ଆଜ୍ଞା ହଁ ଫ୍ରେନଡସ, ଯେପରିକି ଆପଣ ମାନେ ଜାଣିଥିବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟ ଅତୀତ ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଗତ ମନ ଡେ ଦିନ ବିରାଟ କୋହଲି ଏହାକୁ ଟ୍ବିଟ କରି ସାରା ଦେଶ ବସି ଙ୍କୁ ଜଣାଇଛନ୍ତି। ତେବେ ତାଙ୍କର ଏହି ପିତା ହେବାର ଖବର ଶୁଣି ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦେଶ ତଥା ଦେଶ ବାହାରେ ବିରାଟ କୋହଲି ଏବଂ ଅନୁଷ୍କାଙ୍କର ଅନେକ ଫ୍ଯାନ ଅଛନ୍ତି । ତେଣୁ ପ୍ରଶଂସକମାନେ କ୍ରମାଗତ ଭାବରେ ଜାଣିବାକୁ ଚାହାଁନ୍ତି ଯେ ସେମାନେ ନିଜ ଝିଅର ନାମ କଣ ରଖିଛନ୍ତି ।
ତାଙ୍କ ଝିଅର ନାମ ” ଅନଭି ” ରଖାଯାଇଛି ଯାହା ହିନ୍ଦୁ ଧର୍ମର ଏକ ନାମ ଏବଂ ଏହାକୁ ଏକ ଶୁଭ ନାମ ଭାବରେ ମଧ୍ୟ ବିବେଚନା କରାଯାଏ । ଯାହା ମାତା ଲକ୍ଷ୍ମୀ ଙ୍କର ଏକ ଅନ୍ୟ ନାମ ଅଟେ। ଯେତେବେଳେ ଏହି ଦମ୍ପତିଙ୍କ ଘରକୁ ସ୍ଵୟଂ ମାତା ଲକ୍ଷ୍ମୀ ଆସିସାରିଛନ୍ତି, ତା’ହେଲେ ତାଙ୍କ ନାଁ ବି ସେମିତି କାହିଁକି ନହେବ। ତେବେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ତାଙ୍କ ଝିଅର ନାମ କୁ କିଛି ଏହି ପରି ରଖିଛନ୍ତି।
ବିରାଟ କୋହଲି ଟ୍ୱିଟ୍ କରି ନିଜେ ପିତା ହେବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆମ ଦୁହିଁଙ୍କୁ ଏହା ଜଣାଇବା ସହିତ ବହୁତ ଖୁସି ଲାଗୁଛି କି, ଆମ ଘରେ ଜିଅ ଜନ୍ମ ନେଇଛି। ଆପଣଙ୍କ ପ୍ରେମ ଏବଂ ଶୁଭେଚ୍ଛା ପାଇଁ ଆମେ ଗଭୀର କୃତଜ୍ଞ। ଉଭୟ ଅନୁଷ୍କା ଏବଂ ଆମ ଝିଅ ଠିକ୍ ଅଛନ୍ତି। ଆମର ଏହି ସୌଭାଗ୍ୟ କି ଜୀବନର ଏହି ଅଧ୍ୟାୟକୁ ଅନୁଭବ କରିବାର ସୁଯୋଗ ମିଳିଲା। ଆମେ ଜାଣୁ ଯେ ଆପଣ ନିଶ୍ଚିତ ବୁଝିବେ କି ଏହି ସମୟରେ ଆମକୁ କିଛି ଗୋପନୀୟତା ଆବଶ୍ୟକ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ