Breaking News

ଯଦି ଆପଣଙ୍କର ପିଏମ Kisan ଟଙ୍କା ଆସୁଥାଏ, ତାହାଲେ ନିଶ୍ଚୟ କରନ୍ତୁ ଏହି କାମ ନହଲେ ଆଗାମୀ କିସ୍ତିର ଟଙ୍କା ଆଉ ଆସିବ ନାହିଁ !

ନମସ୍କାର ବନ୍ଧୁଗଣ ଯଦି ଆପଣ ମନକର ପିଏମ୍ କିସାନ ଯୋଜନା ରେ ସଂପୂର୍ଣ୍ଣ ବିବରଣୀ ଠିକ୍ ଅଛି ଯଦି ଆପଣ ମାନେ ପିଏମ କିସାନ ଯୋଜନାର ଜଣେ ଯୋଗ୍ୟ ଚାଷୀ କିନ୍ତୁ ଆପଣ ମାନକର ପିଏମ କିସାନ ଟଙ୍କା ଆସୁନାହିଁ ତା ସହିତ ଆପଣ ମାନକ ଷ୍ଟାଟସ୍ ରେ ଏଫ୍ଟି ଡେଖୋଉଛି ତାହେଲେ ଚାଲନ୍ତୁ ଜାଣିବା କାହିଁକି ମୁ ଆଜି ଆପଣ ମାନକୁ କହିବି ପିଏମ କିସାନ ଯୋଜନା ରେ ଟ୍ରାଞ୍ଜକସନ ଫେଲ ହେଉଛି |

ତାହେଲେ ଆପଣ ମାନେ କେମିତି ସମାଧାନ କରିବେ ଆଉ ଆପଣ କେମିତି ଆପଣ ଏହି ଯୋଜନା ର ଲାଭ ପାଇ ପାରିବେ ସବୁ ର ବିବରଣୀ ଦେବୀ ତ ଚାଲନ୍ତୁ ଜାଣିବା ଏହି ଯୋଜନା ରେ ଅନେକ ଚାଷୀ କର ଅଲଗା ଅଲଗା ଅସୁବିଧା ରହିଛି | ଯେଉଁ ଅସୁବିଧା ପାଇ ସେମାନେ ଏହି ଯୋଜନା ର ଲାଭ ଉଠାଇ ପାରୁନାହାନ୍ତି କାହାର ଏହି ଯୋଜନା ରେ ଲାଭ ଉଠାଇ ପାରୁନାହାନ୍ତି ଏବଂ କାହାର ଏହି ଯୋଜନା ରେ ଆକାଉଣ୍ଟ ଓ ନମ୍ୱର୍ ଠିକ୍ ନାହିଁ ଏମିତି ଅଲଗା ଅଲଗା ଅସୁବିଧା ରହିଛି କିନ୍ତୁ ସାଙ୍ଗମାନେ ଯଦି ଆପଣଙ୍କର ସଂପୂର୍ଣ୍ଣ ବିବରଣୀ ଠିକ୍ ଅଛି |

ଆଉ otp ପାଇ ହେଉ ଯୋଜନା ରେ ଟ୍ରାଞ୍ଜାକ୍ସନ ଫେଲ୍ ହେଉଚି ତ ଚାଲନ୍ତୁ ଜାଣିବା ହିଁ ସାଙ୍ଗମାନେ ଏହି ଯୋଜନା ରେ ପ୍ରାୟ ଚାଷୀ କର ପିଏଫଏମଏସ କୁ ରିଜିଡ କରାଯାଉଛି ଯାହା କୁ ଆପଣ ମାନେ ଚାଷୀ କର ଷ୍ଟାଟସ୍ ଦେଖି ପାରୁଥିବା ସେମାନଙ୍କର ଆଧାର କାର୍ଡ ଠିକ୍ ଅଛି ତା ସହିତ ସେମାନଙ୍କର kyc ମଧ୍ୟ ଠିକ୍ ଅଛି ଏବଂ ଲ୍ୟାଣ୍ଡ ସିଟି ମଧ୍ୟ ୟେସ ଅଛି କିନ୍ତୁ ସେମାନଙ୍କର ପିଏଫସ କୁ ରିଜିଡ କରାଯାଇଛି |

କିନ୍ତୁ ସାଙ୍ଗମାନେ କଣ ମାନେ ଏହା କରାଯାଇଛି ତାହା ମଧ୍ୟ ଏଥିରେ ଲେଖା ହୋଇଛି ତା ସହିତ ଆପଣ ଦେଖି ପାରୁଥିବା ରିଜିଡ ମଧ୍ୟ ଦିଆ ଯାଇଛି କଣ ପାଇ ଏହା କୁ ରିଯିଡ କରାଯାଇଛି ଏବଂ ଆପଣ କର ଏହା ପରି ହେଇଛି | ତାହେଲେ ଆପଣ ମାନେ ଯେଉଁ ବ୍ୟାଙ୍କ୍ ରେ ବହି ଖୋଲିଛନ୍ତି ସେହି ବ୍ୟାଙ୍କ୍ କୁ ଯାଇ କିରୀ ବ୍ୟାଙ୍କ୍ ବହିରେ ଆଧାର କାର୍ଡ ଲିଙ୍କ କରିନିଅନ୍ତୁ ଟା ସହିତ ସେହି ବ୍ୟାଙ୍କ୍ ରେ ଯିଏ ମ୍ୟାନେଜର ତାକୁ କହି ଆପଣ କ ଡେବିଟ କୁ ଅନଅବ୍ଲେ କରିବା ପାଇ ତାହେଲେ ଯାଇ ଆପଣ ମାନେ ଏହି ଯୋଜନା ର ଟଙ୍କା ପାଇ ପାରିବେ |

ଯେ ପର୍ଯ୍ୟନ୍ତ ଆପଣ କ ଆକାଉଣ୍ଟ ରେ ଆଧାର କାର୍ଡ ଯୋଇଣ୍ଟ ହୋଇନାହିଁ ତାହା ସହିତ ଆପଣ କ ଡେବିଟ ଅନଅବ୍ଲେ ହୋଇନାହିଁ ତାହେଲେ ଆପଣ କ ବର ନମ୍ୱର୍ ଟ୍ରାଞ୍ଜକସନ ଏମିତି ଫେଲ ହେଉଥିବ |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.