Breaking News

ଇ-ଶ୍ରମ କାର୍ଡ କୁ ନେଇ ସରକାର ଆଣିଲେ ବଡ଼ Update ଶୀଘ୍ର କରନ୍ତୁ ଏହି କାମ ନେହେଲେ ଆପଣଙ୍କୁ ମିଳିବନି ଟଙ୍କା !

ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ କୋ-ଭି-ଡ ସମୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଶ୍ରମିକ ମାନଙ୍କ ପାଇଁ ଏକ ଯୋଜନା ଆରମ୍ଭ କରାଯାଇଥିଲା ଯେଉଁ ଯୋଜନା ରଖା ଯାଇଥିଲା ଇ-ଶ୍ରମ କାର୍ଡ ଯୋଜନା ସେହି ଟାଇମ୍ ରେ ଇ-ଶ୍ରମ କାର୍ଡ କୁ ନେଇକି ବୋହୁତ କିଛି ଶୁଣିବା ପାଇଁ ମିଳିଥିଲା ଇ-ଶ୍ରମ କାର୍ଡ ଶ୍ରମିକ ମାନଙ୍କୁ ଅନେକ କିଛି ମିଳିବା ପାଇଁ ଯାଉଛି ଇ-ଶ୍ରମ ପଇସା ମିଳିବା ପାଇଁ ଯାଉଛି ଏବଂ ଇ-ଶ୍ରମ ଶ୍ରମିକ ମାନଙ୍କୁ ବୋହୁତ କିଛି ଲାଭ ମିଳିବା ପାଇଁ ଯାଉଛି |

କିନ୍ତୁ ଏବେ ସୁଦ୍ଧା ଇ-ଶ୍ରମ କାର୍ଡ ଦ୍ବାରା ଶ୍ରମିକ ମାନଙ୍କୁ କିଛି ବି ବେନିଫିଟ ଦିଆଯାଇ ନାହିଁ ଏମିତି କିଛି ଗଣମାଧ୍ୟମରେ ଶୁଣିବା ପାଇଁ ମିଳୁଥିଲା UP ସରକାର ସେମାନଙ୍କର ରାଜ୍ୟରେ ଥିବା ଶ୍ରମିକ ମାନଙ୍କ ପାଇଁ ଇ-ଶ୍ରମ କାର୍ଡ ଜରିଆରେ 1 ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟ ଟ୍ରାନ୍ସଫର୍ କରିଥିଲା କିନ୍ତୁ ଅଦର ଷ୍ଟେଟ ହେଉ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ଵାରା ଇ-ଶ୍ରମ କାର୍ଡ ଜରିଆରେ ଶ୍ରମିକ ମାନଙ୍କୁ କିଛି ବେନିଫିଟ ଦିଆଯାଇ ନଥିଲା କିନ୍ତୁ ଦିନ ପରେ ଇ-ଶ୍ରମ କାର୍ଡ କୁ ନେଇକି କିଛି ଅପଡେଟ ଆସିଛି |

ଆସନ୍ତୁ ଜାଣିବା ଗଣ ମାଧ୍ୟମ ଜରିଆରେ ତାହା ସହିତ ୟୁଟୁବ ରେ ଦେଖିବା ପାଇଁ ମିଳୁଛି ଯେଉଁ ମାନେ ଇ-ଶ୍ରମ କାର୍ଡ ଆପ୍ଲାଏ କରିଛନ୍ତି ସେମାନଙ୍କ ଏବେ ଇ-ଶ୍ରମ କାର୍ଡ ରେ ନିଜର ଫେମିଲି ଆଇଡି କୁ ଅପଡେଟ କରିବା ପାଇଁ ପଡ଼ିବ ଏହା କଣ ଆଉ କେଉଁ ମାନେ ଏହାକୁ ଅପଡେଟ କରିବେ ପ୍ରଥମେ ହେଉଛି ଫେମିଲି ଆଇଡି କଣ ଆପଣମାନେ ଜାଣିଥିବେ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଛି |

ଏହି ଯୋଜନା ମାଧ୍ୟମରେ ଜଣେ ପରିବାର ମାଗଣା ଚିକିତ୍ସା ପାଇ ପାରିବେ ସେହିଭଳି ଓଡ଼ିଶାରେ ମଧ୍ୟ ବିଜୁ ସ୍ବାସ୍ଥ୍ୟକ୍ରମ ଆରମ୍ଭ କରାଯାଇଛି ଯେଉଁ ମାନଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟକ୍ରମ ଯୋଜନା କାର୍ଡ ଅଛି ସେମାନେ ମାଗଣାରେ ଚିକିତ୍ସା ପାଇଁ ପାରିବେ କିନ୍ତୁ ଏପର୍ଯ୍ୟନ୍ତ ଆମ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଏ ନାହିଁ ଏବେ ଯେଉଁ ଇ-ଶ୍ରମ କାର୍ଡ ରେ ଫେମିଲି ଆଇଡି ଅପଡେଟ କରା ଯାଉଛି |

ସେହି ଆଇଡି ଟି ହେଉଛି ଆୟୁଷ୍ମାନ ଭାରତ ଯୋଜନା ଆଇଡି ବା ଫେମିଲି ଆଇଡି ଯେଉଁ ମାନଙ୍କ ପାଖରେ ଆୟୁଷ୍ମାନ ଭାରତ ଯୋଜନା ଆଇଡି ଅଛି ସେମାନେ ଇ-ଶ୍ରମ କାର୍ଡ ରେ ଅପଡେଟ କରିବା ପାଇଁ ପଡ଼ିବ ପୂର୍ବରୁ ମଧ୍ୟ କୁହାଯାଇଥିଲା ଯେଉଁ ମାନେ ଇ-ଶ୍ରମ କାର୍ଡ ଆପ୍ଲାଏ କରିଛନ୍ତି ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ରେ ସାମିଲ କରାଯିବ ସେହି ବ୍ୟକ୍ତି ମାନେ ଫେମିଲି ଆଇଡି ଅପଡେଟ କରିବେ |

କିନ୍ତୁ ଏପର୍ଯ୍ୟନ୍ତ ଆମ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇ ନାହିଁ ସେଥି ପାଇଁ ଆମ ରାଜ୍ୟରେ ଯେଉଁମାନେ ଇ-ଶ୍ରମ ଆପ୍ଲାଏ କରିଛନ୍ତି ସେମାନଙ୍କୁ କୌଣସି ଅପଡେଟ କରିବା ପାଇଁ ପଡ଼ିବ ନାହିଁ ଆପଣମାନଙ୍କୁ କୌଣସି ଅପଡେଟ କରିବା ପାଇଁ ପଡ଼ିବ ନାହିଁ ଏହା ଅପଡେଟ ହେଉଛି ଅଦର ଷ୍ଟେଟ୍ ରେ ରହୁଥିବା ଶ୍ରମିକ ମାନଙ୍କ ପାଇଁ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.