Breaking News

ଯଦି ଆପଣ ଥାର୍ଡ ପାର୍ଟି ପେମେନ୍ଟ ଆପ୍ପ ବ୍ୟବହାର କରୁଥାନ୍ତି , ଜାଣନ୍ତୁ ନୂଆ ନିୟମ. . .

ଆଜ୍ଞା ହଁ ବନ୍ଧୁ ଗଣ, ଆପଣ ଗୁଗଲ ପେ, ଫୋନ ପେ ,ପେଟିଏମ ଏହି ଭଳି ଥାର୍ଡ ପାର୍ଟି ପେମେଣ୍ଟ ଆପ୍ପ ବ୍ୟବହାର କରୁଛନ୍ତି କି ?? ତେବେ ଜାଣନ୍ତୁ ଏହା ଉପରେ ଆସିଥିବା ନୂଆ ନିୟମ ନଚେତ ଆଗାମୀ ସମୟ ରେ ଏହାକୁ ବ୍ୟବହାର କଲେ ଆପଣ ହୋଈପାରନ୍ତି ଏହି ସବୁ ଆସୁ ବୈଧ ର ସମ୍ମୁଖିନ୍ନ |
ଥାର୍ଡ ପାର୍ଟି ପେମେଣ୍ଟ ଆପ୍ପ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକ ମାନଙ୍କ ପାଇଁ ଏହା ଏକ ବଡ ଖବର ହୋଈ ପାରେ | ଏନପିସିଆଇ (National payment corporation of india) ୨୦୨୧ ମସିହା ଜାନୁୟାରୀ ୨୧ ତାରିଖରୁ ଏହା ଉପରେ ୩୦ ପ୍ରତିଶତ କ୍ୟାବ ଲାଗୁ କରିଛି |

ଥାର୍ଡ ପାର୍ଟି ପେମେଣ୍ଟ ଆପ୍ପ ଗୁଡିକର ସ୍ବଚ୍ଛତା କୁ ବଜାୟ ରଖିବା ପାଇଁ NPCI ଏହି ଭଳି ନିସ୍ପତି ନେଇଥିବା କୁହାଯାଇଛି | ଆଗାମୀ ଦିନ ରେ ଏଥିରୁ ମିଳୁ ଥିବା ଫାଇଦା ଗୁଡିକୁ ବନ୍ଦ କରିବା ପାଇଁ NPCI ଏହା ଏକ ଗୁରୁତ୍ଵ ପୂର୍ଣ ପଦକ୍ଷେପ ବୋଲି ଏହା ଏକ ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି |

ଏହି ନିସ୍ପତି ରେ କୌଣସି ଗୋଟେ ପେମେଣ୍ଟ ଆପ୍ପ ର ଏକଢି କର ହେବ ନାହି ବୋଲି କୁହାଯାଉଛି | ବର୍ତ୍ତମାନ ସମୟ ରେ ପ୍ରତିଦିନ ପାଖାପାଖି ୨୦୦କୋଟି ଟଙ୍କା ର କାରବାର ଏହି ଆପ୍ପ ମାଧ୍ୟମରେ ଚାଲୁଅଛି | ଆଗାମୀ ସମୟରେ ଏହାର ମାତ୍ରା ଆହୁରି ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହୁଛି |


ଯାହା ଫଳରେ ଅନଲାଇନ ଠକେଇ ବଢି ବାର ସମ୍ଭାବନା ଅଧିକ ରହୁଛି | ଏସବୁକୁ ଆଖି ଆଗରେ ରାଖି NPCI ଏହି ସବୁ ଆପ୍ପ ଉପରେ ଲଗାମ ଲଗାଉଛି | ଏହାଛଡା ୨୦୨୧ ଜାନୁୟାରୀ ୧ ତାରିଖରୁ ଏହି ସବୁ ଆପ୍ପ ଗୁଡିକ ତୋଟାଲ ଭୋଲୁମ ର ମାତ୍ର ୩୦ ପ୍ରତିଶତ ବ୍ୟବହାର କରି ପାରିବେ | ଏହା ସହିତ ଚେକ ମାଧ୍ୟମରେ ଠକେଇ ରୋକୀ ବାକୁ ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *