Breaking News

ଯଦି ଆପଣ ଦେଖୁଛନ୍ତି ଏହି ୫ ଟି ସ୍ୱପ୍ନ ତେବେ କାହାକୁ କୁହନ୍ତୁ ନାହିଁ

ବନ୍ଧୁଗଣ ଯଦି ଆପଣ ଦେଖୁ ଛନ୍ତି ସ୍ୱପ୍ନରେ ଦେଖୁଛନ୍ତି ଏହି 5ଟି ସ୍ବପ୍ନ ତେବେ କାହାକୁ କୁହନ୍ତୁ ନାହିଁ କାରଣ ଏହା ଆପଣ ମାନଙ୍କ ପାଇଁ ଭାଗ୍ୟ ଶାଳୀ ହୋଇପାରେ ବନ୍ଧୁଗଣ ଆପଣମାନେ ସ୍ବପ୍ନ ରେ ଯଦି ଏହି ସ୍ବପ୍ନ ଦେଖୁଛନ୍ତି ତେବେ ଭୁଲୁରେ ଏହି ସ୍ବପ୍ନ କାହାକୁ କୁହନ୍ତୁ ନାହିଁ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ କି ନିଜର ସ୍ବପ୍ନ କୁ କାହାରି ଆଗରେବି କହି ଦିଅନ୍ତି କିନ୍ତୁ ସ୍ବପ୍ନ ଏମିତି ହୋଇଥାଏ ଯାହାକୁ କେବେବି କାହା ସହିତ ସେଆର କରିବା କଥା ନୁହେଁ |

ପ୍ରତେକ ମନୁଷ୍ୟକୁ ନିଚୟ ଭାବରେ କେବେନା କେବେ ସ୍ବପ୍ନ ଆସିଥାଏ ବେଳେ ବେଳେ କିଛି ଭଲ ସ୍ବପ୍ନ ଆସିଥାଏ ଓ ବେଳେ ବେଳେ କିଛି ଡର ଲାଗିଲା ଭଳି ସ୍ବପ୍ନ ଦେଖିବାକୁ ମିଳିଥାଏ କିଛି ବ୍ୟକ୍ତି ସ୍ୱପ୍ନରେ ଆସିଥିବା କଥାକୁ ନିଜର ସାଙ୍ଗ ସାଥି ଘର ଲୋକଙ୍କୁ କହିଦେଇଥାନ୍ତି | କିନ୍ତୁ ବେଳେ ସ୍ୱପ୍ନରେ ଏମିତି କିଛି ସ୍ବପ୍ନ ଦେଖାଯାଏ ଯାହାକି କାହାକୁ ମଧ୍ୟ ସେଆର କରି ହୁଏ ନାହିଁ ଆସନ୍ତୁ ଜଣିଆ ପାଞ୍ଚଟି ସ୍ବପ୍ନ ଏହି ସ୍ୱପ୍ନକୁ କାହାରି ଆଗରେ କହିବା କଥା ନୁହେଁ |

ପ୍ରଥମ ସ୍ବପ୍ନ
କେବେବି ଆପଣଙ୍କୁ ଶିବ ଲିଙ୍ଗ ଉପରେ ମୁଣ୍ଡିଆ ମରୁଥିବାର ସ୍ବପ୍ନ ଦେଖାଯାଏ ତେବେ ଆପଣ ଏହା ବୁଝିନେବା ଆବଶକ୍ୟ କି ଆପଣଙ୍କ ଆତ୍ମା ଏହି ଦୁନିଆରେ ଅନ୍ୟ ସମସ୍ତ ଲୋକ ମାନଙ୍କ ତୁଳନାରେ ସବୁଠାରୁ ପବିତ୍ର ଅଟେ | ଇଶ୍ୱର ଆପଣ ଆତ୍ମାରେ ସାଧା ସର୍ବଦା ନିବେଶ କରିଥାନ୍ତି ଏହା ଆପଣଙ୍କର ପରିବେଶ ଓ ଆଧ୍ୟାତ୍ମକ ଉର୍ନତିର ସୂଚନା ଦେଇଥାଏ | ଏଥି ପାଇଁ ଏହି ସ୍ବପ୍ନକୁ କେବେବି କାହାରି ଆଗରେ କୁହନ୍ତୁ ନାହିଁ |

ଦ୍ୱତୀୟ ସ୍ୱପ
ଯଦି ସ୍ବପ୍ନରେ ଆପଣଙ୍କ ମାତା ପିତା ପାଣି ପିଆଉ ଥିବାର ଦେଖନ୍ତି ପିବ ପାଣି ଦେଉଥିବାର ଆପଣ ଦେଖନ୍ତି ତେବେ ତା ଭବିଷ୍ୟତ ରେ ଆସିବାକୁ ଥିବା ଉର୍ନତିର ଶୁଭ ସଂକେତ ଅଟେ ତେବେ ଏହି ପ୍ରକାରର ସ୍ବପ୍ନ ଦେଖିଲେ ତାହା କାହାରି ପାଖରେ କୁହନ୍ତୁ ନାହିଁ |

ତୃତୀୟ ସ୍ବପ୍ନ
ଯଦି ଆପଣଙ୍କୁ ଭଗବାନ ବାରମ୍ବାର ଦେଖା ଦେଉଥାନ୍ତି ଏବଂ ଆପଣ ଏହି କଥାଟି କାହାକୁ କହିଦିଅନ୍ତି ତେବେ ଏହି ସ୍ବପ୍ନରୁ ମିଳୁଥିବା ଲାଭ ଅଟକି ଯାଇପାରେ ଏଠି ପାଇଁ ଏହି ସ୍ୱପ୍ନକୁ କାହା ପାଖରେ କୁହନ୍ତୁ ନାହିଁ |

ଚର୍ତୁଥ ସ୍ବପ୍ନ
ଯଦି ସ୍ୱପ୍ନରେ ଭଗବାନଙ୍କ ଆଳତି ହେବାର ଦେଖନ୍ତି କିମ୍ବା ଆପାନ ଭଗବାନଙ୍କୁ ପୂଜା କରୁଥିବାର ସ୍ୱପ୍ନରେ ଦେଖନ୍ତି ତେବେ ଏହାର ଅର୍ଥ ଅତି ଶୀଘ୍ର ଆପଣ ଜୀବନରେ ବହୁତ ବଡ଼ ପରିବର୍ତନ ହେବାକୁ ଯାଉଛି ଏହା ସହିତ ବହୁତ ବଡ ଶୁଭ ଖବର ଅତି ଶୀଘ୍ର ହିଁ ମିଳିପାରେ ଯଦି ଏହି ସ୍ୱପ୍ନକୁ ଆପଣ କାହାରି ଆଗରେ କହି ଦିଅନ୍ତି ତେବେ ଆପଣଙ୍କର ହେବାକୁ ଥିବା ଶୁଭ କାର୍ଯ୍ୟ ବିଫଳ ହୋଇପାରେ ଏଥି ପାଇଁ ଏହି ସ୍ଵପ୍ନକୁ ଭୁଲୁରେ କାହାରିକୁ କୁହନ୍ତୁ ନାହିଁ |

ପଞ୍ଚମ ସ୍ବପ୍ନ
ଯଦି ଆପଣ ସ୍ବପ୍ନରେ ପରମ ଆତ୍ମା ଙ୍କର ଦର୍ଶନ କରନ୍ତି ତେବେ ତାହାରେ ଜାଣି ନିଅନ୍ତୁ ଆପଣ ଯେ ଅନ୍ୟ ଲୋକ ମାନଙ୍କ ଠାରୁ ଅଲଗା ଯେ କୌଣସି ଅବସ୍ଥାରେ ଥାନ୍ତୁନା କାହିଁକି ଆପଣଙ୍କର ସମ୍ପର୍କ କେବେଳ ସେହି ପରମ ଆତ୍ମା ଙ୍କ ସହିତ ହିଁ ଜଡିତ ହୋଇ ରହିଥାଏ ଏହି ସ୍ୱପ୍ନଟି ଅଧିକ ଶୁଭ ଫଳ ଦାୟକ ଅଟେ ତେଣୁ ଆପଣ ଏହି ସ୍ବପ୍ନ ଭୁଲୁରେ କାହା ଆଗରେ କୁହନ୍ତୁ ନାହିଁ | ତେବେ ବନ୍ଧୁଗଣ ଏହି ପାଞ୍ଚଟି ସ୍ବପ୍ନ ଏମିତି ଏକ ସ୍ବପ୍ନ ଯାହାକୁ ଆପଣ କାହାରି ଆଗରେ କହିବା କଥା ନୁହେଁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.