Breaking News

ଯଦି ଆପଣଙ୍କର ଆଧାର କାର୍ଡରେ ନାମ ଜନ୍ମ ତାରିଖ ଠିକଣା କେତେଥର ବଦଳାଇ ପାରିବେ ନିଜ ଫୋନରେ ଦେଖନ୍ତୁ…. ନିଜ Phone ରେ କେମିତି କରିବେ !

ନମସ୍କାର ବନ୍ଧୁଗଣ ଯଦି ଆପଣଙ୍କ ଆଧାର କାର୍ଡ ରେ କିଛି ଭୁଲ ଅଛି ନାମ ହେଉ କିମ୍ବା ଜନ୍ମ ତାରିଖ ହେଉ କିମ୍ବା ଆପଣ କ ଆଡ୍ରେସ ଯଦି ଆପଣ ମାନଙ୍କର ଏ ସବୁ ଭୁଲ ଅଛି ତ ଆପଣ ମାନେ ନିଶ୍ଚିତ ଠିକ୍ କରନ୍ତୁ କିନ୍ତୁ ସାଙ୍ଗମାନେ ଆପଣ ମାନେ ଏହା ବି ଜାଣିଥିବେ ଆଧାର କାର୍ଡ ରେ ଏହି ସବୁ ଠିକ୍ କରିବା ପାଇଁ ଏହାର କିଛି ଲୀମିଟ ଅଛି ଯେମିତି କି ନାମ ହେଉ କିମ୍ବା ଯେଣ୍ଡର ଆପଣ ମାନେ ୱାକ୍ସପ ରେ ଠିକ୍ କରିପାରିବେ | ସେହିବଭଳି ଆପଣମାନେ ଆଡ୍ରେସ କୁ ଠିକ୍ କରିପାରିବେ କିନ୍ତୁ ସାଙ୍ଗମାନେ ଯଦି ଆପଣ ମାନେ ଆପଣ ମାନକ ଆଧାର କାର୍ଡ ରେ କିଛି ଠିକ୍ କରି ସାରିଛନ୍ତି |

ତେବେ ଆପଣ ମାନେ କେମିତି ଚେକ୍ କରି ପାରିବେ ଆପଣ ମାନଙ୍କ ଆଧାର କାର୍ଡ ରେ ଜନ୍ମ ତାରିଖ ଯେଣ୍ଡର ଆଡ୍ରେସ ଏହା ଲିମିଟ ଆଉ କେତେ ଥର ଅଛି ଆଉ କେତେ ଥର ଠିକ୍ କରିପାରିବେ ତାହା ସହିତ ଯଦି ଆପଣ ମାନଙ୍କର ଏହି ସବୁ ର ଲିମୀଟ ଯାଇ ସା ତେବେ ଆପଣ ମାନେ କେମିତି ଆଉ ଥରେ ଏହାକୁ ଠିକ୍ କରିପାରିବେ | ତେଣୁ ସାଙ୍ଗମାନେ ଆପଣ ମାନଙ୍କର ଫୋନ୍ ହେଉ ବା ଲ୍ୟାପଟପ୍ ମାଧ୍ୟମରେ କ୍ରୋମ ଖୋଲିବେ ଖୋଳିବା ପରେ ଗୁଗଲ ରେ ସର୍ଚ୍ଚ କରିବେ uaidi ସର୍ଚ୍ଚ କରିବା ପରେ ପ୍ରଥମ ୱେବସାଇଟ ହେଉଛି uaidi.ୱେବ୍ ସାଇଟ୍ ରେ କ୍ଲିକ୍ କରନ୍ତୁ ତାପରେ ଆପଣ ମାନେ ଏଥି ଭାଷା ଠିକ୍ କରିନେବେ |

ଯେତେବେଳେ ଇଂଲିଶ ହେଉ କି ଓଡ଼ିଆ ହେଉ କି ହିନ୍ଦୀ ହେଉ ଠିକ୍ କରି ପାରିବେ ତା ପରେ ଆପଣ କୁ ଅପ୍ସନ୍ ଦେଖେଇବା | ଏହା ପରେ ଡ଼ାଟା ଏଣ୍ଟ୍ରି ରେ କ୍ଲିକ୍ କରିବେ କଲା ପରେ ଆପଣ ଲଗଇନ୍ କରିବେ ଏଠି ପ୍ରଥମେ ଆପଣ ଆଧାର କାର୍ଡ ଦେବେ ତାପରେ କ୍ୟାପାଚର୍ ଦେବେ ଏହାପରେ ଆପଣ କ ଆଧାର କାର୍ଡ ରେ ଥିବା ଫୋନ୍ ନମ୍ୱର ଦେଇଥିବେ ସେ ନମ୍ୱର୍ କୁ otp ଯିବ ଏଠି otp ଦେବେ ଲଗ୍ଇନ୍ କରିବେ | ଏହା ପରେ ଆପଣ ମାନକୁ ଏକ ଡ୍ୟସ ପୂରଣ ଦେଖେଇବା | ଏହା ପରେ ଆପଣ ଡାଉନଲୋଡ୍ ଆଧାର ଦେଖେଇବା ଏଠି ଆପଣ ନିଜ ଆଧାର କାର୍ଡ ଡାଉନଲୋଡ୍ କରି ପାରିବେ |

ଏହା ପରେ ଅର୍ଡର ଆଧାର ପିଭିସି ରେ ଆପଣ ମାନେ ଅର୍ଡର୍ ଦେଇପାରିବେ | ଏହାପରେ ଅନଲାଇନ ଓପିଟ ସର୍ଭିସ୍ ଏହା ଉପରେ ଆପଣ କ୍ଲିକ୍ କରିବେ କଳା ପରେ ଆପଣ ପ୍ରଥମ ଅପ୍ସନ୍ ଆସିବ ଅପଡେଟ ଆଧାର ଅନଲାଇନ ଏହା ଉପରେ କ୍ଲିକ୍ କରିବ କଲା ପରେ ଏଠି ଆସିଯିବ ପ୍ରୋସିଡ ଟା ଅନଲାଇନ ଆଧାର ଏହାପରେ କ୍ଲିକ୍ କରିବେ ଆପଣ ଏହା କଲାପରେ ଆପଣ କୁ ସବୁ ବିବରଣୀ ଦେଖେଇବା | ଆପଣଙ୍କ ଆଧାର କାର୍ଡ ରେ ଆପଣ କ ନାମ ଜେଣ୍ଡର ଆଡ୍ରେସ ଜନ୍ମ ତାରିଖ ଆପଣ ମାନେ କେତେ ଥର ବଦଳାଇ ପାରିବେ |

ଯେମିତି ଆପଣ ଏଠି ଦେଖି ପାରୁଥିବେ ମୋର ଏଠି ନାମ ରେ ଦୁଇ ଅପଡେଟ ଲେଫ୍ଟ ଅଛି ଯାହାକି ହେଉଛି ମୁଁ ନାମ କୁ ଆଉ ଦୁଇ ଥର ବଦଳାଇ ପାରିବି ଡେଟ୍ ଅଫ ବାର୍ଥ ଥିଲେ ମୁଁ ଆଉ ତାହାକୁ ବଦଳାଇ ପାଇବି ନାହିଁ ତା ସହିତ ଆପଣ ମାନେ ଜେଣ୍ଡର ରେ ମଧ୍ୟ ଅପଡେଟ ଥିଲେ ସେହି ଭଳି ଏହାକୁ ମଧ୍ୟ ମୁଁ ବଦଳାଇ ପାରିବି ନାହିଁ ତା ପରେ ଆଡ୍ରେସ ଏହା ଉପରେ ଆପଣ ଅନ୍ଲିମିଟେଡ କରିପାରିବେ |

ଆପଣ ଯେଉଁ ଜାଗାକୁ ପଠାଇବେ ଆପଣ ସେହି ଜାଗାକୁ ଟ୍ରେନସଫର୍ କରି ପାରିବେ ଏହାର କୌଣସି ଲିମିଟ୍ ନାହିଁ ଯାହାର ଅପଡେଟ ଥିବା ତାହା ଉପରେ କ୍ଲିକ୍ କଲେ ପ୍ରୋସିଡ ଦେଖେଇବ ଯଦି ଆପଣଙ୍କ ଡେଟ୍ ଅଫ ବାର୍ଥ୍ ର ନଥିବ ତେବେ ଆପଣ କଣ କରିବେ | ଆପଣଙ୍କୁ ହୋମ କୁ ଯାଇ ଠିକ୍ କରିବେ ତ ସାଙ୍ଗ ମାନେ ଆପଣ ମାନେ ଏମିତି କରି ଠିକ୍ କରି ପାରିବେ ଆପଣ କ ଆଧାର କାର୍ଡ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.