Breaking News

ବଡ଼ ଖବର : ଇ-ଶ୍ରମ କାର୍ଡ ଥିଲେ ଖୁସି ଖବର ଜାଣି ନିଅନ୍ତୁ ମାସକୁ କେତେ ଟଙ୍କା ମିଳିବ !!

ଦର୍ଶକବନ୍ଧୁ ସମସ୍ତ ଅସଂଗଠିତ କ୍ଷେତ୍ର ରେ ସମସ୍ତ ପଂଜିକୃତ କର୍ମଚାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମାଧ୍ୟମରେ ଦୁର୍ଘଟଣା ବୀମା ର କଭ୍ରେଜ ଦିଆଯିବ ଯାହା ଏକ ବର୍ଷ ହେବ ଦୁର୍ଘଟଣା ଜନିତ ମୃତ୍ୟୁ ଏବଂ ସ୍ଥାଇୟ କ୍ଷମତା ମାମଲାରେ 2ଲକ୍ଷ ଟଙ୍କା ସୁବିଧା ମିଳିବ |ଆଉ ଆଂଶିକ କ୍ଷମତା ପାଇଁ 1ଲକ୍ଷ ଟଙ୍କା ଦେବା କଥା ଏହା ବ୍ୟତୀତ ପଂଜିକୃତ କରିବା କଥା କର୍ମଚାରି ମାନେ ପୋଟ୍ରାଲ ସାହାଯ୍ୟରେ ସରକାର 30 କୋଟି ଅସଂଘଠିତ କର୍ମଚାରି ଙ୍କୁ ପଞ୍ଜିକରଣ କରାଇବାକୁ ଚାହୁଁଛନ୍ତି |

ବନ୍ଧୁଗଣ ଏମାନେ ହେଉଛନ୍ତି ଶ୍ରମିକ ଯେଉଁଥିରେ ନିର୍ମାଣ ପ୍ରବାସୀ ରାସ୍ତା ଘାଟ ବିକ୍ରୟତା ବା ଘରୋଇ ଶ୍ରମିକ ଅନ୍ତର୍ଭୁକ୍ତ ଯେଉଁମାନେ ଏହି ପୋଟ୍ରାଲ ରେ ବିପଞ୍ଜୀକୃତ କରି ସେମାନେ ନିଜକୁ ସ୍ୱତନ୍ତ୍ର 12 ଅଙ୍କ ବିଶିଷ୍ଟ ଶ୍ରମ କାର୍ଡ ପାଇବେ |ତେବେ ପାଞ୍ଜିକରଣ କିପରି କରିବେ ତେବେ ପ୍ରଥମେ ଆପଣଙ୍କୁ ଇ-ଶ୍ରମ ଅଫିସିଲା ସାଇଡ କୁ ଯାଇ ସେଠାରେ ଆଧାର କାର୍ଡ ଆଉ ମାଗୁଥିବା ତଥ୍ୟ ଦେଇ ସରିଲା ପରେ ସେଠାରେ CAPTCHA CODE ଦେଇ ସମିଟ ଉପରେ କ୍ଲିକ କରନ୍ତୁ |

ଦର୍ଶକବନ୍ଧୁ ତାହା ପରେ ଆପଙ୍କ ସେ OTP ମାଗିବା ଆପଣ OTP ଦେଇସାରିଲା ପରେ ଆପଣଙ୍କ SCREEN ରେ ଆଧାର କାର୍ଡ ପରି ଇ-ଶ୍ରମ କାର୍ଡ ଆସିଯିବ ଏବଂ ସେହି କାର୍ଡ ଆଟିକୁ ଆପଣ ପ୍ରିଣ୍ଟ କରି ଲମିନେସନ କରି ବ୍ୟବହାର କରିପାରିବେ |ଆଉ ଆପଣ ମଧ୍ୟ ସେହି କାର୍ଡ ଟିକୁ DOWNLOAD କରି ରଖିପାରିବେ ଆଉ ସେହି କାର୍ଡ ରେ ମଧ୍ୟ ଏକ କେନ୍ଦ୍ରୀୟ HELP LINE NO ଦେଇଛନ୍ତି ସେଇ ନମ୍ବର ଟି ହେଉଛି 14434 ଅଟେ ଯାହାକି ପଞ୍ଜିକରଣ ପାଇଁ ଏହିଂ ନମ୍ବର ର ସାହାଯ୍ୟ ନେଇପାରିବେ |

ଆଉ ଆବେଦନ କାରି ମାନଙ୍କର ବୟସ 16-59 ମଧ୍ୟରେ ହୋଇଥିବା ଦରକାର ଆଉ ନୂଆ ସୁବିଧା କିଛି ଏପର୍ଯ୍ୟନ୍ତ ଆସିନାହିଁ ଆସିଲେ ଆମେ ନିଶ୍ଚିତ ଆପଣଙ୍କୁ ଜଣାଇବୁ ଆଶାକରୁଛୁ ଆମର ଏହି ଛୋଟିଆ ଖବର ଟି ଆପଣଙ୍କୁ ଭଲଲାଗିଥିବ ଧନ୍ୟବାଦ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.