Breaking News

ଜାଣନ୍ତୁ, ଝରାଫୁଲ କେସ ରେ ଏହି ଝିଅଙ୍କ ବୟାନ ସମସ୍ତଙ୍କ ହୋସ ଉଡେଇସାରିଲାଣି . . .

ବର୍ତ୍ତମାନ ର ଚର୍ଚିତ ଖବର ଝରାଫୁଲ ମର୍ଡର କେସ କୁ ଆସିଛି ଏକ ନୂଆ ମୋଡ | ଏହି ଝିଅଟିର ବୟାନ ସମସ୍ତଙ୍କୁ ତାଯୁବ କରିଦେଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।


ସେ ଝିଅ ଟି ନିଜର ପରିଚୟ ନ ଦେଇ କହିଛନ୍ତି ଝରାଫୁଲ କିମ୍ବା ତାଙ୍କ ଭଳି ଅନ୍ୟ ଝିଅ ଙ୍କ ବିଷୟରେ । ତେବେ ତାଙ୍କ କଥା ରୁ ଯାହା ଜ ଣାପଡୁଛି ସେ କେବେହେଲେ ଝରାଫୁଲ ମର୍ଡର କେସ କୁ ନେଇ ପୁରା ମୁଣ୍ଡ ଖରାପ ସଦୃଶ ହୋଇଯାଇଛି । ତେବେ ସେ ନିଜର ରାଗ କୁ ସମ୍ନା କରାଇବା ପାଇଁ କ୍ୟାମେରା ସାମ୍ନା ରେ ସବୁ ସତ୍ୟ ଓଗାଳି ପକାଇଛନ୍ତି ।


ତେବେ ସେ କହିଛନ୍ତି ଆଜି ଏହି ନବୀନ ସରକାର ରେ ନାରୀ ମାନଙ୍କୁ ସ୍ନମାନ ନାହିଁ । ତାଙ୍କ ପାଇଁ ଇଜ୍ଜତ ବୋଲି ମଧ୍ୟ କିଛି ନାହିଁ । ତେବେ ଆହୁରୀ ମଧ୍ୟ ସେ କହିଛନ୍ତି କିଭଳି ଭାବେ ରାକେଶ ଏବଂ ତା ସହଯୋଗୀ କିଭଳି ଭାବେ ଝରାଫୁଲ କୁ ଏତେ ଦୂର ରୁ ଆଣି ଯାଜପୁର ରେ ଫୋପାଡ଼ି ଦେଇପାରିଲେ । ଯାହା କୁ କେହି ଦେଖି ମଧ୍ୟ ଅଣଦେଖା ଭଳି ରହିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.