇବା ସହିତ ଅନ୍ୟ ବ୍ୟକ୍ତି ମାନଙ୍କ ସହ ବେବହାର କରିଥାଏ ଏହି ପରି ବ୍ୟକ୍ତି ଅର୍ଥାତ କୌଣସି ବସ୍ତୁ ପରି ହୋଇଥାନ୍ତି ଏହି ବ୍ୟକ୍ତିଙ୍କ ପାଖରେ ଅତ୍ୟଧିକ ଲୋଭ ରହିନଥାଏ |
ଯେଉଁ ବ୍ୟକ୍ତିର ସ୍ୱପ୍ନରେ ମନ୍ଦିର ଏବଂ ଠାକୁର ମିଳିଥାଏ ଶାସ୍ତ୍ରରେ ଏହି ପରି ବ୍ୟକ୍ତଙ୍କୁ ଭାଗ୍ୟ ଶାଳୀ ମାନାଯାଇଥାଏ ଯାହାକୁ ସ୍ୱପ୍ନରେ ଈଶ୍ୱର ଙ୍କର ବାରମ୍ବାର ସାକ୍ଷତହେଉଥାଏ ଏବଂ ଯାହା ସହିତ ଈଶ୍ୱରୀୟ ଶକ୍ତି ଗୁଡିକ ଯୋଡି ହୋଇ ରହିଥାଏ ଖାଲି ସେମାନଙ୍କୁ ହିଁ ଈଶ୍ୱର ସ୍ୱପ୍ନରେ ଦେଖା ଦିଅନ୍ତି | ଭଗବାନ ଏହି ପରି ବ୍ୟକ୍ତିଙ୍କୁ କିଛି ବେଶେଷ ସଙ୍କେତ ଦେଇଥାନ୍ତି | ଯେଉଁ ବ୍ୟକ୍ତି ନିଜର ସବୁ ଦିନର କାମ ସାରି ବଞ୍ଚୁ ଥିବା ସମୟ ଗୁଡିକୁ ଈଶ୍ୱରଙ୍କ ଭକ୍ତି ଏବଂ ଆରାଧନା ନାମ ସ୍ମରଣ କରିଥାଏ ଏବଂ ଈଶ୍ୱରଙ୍କୁ ସତ୍ୟ ମାଳି ତାଙ୍କର ଅନୁଭୂତି କରିବାରେ ସମର୍ଥ ହୋଇଥାଏ ବାସ୍ତବରେ ତାଙ୍କ ସହିତ ଈଶ୍ୱର ସର୍ବଦା ରହିଥାନ୍ତି |
ଯେଉଁ ବ୍ୟକ୍ତି ସମାଜ ପ୍ରତି ନିଜ ଦାଇତ୍ୱ ବୁଝି କାମ କରିଥାଏ ଏବଂ ପୂନ୍ୟ କାମ କରିଥାଏ ଏବଂ ଅସୁବିଦାରେ ପଡିଥିବା ବ୍ୟକ୍ତି ଏବଂ ଗରିବ ଭିକାରି ମନକୁ ସାହାଯ୍ୟ କରିଥାଏ କିମ୍ବା ଦାନ ଧର୍ମ କରିଥାଏ ଆପଦ ବିପଦ ସମୟରେ ମନୁଷ୍ୟ କିମ୍ବା ପଶୁ ପକ୍ଷୀ ମାନଙ୍କ ସାହାଯ୍ୟ କରିଥାଏ | ବୁଢା ବୁଡି ଅସହାୟ ପଙ୍ଗୁ ଲୋକ ମାନକୁ ସାହାଯ୍ୟ କରିବା ନିଜର କର୍ତଵ୍ୟ ଭାବି ଥାଏ |
ଧୂପ ଏବଂ ଫୁଲ ଧୂପ କାଠି କପୁର କିମ୍ବା ଝୁଣା ଇତ୍ୟଦି ପବିତ୍ର ପବନରେ ବାସୁଥିବାର ଲାଗୁଥାଏ ତ ଏହାର ଅଖା ପାଖରେ ଈଶ୍ୱରଙ୍କର ଉପସ୍ତିତିରେ ସଙ୍କେତ ଦେଇଥାଏ ଏବଂ ସର୍ବଦା ଦେବୀ ଦେବତାଙ୍କ କୃପା ସେହି ବ୍ୟକ୍ତି ଉପରେ ରହିଥାଏ | ଈଶ୍ୱରଙ୍କ ସମୟ ମାନେ ବ୍ରହ୍ମ ମୁହୂର୍ତ୍ତ ଯାହା ଭୋର 3 ତା 30 ରୁ ନେଇ 5 ତା 30 କିମ୍ବା ସକାଳ 6 ତା ପର୍ଯ୍ୟନ୍ତ ହୋଇଥାଏ ଏବଂ ଆମ ଶାସ୍ତ୍ରରେ ସମୟକୁ ବହୁତ ମହତ୍ୱ ଦିଆଯାଇଛି ଏବଂ ବ୍ରହ୍ମ ମୁହୂର୍ତକୁ ଦେବତାଙ୍କର ସମୟ ମନା ଯାଇଛି କାରଣ ସକାଳର ବା ସକାଳ ବାତାବରଣ ସକରାତ୍ମକ ଶକ୍ତିର ଆବାସ ହୋଇଥାଏ |
Check Also
ଅବଢା ଦେଲେ ପାଖରେ ଶୋଇଲେ, ସକାଳେ କୁଆଡେ ଗଲେ ଯୁବକ ? Jagannath ଭାଗବାନଙ୍କ ଚମତ୍କାର ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ
ହେଲୋ ଫ୍ରେଣ୍ଡ୍ ବାଲେଶ୍ଵର ଖଇରା ବ୍ଲକ ଆଲି ପୁର ଶିଶିର କାନ୍ତ ପୃଷ୍ଟି 2016 ମସିହାରେ ପୁରୀ ଆସିଥିଲେ ବୁଲିବା …