Breaking News

ଯଦି ଆପଣ ଟ୍ରେନରେ ଯାଉଛନ୍ତି ତାହାଲେ ନିହାତି ଜାଣିରଖନ୍ତୁ, ନହଲେ ହୋଇ ପରେ ଏହି ସବୁ ଅସୁବିଦା…

ଦର୍ଶକବନ୍ଧୁ କାହିଁକି ଟ୍ରେନ ବୁଗିର ରଙ୍ଗ କାହିଁକି ହୋଇଥାଏ ନୀଳ ସବୁଜ ଓ ନାଳ ଭାରତରେ ରେଲେ ହେଉଛି 4 ତମ ନେଟୱାର୍କ ଏସିଆର ଦ୍ୱତୀୟ ଵୃହ ନେଟୱାର୍କ ଅଟେ ଗଣମାଧ୍ୟମ ରିପେଟ ଅନୁଯାଇ ଦେଶରେ 2167 ଯାତ୍ରୀ ବାହି ଟ୍ରେନ ରହିଛି ଏଥିରେ ଦେଶରେ ବହୁ ସଂଖ୍ୟକ ଲୋକ ଟ୍ରେନର ଯାତ୍ରା କରନ୍ତି ଯଦି ଆପଣ କେବେ ଟ୍ରେନ ରେ ଯାତ୍ରା କରିଛନ୍ତି ତେବେ ଆପଣ ନିଶ୍ଚୟ ଦେଖିଥିବେ ଟ୍ରେନରେ ଅନେକ ପ୍ରକାରର ବଗି ଅଛି |

ଟ୍ରେନ ରେ ଏସି ଶୋଇବା ବସିବା ଅନ୍ୟାନ୍ୟ ସୁବିଦା ମଧ୍ୟ ଅଛି ତାହା ଫୁଣି ଭିର୍ଣ୍ଣ ଭିର୍ଣ୍ଣି ରଙ୍ଗର ଡବା ଦେଖିବାକୁ ମିଳେ ଗୋଟେ ବକ୍ସ ଲାଲ ରଙ୍ଗର ଅନ୍ୟଟି ନୀଳ ତୃତୀୟଟି ସବୁଜ ରଙ୍ଗର କିନ୍ତୁ ଆପଣ ଏହି ରଙ୍ଗର ଅର୍ଥ ଯାଇଛନ୍ତିକି ଯଦି ଜାଣି ନାହାନ୍ତି ତେବେ ନିହାତି ଜାଣି ରଖନ୍ତୁ |

ତେବେ ଲାଲ ରଙ୍ଗର ଡବାକୁ linke Hofmann Busch 2000 ମସିହାରେ ଏହି କୋଚ ଗୁଡିକ ଜର୍ମାନୀରୁ ଭାରତକୁ ଅଣାଯାଇଥିଲା କିନ୍ତୁ ବର୍ତମାନ ପଞ୍ଝାପାଵ କାପୁରୁ ଠାରେ ଏହି ଲାଲୀ ରଙ୍ଗର ଟ୍ରେନ ତିଆରଡି କରାଯାଇଛି | ସେମାନଙ୍କର ବିଶେଷ୍ୟତ ଏହାକି ଯେ ସେ ଆଲୁମିନିୟମ ରେ ତିଆରି ଅନ୍ୟ କୋଚ ମାନଙ୍କ ଅପେକ୍ଷା ହାଲୁକା ଏହା ସହିତ ସେଥିରେ ମଧ୍ୟ ଡିସି ବ୍ରେକ ଅଛି ଏହି ଟ୍ରେନ ଘଣ୍ଟା ପ୍ରତି 200 କିଲୋ ମିଟର ବେଗ ପ୍ରତି ଚାଲି ଯାଇପାରେ |

Shutterstock images
ଏହି ନୀଳ ରଙ୍ଗର ଟ୍ରେନ କୁ Integral Coach Factory ବା ICF ବୋଲି କୁହାଯାଏ ବାସ୍ତବରେ ଲୁହରେ ତିଆରି ଏହି ଟ୍ରେନ ରେ ଏୟାର ବ୍ରେକ ଵେବହୃତ କରାଯାଇଥାଏ ଏହା ଚେନାରେ ଅବସ୍ଥିତ ଏହି ଟ୍ରେନ କୋଚ ଫକିଟିରି ରେ ତିଆରି କରଯାଏ କିନ୍ତୁ ଦିରେ ଡିରେ ଏହି ନୀଳ ରଙ୍ଗର ଟ୍ରେନକୁ ବର୍ତମାନ LBH କୁ ତାଙ୍କ ସ୍ଥାନରେ ବେବହାର କରାଯାଉଛି କିନ୍ତୁ ଆଜିବି ସେହି ଗୁଡିକୁ ମେଲ ଏକ୍ସପ୍ରେସ ଓ ଇଣ୍ଟର ସିଟିରେ ଦେଖିବାକୁ ମିଳେ |

ଯେଉଁ ସବୁଜ ରଙ୍ଗର ବଗି ଗୁଡିକ ଗରିବ ରଥ ଟ୍ରେନ ରେ ଵେବହୃତ କାଯାଇଥାଏ ସେହି ସମୟରେ ନିତାର କୋଚ ଓ ସେହି ସମୟରେ ବ୍ରାଉନ ରଙ୍ଗର ଟ୍ରେନ ବେବହାର କରାଯାଉଥିଲା ଯେଉଁ ଥିରେ ହାଲୁକା ସବୁଜ ରଙ୍ଗର କୋଚ ବେବହାର କରାଯାଏ ତଥାପି ଏଥିରେ ବ୍ରାଉନ କିମ୍ବା ମାଟିଆ ରଙ୍ଗର କୋଚ ଵେବହୃତ ହୁଏ |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.