Breaking News

ଯଦି ଆପଣଙ୍କ ପାଖରେ ଏହି ପୁରୁଣା ମୁଦ୍ରା ଅଛି, ତାହାନେ ଆପଣ ହୋଇ ପାରିବେ କୋଟି ପତି…

ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ପୁରୁଣା ପଇସା ବା ପୁରୁଣା ମୁଦ୍ରା ଅଛି ଯାହା କି ଆପଣ ଅନଲାଇନ ମାଧ୍ୟମରେ କିପରି ସେଲ କରିପାରିବେ। ତା ସହିତ ଜଦି ପୁରୁଣା କୋଏଲ ବା ପୁରୁଣା ମୁଦ୍ରା ଅଛି ସେ ପଇସା ଗୁଡ଼ିକ କିଏ କିଣିବେ ଓ ତାହାର କଣ ପ୍ରାଇସ ଅଛି ଆସନ୍ତୁ ଜାଣିବା | ଆପଣ ଗଣ ମଧ୍ୟମ ଦ୍ଵାରା ଶୁଣିବାକୁ ପାଇଥିବେ ନିଉଜ ଟିଭି ଚାନେଲ ରେ ଶୁଣିବାକୁ ପାଉଥିବେ | ଏହି ପୁରୁଣା ମୁଦ୍ର କୁ online ମାଧ୍ୟମରେ କିପରି ସେଲ କରିପାରିବେ ଓ ତାର ସଠିକ ମୂଲ୍ୟ କେତେ ଜାଣିବେ କିଭଳି। ଆପଣଙ୍କୁ ପାଖାପାଖି ୨୫ ଟି କାଇନ୍ ର ପ୍ରୟୀଶ କୁହାଯାଇଛି । ଏହି ୨୫ ଟା ମୁଦ୍ରା ଯଦି ଆପଣଙ୍କ ପାଖରେ ଅଛି ଯାହାକି ଆପଣମାନେ ଚାହିଁଲେ ସେଲ କରିପାରିବେ ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଖରେ ସେହି ମୁଦ୍ରା ଅଛି କି ନାହିଁ।

ଯଦି ଆପଣଙ୍କ ପାଖରେ ସିରିଏଲ ନମ୍ବର ମ୍ୟାଚ୍ କରି ଦେଖିଦିଅନ୍ତୁ ଆପଣଙ୍କ ପାଖରେ ଅଛି କି ନାହିଁ | ସର୍ବ ପ୍ରଥମେ ଆମାପଖରେ ଆସୁଅଛି ହନୁମାନ ମୁଦ୍ରା ତେବେ ଏହି ଭଳି ମୁଦ୍ରା ଆପଣଙ୍କ ପାଖରେ କିଛି ଅଛି ଏହାକୁ ଆପଣ ର ଅନଲାଇନ ସେଲ ଅନୁସାରେ ୧୨,୦୦୦ ଟଙ୍କା ରେ ସେଲ କରିପାରିବେ ।

ସେହିଭଳି ଆସୁଛି ଏକ ଟଙ୍କିଆ ମୁଦ୍ରା ୧୯୬୨ ମସିହା ଧାନ ପତ୍ର ଚିହ୍ନ ଥିବା ଏହାକୁ ଆପଣ ୮୦୦୦ ଟଙ୍କା ରେ ସେଲ କରିପାରିବେ ସେହିଭଳି ପରବର୍ତ୍ତୀ ମୁଦ୍ରା ଆସୁଛି ୧/୪ ୧୯୫୦ ମସିହା ର ଯଦି ଏହି ଭଳି କିଛି ମୁଦ୍ରା ଥାଏ ୬୦୦୦ ଟଙ୍କା ରେ ବିକ୍ରି କରିପାରିବେ । ସେହିଭଳି ଇଣ୍ଡିଆନ ମୟୁର ଥିବା ଏକ ୨ ଟଙ୍କିଆ ମୁଦ୍ରା ଅଛି ଯାହାକି ଆପଣ ୧୯୪୯ ମସିହାର ଏହାକୁ ଆପଣ ୧୦ ହଜାର ଟଙ୍କାରେ ବିକ୍ରି କରିପାରିବେ ।

ସେହିପରି ଦଖିପରୁଥିବେ ୨ଟଙ୍କିଆ ମୁଦ୍ରା ଇଣ୍ଡିଆନ କଏନ ଅଛି ଯାହାକି ୧୯୪୫ ମସିହା ର ଯାହାକୁ ଆପଣ ୮୦୦୦ ଟଙ୍କା ରେ ବିକ୍ରି କରିପାରିବେ । ସହିପରରି ୫ ଟଙ୍କିଆ ୧୯୪୫ ମସିହା ର ଯଦି ଏହି ଭଳି କିଛି ମୁଦ୍ରା ଅଛି ତାହେଲେ ଆପଣ ତାକୁ ୨,୫୦୦ ଟଙ୍କା ରେ ବିକ୍ରି କରିପାରିବେ ସେହିପରି ୨ ଟଙ୍କିଆ ମୁଦ୍ରା ୨୦୧୩ ମସିହାର ମୁଦ୍ରା ଅଛି ତେବେ ଆପଣ ତାକୁ ୩୦୦୦ ଟଙ୍କା ରେ ବିକ୍ରି କରିପାରିବେ ।

ସେହିଭଳି ପରବର୍ତ୍ତୀ ମୁଦ୍ରା ହେଉଛି ୧ ଟଙ୍କିଆ କଏନ ଅଛି ଯାହା କି ୧୮୪୦ ମସିହାର ହେଇଥିବ ଯାହାକୁ ଆପଣ ତେବେ ୩,୫୦୦ ଟଙ୍କା ରେ ସେଲ କରିପାରିବେ ।ସେହିଭଳି ଆଉ ଏକା ମୁଦ୍ରା ଆସୁଛି ଯାହାକି କଏନ ଟି ଶିଶ ଓ ତମ୍ଭା ଧାତୁରେ ଗଢା ଯାହା କିଆପଣ ଏହାକୁ ୩୦୦୦ ଟଙ୍କା ରେ ବିକ୍ରି କରିପାରିବେ । ସେହିପରି ମା ପାର୍ବତୀଙ୍କ ଫୋଟ ଥିବା 2 ଟଙ୍କିଆ ମୁଦ୍ରାରେ ଆଉ ହିନ୍ଦୀ ରେ ଲେଖା ଥିବା ଦରକାର ଓ ୧୯୬୩ ମସିହା ର ହୋଇଥିବା ଦରକାର ଏହା କୁ ୫୦୦୦ ଟଙ୍କା ରେ ବିକ୍ରି କରିପାରିବେ। ଶେଷରେ ଆସୁଛି ମା ବୈଷ୍ଣବୀ ଙ୍କ ଫୋଟ ଥିବା ମୁଦ୍ରା ଯାହାକୁ ଆପଣ ୩୦୦୦ ଟଙ୍କା ରେ ବିକ୍ରି କରିପାରିବେ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.