ବର୍ତ୍ତମାନ ର ଚର୍ଚିତ ଖବର ଝରାଫୁଲ ମର୍ଡର କେସ କୁ ଆସିଛି ଏକ ନୂଆ ମୋଡ | ଏହି ଝିଅଟିର ବୟାନ ସମସ୍ତଙ୍କୁ ତାଯୁବ କରିଦେଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସେ ଝିଅ ଟି ନିଜର ପରିଚୟ ନ ଦେଇ କହିଛନ୍ତି ଝରାଫୁଲ କିମ୍ବା ତାଙ୍କ ଭଳି ଅନ୍ୟ ଝିଅ ଙ୍କ ବିଷୟରେ । ତେବେ ତାଙ୍କ କଥା ରୁ ଯାହା ଜ ଣାପଡୁଛି ସେ କେବେହେଲେ ଝରାଫୁଲ ମର୍ଡର କେସ କୁ ନେଇ ପୁରା ମୁଣ୍ଡ ଖରାପ ସଦୃଶ ହୋଇଯାଇଛି । ତେବେ ସେ ନିଜର ରାଗ କୁ ସମ୍ନା କରାଇବା ପାଇଁ କ୍ୟାମେରା ସାମ୍ନା ରେ ସବୁ ସତ୍ୟ ଓଗାଳି ପକାଇଛନ୍ତି ।
ତେବେ ସେ କହିଛନ୍ତି ଆଜି ଏହି ନବୀନ ସରକାର ରେ ନାରୀ ମାନଙ୍କୁ ସ୍ନମାନ ନାହିଁ । ତାଙ୍କ ପାଇଁ ଇଜ୍ଜତ ବୋଲି ମଧ୍ୟ କିଛି ନାହିଁ । ତେବେ ଆହୁରୀ ମଧ୍ୟ ସେ କହିଛନ୍ତି କିଭଳି ଭାବେ ରାକେଶ ଏବଂ ତା ସହଯୋଗୀ କିଭଳି ଭାବେ ଝରାଫୁଲ କୁ ଏତେ ଦୂର ରୁ ଆଣି ଯାଜପୁର ରେ ଫୋପାଡ଼ି ଦେଇପାରିଲେ । ଯାହା କୁ କେହି ଦେଖି ମଧ୍ୟ ଅଣଦେଖା ଭଳି ରହିଥିଲେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ