ପିଏମ କିଷାନ ଯୋଜନାରେ ସରକାର ବଡ଼ ପରିବର୍ତନ କରିଛନ୍ତି ଯାହା ଫଳରେ ଚାଷୀଙ୍କୁ ମିଳିବ ଅନେକ ଫାଇଦା | ତେବେ ଯଦି ଆପଣ ପ୍ରଧାନ ମନ୍ତ୍ରୀ କିଷାନ ସମ ନିଧି ଯୋଜନା ଅଧୀନରେ ପଇସା ପାଉଛନ୍ତି ତେବେ ଲିଷ୍ଟରେ ଯଦି ଆପଣଙ୍କର ନାମ ଅଛି ତେବେ ନିହାତି ସମ୍ପୂର୍ଣ୍ଣ ଖବରଟିକୁ ଜଣାନ୍ତୁ |
ପ୍ରଧାନ ମନ୍ତ୍ରୀ କିଷାନ ସମାନିଧି ଯୋଜନା ଅଧୀନରେ ୨ହଜାର ଟଙ୍କାର 3ଟି କିସ୍ତି ଅର୍ଥାତ 6 ହଜାର ଟଙ୍କା ସିଧା ସଳକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି ଏହା ସହ ଚାଷୀଙ୍କୁ ବନ୍ଧନ ଯୋଜନାର ଲାଭ ମଧ୍ୟ ମିଳୁଛ ତେବେ ପିଏମ କିଷାନ ସାମନିଧିର ଦ୍ୱାଦଶ କିସ୍ତିକୁ ଚାହିଁବସିଛନ୍ତି ଦେଶର 10 କୋଟି ଅଧିକ ଚାଷୀ |
କିନ୍ତୁ ଦ୍ୱାଦଶ କିସ୍ତି ଆକାରରେ ବ୍ୟାଙ୍କ ଖାତାକୁ ଆସିବା ପୂର୍ବରୁ ସରକାର ଏକ ବଡ଼ ପରିବର୍ତନ କରିଛନ୍ତି ଏହା ଅଧୀନରେ ହିତାଧିକାରୀ ମାନେ ସେମାନଙ୍କର ଆଧାର ନମ୍ବରରେ ସ୍ଟାଟସ ଦେଖିପାରିବେ ନାହିଁ ହିତାଧିକାରୀଙ୍କ ପାଇଁ ସରକାର ଆଉ ଏକ ସୁବିଯା ଦେଇଦେଇଛି | ଫୁଣି ଠାରେ ପିଏମ କିଷାନ ନିଧିର ହିତାଧିକାରୀ ମାନେ ସେମାନଙ୍କ ମୋବାଇଲି ନମ୍ବର ରୁ ସ୍ଟାଟସ ଚେକ କରିପାରିବେ | ଏହା ବେତିତ ଆପଣ ଅଞ୍ଜିକାରଣ ନମ୍ବର ରୁ ମଧ୍ୟ ସ୍ଟାଟସ ବି ଚେକ କରିପାରିବେ |
ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଅନେକ ପରିବର୍ତନ କରାଯାଇଛି ଲକ୍ଷ ଲକ୍ଷ ଅଯୋଗ୍ୟ ବ୍ୟକ୍ତି ପ୍ରଧାନ ମନ୍ତ୍ରୀ କିଷାନ ନିଧି ସୁବିଧା ଉଠାଉଛନ୍ତି ବୋଲି ସରକାର ମଧ୍ୟ ସୂଚନା ପାଇଛନ୍ତି | ଏହାକୁ ଦୃଷ୍ଟିରେ ରଖି ଜୁଲାଇ 31 ପର୍ଯ୍ୟନ୍ତ E-kyc ବାଧ୍ୟତା ମୂଳକ କରାଯାଇଛି ଏଥର E-kyc ସରକାରଙ୍କ ପକ୍ଷରୁ E-kyc କରିବାର ଶେଷ ସୁଯୋଗ ଦିଆଯାଇଛି | ଯଦି ଆପଣ E-kyc କରି ନାହାନ୍ତି ତେବେ ଆପଣଙ୍କର ଦ୍ୱାଦଶ କିସ୍ତି ବନ୍ଦ ହୋଇପାରେ ଯେଉଁ ଚାଷୀ ମାନଙ୍କ ଖାତାକୁ ଏକାଦଶ କିସ୍ତି ଆସିନାହିଁ E-kyc କରିବା ପରେ ସେମାନଙ୍କ ଟଙ୍କା ଆସିଯିବ |