Breaking News

ଶ୍ରୀକୃଷ୍ଣ ଙ୍କ ବାଣୀ || ଜାଣନ୍ତୁ , ସବୁଠୁ ବଡ ପାପ କଣ ଅଟେ ?

ହଁ ବନ୍ଧୁ ଆପଣ ମାନେ ଜାଣିଛନ୍ତି କୁ ସଂସାର ର ସବୁଠୁ ବଡ଼ ପାପ କଣ ଅଟେ । ମିଥ୍ୟା କହିବା , କାହାର ହତ୍ୟା କରିବା ,ଚୋରି କରିବା,ଲୋଭ କରିବା,ଛଳ ପକଟ କରିବା ବା ଯାହାକୁ ଅପମାନ ଦେବା । ସଂସାର ର ବଡ଼ ପାପ ହେଲା କୌଣସି ଦୁର୍ବଳ ବ୍ୟକ୍ତି କୁ ହଇରାଣ କରିବା । ଥରେ ଭାବନ୍ତୁ ଗୋଟେ ପଶୁ ର ଶୁଖିଲା ମଳ ରୁ ତିଆରି ହୋଇଥିବା ଖତ୍ ରେ ଗୋଟେ ଲୁହ କୁ ତରଳାଇ ଦିଆ ଯାଇପାରେ ।

ସେମିତି ଆପଣ ଯେତେ ଶକ୍ତି ଶାଳୀ ହୁଅନ୍ତୁ ନା କାହିଁକି ଯଦି ଆପଣ କୌଣସି ଦୁର୍ବଳ ବ୍ୟକ୍ତି କୁ ହଇରାଣ କରନ୍ତି ତାହେଲେ ତ ପାଟି ରୁ ବାହାରୁଥିବା ଅଭିଶାପ ଆପଣ ଙ୍କୁ ଭସ୍ମ କରିଦେବ । ସବୁବେଳ ପାଇଁ ଆମର ଏହି କଥା କୁ ମାନେ ରଖିଥିବେ ଆଉ ଦର୍ଶକ ବନ୍ଧୁ ଏହି ସଂସାର ର ଦ୍ଵିତୀୟ ପାପ ହଉଛି କୌଣସି ନାରୀ କୁ ଅପମାନ କରିବା ବା ନାରୀ ଅସନମାନ୍ କରିବା କାରଣ ଏହା ନାରୀ ର ଶରୀର କୁ ନୁହେଁ ବରଂ ତାର ମନ୍ ଓ ଆତ୍ମ କୁ ଆଘାତ ଦେଇଥାଏ ।

କେହି କେହି କହନ୍ତି ଯେ ଏହିଭଳି ଅତ୍ୟାଚାର କରୁଥିବା ବ୍ୟକ୍ତିକୁ ଦଣ୍ଡ କଣ ଦିଆଯିବ ଓ କେହି କେହି ବ୍ୟକ୍ତି କହିଥାନ୍ତି ଶାରୀରିକ ଦଣ୍ଡ ତ ଆଉ କେହି କହିଥାନ୍ତି ମୃତ୍ୟୁ ଦଣ୍ଡ । ଏହି ଅପରାଧ ର ଦଣ୍ଡ ଦବା ଆଗରୁ ଏହା ଜାଣିବା ମହତ୍ତ୍ଵ ପୂର୍ଣ୍ଣ ନୁହେଁ କି ଅପରାଧୀ କିଏ ଅଟନ୍ତି । ଆପଣ କହିବେକି ସାଧାରଣ କଥା ଯେ ସେହି ପୁରୁଷ ଯିଏ ସ୍ତ୍ରୀ ର ସନମାନହାନି କଲା କିନ୍ତୁ କଣ ଏହା ସମ୍ପୂର୍ଣ ସତ୍ୟ ଅଟକି ନିଜର ଅପମାନ ପାଇଁ ନିଜର ସନମାନ କୁ ହରାଇବା ପାଇଁ କେବେ କେବେ ନାରୀ ସ୍ଵୟଂ ଉତ୍ତରଦାୟୀ ଅଟେ ଥରେ ଭାବିକି ଦେଖନ୍ତୁ ସନମାନ୍ ହରାଇବା ରୁ ବଞ୍ଚିବାକୁ ସର୍ବ ପ୍ରଥମେ ଆମକୁ ସନମାନ ସୀମା ଉପରେ ଦୃଷ୍ଟି ପକେଇବା ନିହାତି ଆବଶ୍ୟକ ଅଟେ ।

C

ହଁ ବନ୍ଧୁ ରାବଣ ସୀତା ଙ୍କୁ ଅପହରଣ ଏଥିପାଇଁ କରିପାରିଲା କାରଣ ସୀତା ତାଙ୍କର ସରଲତା ଯୋଗୁ ରାବଣ କୁ ସୀମା ଲଂହିବାକୁ ସହଜ କରିଦେଇଥିଲେ ଏବଂ ସେହି ଅଶୋକ ବାଟି ରେ ରାବଣ ସୀତା ଙ୍କୁ ସ୍ପର୍ଶ କରିପାରିଲା ନାହିଁ କାରଣ ରାବଣ ଓ ତାଙ୍କ ମଝି ରେ ଏକ ସମ୍ମାନ ପାଚେରୀ ତିଆରି କରିଥିଲେ । ଦର୍ଶକ ବନ୍ଧୁ ଜୀବନ ରେ ନା କହିବା ଶିଖନ୍ତୁ ସାହିବ ଶିଖନ୍ତୁ ଯଦି କେହି ଆପଣ ଙ୍କ ସାମ୍ନା ରେ ସୀମା ର ପାର କରିବା ର ଚେଷ୍ଟା କରୁଛି ତାହାଲେ ତାକୁ ସେଇଟି ଅଟେକେଇ ଦବା ଦରକାର ।

ଆପଣ ଙ୍କ ଉପର କୁ ଉଠୁଥିବା ପ୍ରଥମ ଆଘାତ କୁ ସେଇଠି ତାକୁ ଅଟକାଇ ଦବାଇ ଶିଖନ୍ତୁ ପୁଣି କେଉଁ ପୁରୁଷ ଟି ସାହସ ନେଇ କି ଆପଣ ଙ୍କ ର ଅପମାନ କରିବାକୁ ଚେଷ୍ଟା ମଧ୍ୟ କରିବ । କାରଣ ନାରୀ ଜନନୀ ଅଟେ ଆରାଧ୍ୟ ଅଟେ ସ୍ଵୟଂ କୁ ସରଳ ଭାବି ଆପଣ ମାନେ ଅପରାଧୀ ବନନ୍ତୁ ନାହିଁ ।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କରୋନକୁ ଶେଷ କରିବ ବାସି ପଖାଳ !! ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ

ପଖାଳ ଓଡ଼ିଆ ମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି …

Leave a Reply

Your email address will not be published. Required fields are marked *