Breaking News

ଯଦି ଆପଣ ଏହି କାମ ନକରୁଛନ୍ତି ତାହାଲେ ଆପଣଙ୍କୁ Pm Kisan ଯୋଜନାର ଟଙ୍କା ମିଳିବ ନାହିଁ…. ଦେଖନ୍ତୁ କଣ କରିବାକୁ ପଡିବ !

ନମସ୍କାର ଦର୍ଶକବନ୍ଧୁ ସାରା ଦେଶର ପିଏମ କିଷାନ ଚାଷୀଙ୍କ ପାଇଁ ଆସିଗଲା ବହୁତ ବଡ଼ ଖୁସି ଖବର ଆଉ ମାତ୍ର 12 ଦିନ ପରେ କୃଷକଙ୍କ ଖାତାକୁ ଆସିବ ଦ୍ୱାଦଶ କିସ୍ତିର 2000 ଟଙ୍କା ତେବେ ଜଣାନ୍ତୁ ସର୍ବେ ପ୍ରଥମେ କେଉଁ ରାଜ୍ୟରେ ଆଗ ମିଳିବାକୁ ଯାଉଛି ଜଣାନ୍ତୁ | ତେବେ ଦର୍ଶକବନ୍ଧୁ କୃଷକ ମାନଙ୍କ ପାଇଁ ସଞ୍ଚାଳିତ ପ୍ରଧାନ ମନ୍ତ୍ରୀ କିଷାନ ସାମନିଧି ଯୋଜନାରେ ନୂତନ କିସ୍ତିକୁ ନେଇ ଆସିଛି ଏକ ବଡ଼ ଖୁସି ଖବର |

ଖୁବୁ ଶୀଘ୍ର ହିତାଧିକାରୀ ମାନଙ୍କୁ ମିଳିବ ଏହି ଯୋଜନାର ଦ୍ୱାଦଶ କିସ୍ତି ଆସନ୍ତା 12 ଦିନ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ପହିଲାରେ କୃଷକ ମାନଙ୍କୁ ଏହା ମିଳିପାରେ ବୋଲି ସୂଚନା ମିଳୁଛି | ଏବେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଦେଶରେ ବର୍ତମାନେ ମାହାଙ୍ଗା ମାଡ଼ର ସିଜିନି ଚାଲିଛି |

ନିକଟରେ ପେଟ୍ରୋଲ ଡିଜେଲ ଏଲିପିଜି ମୂଲ୍ୟରେସାମାନ୍ୟ ଅଶସ୍ତୀ ମିଳିଛି ତେବେ କ୍ଷୀର cng ବାସ ଭଡା ପରିବା ଆଦିର ଦର ଆକାଶ ଛୁଅଁ ରହିଛି ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କୋଟି କୋଟି ଜନତାଙ୍କ ପାଇଁ ବରଦାନ ସଦୃଶ୍ୟ ହେବ ଏହି ଯୋଜନାରେ ସାମିଲୀ ହୋଇଥିବା ପ୍ରତେକ ଲାଭାର୍ଥି ଆକାଉଣ୍ଟ କୁ 2000 ଲେଖାଏଁ ପଠାଯିବ ଏବେ ପୂର୍ବରୁ ପିଏମ କିଷାନ ସାମନିଧି ଯୋଜନାରେ ଫାଇଦା ଅନେକ ଅଯୋଗ୍ୟ ଲୋକ ଉଠାଉଥିଲେ |

ତେଣୁ ଏହି ସମସ୍ୟା ସମାଧାନ ପାଇଁ ସରକାର ସମସ୍ତଙ୍କ ପାଇଁ E-KYC ଜରୁରୀ କରି ଦେଇଥିଲେ ଯଦି ଆପଣ ବର୍ତମାନ ସୁଧା E-kyc କରିନାହାନ୍ତି ତେବେ ଆପଣଙ୍କୁ ମଧ୍ୟ ଦ୍ୱାଦଶ କିସ୍ତି ମିଳିବ ନାହିଁ ବିନା E-kyc ରେ ଆପଣଙ୍କର 12 ତମ କିସ୍ତି ଅଟକି ଯିବ ତେଣୁ ଆପଣ ନିଜ E-kyc କୁ ଖୁବୁ ଶୀଘ୍ର କରାଇନିଅନ୍ତୁ ଏହି ଯୋଜନା ମାଧ୍ୟମରେ ଦେଶର କୃଷକ ମାନଙ୍କ ବ୍ୟାଙ୍କ ଖାତାକୁ ବର୍ଷିକ 6000 ଟଙ୍କା ପ୍ରଦାନ କରୁଛନ୍ତି |

ପ୍ରତି 4 ମାସ ରେ ଥରେ ସେମାନଙ୍କ ଖାତାରେ 2000 ଟଙ୍କା ଲେଖାଏ ଆସିଥାଏ ଏବେ ଗତ ମେ 31 ତାରିଖରେ ଏହି ଯୋଜନାରେ 11 ତମ କିସ୍ତି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାପରେ କୃଷକ ମାନେ ଯୋଜନାର ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷାରେ ରହିଛନ୍ତି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.