Breaking News

ଯଦି ଆପଣଙ୍କ ପାଖରେ ଅଛି ଏପରି ନୋଟ ତେବେ ଆପଣ ହୋଇଯିବେ ମାଲାମାଲ !!

ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏମିତିକା ଟଙ୍କିକିଆ ନୋଟ ତେବେ ଆପଣ ହୋଇଯିବେ ମାଲାମାଲ ମିଳିବ ଏତେ ଟଙ୍କା | ଦର୍ଶକବନ୍ଧୁ ପ୍ରତ୍ୟେକ ଦିନ ଆପଣମାଙ୍କ ପାଖକୁ ଅନେକ ନୋଟ ଆସିଥାଏ ଓ ଯାଇଥାଏ ଦୋକାନୀ ବ୍ୟାଙ୍କ ଆଦି ରେ ଆମେ ଆଣେ ଟଙ୍କା ଦେଇଥାଉ ଓ ତାଙ୍କ ପାଖରୁ ଅନେକ ଟଙ୍କା ଗ୍ରହଣ ମଧ୍ୟ କରିଥାଉ |

ଏହାରି ମଧ୍ୟରେ ଅନେକ ନୋଟ ଅଛି ଯାହା ବହୁତ ଦୁର୍ବଳ ଅଟେ ଅନେକ ନୋଟ ଅଛି ଯାହା ଦୋକାନୀ ମାନେ ଗ୍ରହଣ କରିନଥାନ୍ତି ଆଉ ଏପଟେ ଏହି ନୋଟ ପାଇଁ ଅନେକ ଲୋକ କୋଟି କୋଟି ଟଙ୍କା ମଧ୍ୟ ଦେଇଥାନ୍ତି ତେବେ ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏପରି ନମ୍ବର ର ନୋଟ ତେବେ ଆପଣ ଏହାକୁ ବିକି ଅନେକ ସାରା ଲାଭ କରିପାରିବେ |

ଏମିତି କିଛି ଅଫର ଅନଲାଇନ ଇ-କମର୍ସ କମ୍ପାନୀ ଦେଉଛି ଏଠାରେ ଏକ ଟଙ୍କିଆ ନୋଟ ପାଖରୁ ନେଇ ହଜାର ଟଙ୍କିଆ ନୋଟ ବିକ୍ରୟ ହେଉଛି ଆଜି ର ସମୟରେ ଏକ ଟଙ୍କିଆ ର ମୁଖ୍ୟ କିଛି ଭି ନୁହେଁ କିନ୍ତୁ ଏହି ଏକ ଟଙ୍କିଆ ଆପଣଙ୍କୁ କୋଟିପତି କରିଦେଇପାରିବ | ଇ-କମର୍ସ ୱେବସାଇଟ ରେ ଯେଉଁ ଏକ ଟଙ୍କିଆ ୱାରେ ମୋଗଲଙ୍କ ସିଙ୍ଗନେଚର ଅଛି ଆପଣ ତାହାକୁ 11 ହଜାର ରେ ବିକି ପାରିବେ |

ସେହିଭଳି ଯୁଏ ରେ 100 ଟଙ୍କିଆ ନୋଟ କୁ ଆପଣ 5 ଲକ୍ଷ 50 ହଜାର ଟଙ୍କାରେ ବିକ୍ରି କରି ପାରିବେ ଯଦି ଏହାର ସିରିଏଲ ନମ୍ବର 7 8 9 ରହିଛି ତେବେ ଆପଣ ଏହାର ଫାଇଦା ଉଠାଇ ପାରିବେ ତେବେ ଦର୍ଶକବନ୍ଧୁ ଆପଣ ଅନଲାଇନ ରେ ଅନେକ ୱେବସାଇଟ ରେ ଏହାକୁ ବିକ୍ରି କରି ଅନେକ ଲାଭ ଉଠାଇ ପାରିବେ |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.