Breaking News

ଯଦି ଆପଣଙ୍କ ଘରେ କିଛି ବିପଦ ଆସିବାକୁ ଥିବ ତାହାନେ ତୁଳସୀ ଗଛ ଏହି ସବୁ ସଂକେତ ଦେଇଥାଏ…. ଦେଖନ୍ତୁ କଣ ସବୁ ସେହି ସଂକେତ….

ଦର୍ଶକବନ୍ଧୁ ହିନ୍ଦୁ ଧର୍ମ ରେ ଏମିତି କିଛି କଥା ରହିଛି ଯାହାକି ଲୋକ ମାନଙ୍କ ପାଖରେ ଅଜ୍ଞାତ ରହିଛି ଲୋକ ମାନଙ୍କ ପାଖରେ ସେହି ଅଜଣା କଥା କହିଲେ ସେମାନେ ଏହା ସହଜରେ ବିଶ୍ୱାସ କରନ୍ତି ନାହିଁ ବରଂ ଅନ୍ଧ ବିଶ୍ୱାସ କହି ଆଡେଇ ଦେଇଥାନ୍ତି | ଆଜି ମୁଁ ତୁଳସୀ ପତ୍ର ସମ୍ୱନ୍ଧିୟ କିଛି ଅଜଣା କଥା ଆପଣ ମାନଙ୍କୁ କହିବାକୁ ଯାଉଛି ଯାହାକି ହୁଏତ ଆପଣ ମାନେ ଜାଣି ନଥିବେ କୁହାଯାଏକି ତୁଳସୀ ଗଛ ମା ଲକ୍ଷ୍ମୀ ଙ୍କ ରୂପରେ ସମସ୍ତେ ମାନନ୍ତି ଯେଉଁ ଘର ଅଗଣାରେ ତୁଳସୀ ଗଛ ରହିଥାଏ ସେହି ଘରେ ଯଦି କୌଣସି ପାରିବାରିକ ଓ ଆର୍ଥିକ ସମସ୍ୟା ଦେଖା ଦେବା ପାଇଁ ଯାଉଥାଏ ତାହାଲେ ତୁଳସୀ ଗଛ କେତକ ସଂକେତ ଦେଇଥାଏ |

ଏଥି ସହିତ ତୁଳସୀ ଗଛର ବହୂ ଔଷଧୀୟ ଗୁଣ ରହିଛି ଦୈନ୍ୟ ଦିନ ଜୀବନରେ ଏମିତି ଛୋଟ ମୋଟା ଥଣ୍ଡା ଜର ଭଳି ରୋଗ କୁ ଏହି ପତ୍ର ମୁକ୍ତି ଦେଇଥାଏ | ତୁଳସୀ ପତ୍ର ରସ ପାନ କଲେ ବିଭିନ୍ନ ବଡ଼ ରୋଗରୁ ମଧ୍ୟ ତ୍ରାହି ମିଳିଥାଏ ଯେଉଁ ଗୃହ ରେ ତୁଳସୀ ଗଛ ରହେ ସେହି ପରିବାର ସଦସ୍ୟ ଙ୍କୁ କୌଣସି ରୋଗ ଜନିତ ସମସ୍ୟା ହୋଇ ନଥାଏ ତୁଳସୀ ଗଛକୁ ନେଇ ବହୁ ଅଜଣା କଥା ରହିଛି ଏହି ଗଛ ସହ ଭଗବାନ ବିଷ୍ଣୁ ମଧ୍ୟ ପୂଜା କରାଯାଇଥାଏ |

ଏଥିପାଇଁ କୁହାଯାଏ ଯେଉଁ ଗୃହରେ ତୁଳସୀ ଗଛ ରହିଛି ସେହି ଘରେ ଅର୍ଥ ଅନାଟନ ଓ ଦରିଦ୍ରତା ପାଖ ମାଡି ନଥାଏ | ଏହି ପବିତ୍ର ଗଛର ଆଉ ଗୋଟେ ଲକ୍ଷଣ ରହିଛି ଯଦି ପରିବାର ଉପରକୁ କିଛି ସଙ୍କଟ ଆସୁଛି ତେବେ ଘର ଅଗଣାରେ ଥିବା ତୁଳସୀ ଗଛ ବିପଦର ସଂକେତ ଦେଇଥାଏ ଏହି ବିପଦକୁ ତାଲିବା ପାଇଁ ତୁଳସୀ ଗଛ ପୂଜା କରିବା ଆବଶକ୍ୟ ବୋଲି କିଛି ପଣ୍ଡିତ ମତ ଦେଇଛନ୍ତି | ଏହା କରିବା ଦ୍ୱାରା ବିପଦ ମୁଣ୍ଡ ଉପରୁ ଟଳି ଯାଇଥାଏ ଘର ଅଗଣାରେ ଥିବା ତୁଳସୀ ଗଛ ର ପତ୍ର ଯଦି ଅଚାନକ ସୁଖୀ ଯାଏ ତେବେ ଆପଣଙ୍କ ପରିବାର ଉପରକୁ କିଛି ବିପଦ ଆସୁଛି ବୋଲି ନିଶ୍ଚୟ ଜାଣି ନିଅନ୍ତୁ |

Holy basil or Sacred basil in organic garden
ଏହି ବିପଦରୁ ମୁକ୍ତି ପାଇବା ପାଇଁ ସର୍ବେ ପ୍ରଥମେ ଆପଣ ଇଷ୍ଟଦେବତା ଙ୍କୁ ପୂଜା ଅର୍ଚନା କରିବା ସହିତ ଗୃହରେ ଥିବା ତୁଳସୀ ଗଛ ପୂଜା କରନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ପରିବାର ଉପରେ ଆସୁଥିବା ବିପଦ ବାଟ ଭାଙ୍ଗି ପଳାଇଯିବ ଯଦି ଘରେ ବାସ୍ତୁ ଜନିତ ସମସ୍ୟା ରହିଛି ତେବେ ଘରର ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାନ୍ତୁ ଏହା କରିବା ଦ୍ୱାରା ଘରର ବାସ୍ତୁ ସମସ୍ୟା ଦୂର ହେବା ସହିତ ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ |

ଯଦି ଆପଣ ପ୍ରତି ଦିନ ତୁଳସୀ ଗଛ ପୂଜା କରନ୍ତି ତେବେ ଆପଣ ସୁଖ ଶମୄତି ଜୀବନ ଜାପାନ କରିବା ସହ ଘର ଉପରକୁ ଆସୁଥିବା ବଡ଼ ବଡ଼ ସମସ୍ୟା ବାଟ ଭାଙ୍ଗି ଦୁରେଇ ଯାଇଥାଏ ଏହା ଥିଲା ତୁଳସୀ ଗଛର କିଛି ମହତ୍ୱ କଥା ଯଦି ଆପଣ ଏହି କଥା ପ୍ରତି ଧ୍ୟାନ ଦେବେ ଆପଣଙ୍କର ମଙ୍ଗଳ ହେବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.