ଦର୍ଶକବନ୍ଧୁ ଖୁବୁ ଶୀଘ୍ର ଇତି ଏବଂ ଆରବଙ୍କୁ ନେଇ ଆସୁଛି ଯାଉଛି ନୂଆ ଓଡ଼ିଆ ମେଘା ସିରିଏଲ ଏହି ସିରିଏଲ ଟିର ନାଁ ହେଉଛି ନିମନ୍ତ୍ରଣ | ଏହି ସିରିଏଲ ଟିରେ ଇତି ଏବଂ ଆରବ ଫୁଣି ଥରେ ଏକାଠି ନଜର ଆସିବାକୁ ଯାଉଛନ୍ତି | ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସବୁଠୁ ଲୋକ ପ୍ରିୟ ମେଘ ସିରିଏଲ ସିନ୍ଦୂରର ଅଧିକାର ସିରିଏଲରେ ଇତି ଏବଂ ଆରବ ଏକାଠି ଅଭିନୟ କରୁଥିଲେ ଏହି ସିରିଏଲ ରେ ଇତି ଏବଂ ଆରବ ଙ୍କ ଲୋଭ ରୋମାନ୍ସ କୁ ନେଇ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିବା ସହ ତ୍ରିକୋଣିଆ ଲୋଭ ଷ୍ଟୋରୀକୁ ମଧ୍ୟ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଥିଲେ |
ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାସ ପୂର୍ବରୁ ତରଙ୍ଗ ଟିଭିର ସବୁଠାରୁ ମେଘା ସିରିଏଲ ସିନ୍ଦୂରର ଅଧିକାର ସିରିଏଲ ଟିକୁ ଛାଡି ଦେଇଛନ୍ତି ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ଇତି ଈଓଟି ଏହି ସିରିଏଲ ଟିକୁ ଛାଡିବା ପରେ ତାଙ୍କ ପରିବର୍ତେ ଓଡ଼ିଆ ସିରିଏଲ ର ଜଣା ଶୁଣା ଅଭିନେତ୍ରୀ ସିମିରନ ଏହି ସିରିଏଲର ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିନ୍ଦୂରର ଅଧିକାର ସିରିଏଲ ଆରବ ଏବଂ ଇତି ଯୋଡି ନଷ ଦର୍ଶକ ମାନେ ଖୁବୁ ଭଲ ପାଇବା ଦେଉଥିଲେ |
ଏହି ସିରିଏଲକୁ ଛାଡିବା ପରେ ଇତିଙ୍କ ଫ୍ୟାନ ମାନେ ବହୁତ ମନ ଦୁଃଖ ମଧ୍ୟ କଲେ | ଇତିଙ୍କ ସୁସ୍ଥ ଅବସ୍ଥା ଖରାପ ହେବାରୁ ସେ ଏହି ସିରିଏଲ ଟିକୁ ଛାଡି ଦେଇଥିଲେ | ଇତିଙ୍କ ଫ୍ୟାନ ମାନଙ୍କ ପାଇଁ ଆସିଛି ଗୋଟିଏ ଖୁସି ଖବର ଇତି ଏବଂ ଆରବ ଗୋଟିଏ ନୂଆ ଓଡ଼ିଆ ସିରିଏଲ ନଜର ଆସିବାକୁ ଯାଉଛନ୍ତି ଏହି ସିରିଏଲ ତୀର ନାଁ ହେଉଛି ନିମନ୍ତ୍ରଣ ଏହି ସିରିଏଲ ଟିରେ ଇତି ଏବଂ ଆରବ ଙ୍କର ଲୋଭ ରୋମାନ୍ସ ଙ୍କୁ ଦର୍ଶକ ମାନେ ଫୁଣି ଥରେ ଦେଖିବାକୁ ପାଇବେ ଏବଂ ଏହି ସିରିଏଲ ଟିର ସୁଟିଙ୍ଗ ଏବେ ଖୁବୁ ଜୋର ଶୋରେ ଚାଲୁ ଅଛି |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …