Breaking News

I.P.L କ୍ୟାପଟେନ ଙ୍କ ଦରମା ଜାଣିଲେ ଆପଣ ଆଶ୍ଚର୍ଯ ହେବେ ?

ପ୍ରତିବର୍ଷ ଭଳି ଏଥର ମଧ୍ୟ ଯମୁଛି ଆଇପିଏଲ ର ଆସର | ଏପ୍ରିଲ ୯ ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ସଂଗ୍ରାମ କୁ ନେଇ ଏବେ ଚାରିଆଡେ ଚର୍ଚା | ବର୍ତ୍ତମାନ ସୁଦ୍ଧା ଆଇପିଏଲ ରେ କିଛି ମ୍ଯାଚ ଖେଳା ସରିଲାଣି ଆଉ ପ୍ରତେକ ଟି ମ୍ଯାଚ ହୋଇଛି ବେଶ ରୋମାଞ୍ଚକ | ସମସ୍ତେ ଜାଣନ୍ତି ଆଇପିଏଲ ଯେତିକି ରୋମାଞ୍ଚକ ଥାଏ ଏବଂ ସେତିକି ଟଙ୍କା ର ବର୍ଷା ମଧ୍ୟ ହୋଇଥାଏ | ଆଇପିଏଲ ଅକସନ ରେ କେଉଁ ଖେଳାଳି କେତେ ଟଙ୍କା ରେ ବିକ୍ରି ହେଲେ ତାହା ତ ଆପଣ ମାନେ ଜାଣିଥିବେ ନିଶ୍ଚିନ୍ତ | କଣ ଆପଣମାନେ ଜାଣନ୍ତି କି ଏହି ଦାମୀ ଦଳ ଗୁଡିକ ର କ୍ଯାପ୍ଟେନ କେତେ ଟଙ୍କା ପାଆନ୍ତି | ତେବେ ଆସନ୍ତୁ ଜାଣିବା |

ଏଥିମଧ୍ୟରେ ପ୍ରଥମେ ଆସୁଛନ୍ତି କୋଲକାତା ନାଇଟ ରାଇଡର୍ସ ର ଅଧିନାଯକ ଇୟନ ମୋର୍ଗାନ | ୨୦୧୩ ରୁ ତାଙ୍କୁ ମିଳିଛି ଅଧିନାୟକତ୍ଵ ର ଦାୟିତ୍ଵ | ତେବେ ଚଳିତ ବର୍ଷ ର ଆଇପିଏଲ ସୀଜନ ପାଇଁ ସେ ନେଉଛନ୍ତି ୫ କୋଟି ୨୫ ଲକ୍ଷ ଟଙ୍କା | ତେବେ ତାଙ୍କ ନେତୃତ୍ଵରେ ଖେଳୁଥିବା ଦୁଇଟି ମ୍ଯାଚ ରୁ ଦଳ ଗୋଟିଏ ମ୍ଯାଚ ଜିଟିଛି | ତେବେ ପୂର୍ବ ରୁ ଦଳ ର ଅଧିନାୟକ ଥିଲେ ଦିନେଶ କାର୍ତିକ |

ଦ୍ଵିତୀୟ ରେ ଆସୁଛନ୍ତି ରାଜସ୍ଥାନ ରୟ୍ଯାଲ୍ସ ର କ୍ଯାପ୍ଟେନ ସଞ୍ଜୁ ସାମସନ | ତେବେ ଆଇପିଏଲ ସୀଜନ ର ପ୍ରଥମ ଶତକ ମାରି ରେକର୍ଡ କରିଥିବା ସଞ୍ଜୁ ସାମସନ ଏହି ବର୍ଷ ପ୍ରଥମ ଥର ପାଇଁ ଏହି ଦଳ ର କ୍ଯାପ୍ଟେନ ହୋଇଛନ୍ତି | ତେବେ ସେ ଆଇପିଏଲ ର ଚଳିତ ସୀଜନ ପାଇଁ ନେଉଛନ୍ତି ୮ କୋଟି ଟଙ୍କା |

ତୃତୀୟ ରେ ଆସୁଛନ୍ତି ପଞ୍ଜାବ କିଂସ ର କ୍ଯାପ୍ଟେନ କେ . ଏଲ ରାହୁଲ | ତେବେ ସେ ଏହି ଚଳିତ ସୀଜନ ପାଇଁ ନେଉଛନ୍ତି ୧୧ କୋଟି ଟଙ୍କା |

ଏହା ପରେ ଚତୁର୍ଥ ରେ ଆସୁଛନ୍ତି ଡେଭିଡ ୱାର୍ନର | ନିଜର ଜବରଦସ୍ତ ବ୍ଯାଟିଂ ବଳରେ ଅନେକ ରେକର୍ଡ କରିଛନ୍ତି ସେ | ସେ ବର୍ତ୍ତମାନ ସନ ରାଇଜର୍ଷ ହାଇଦ୍ରାବାଦ ର କ୍ଯାପ୍ଟନ ରହିଛନ୍ତି | ତେବେ ସେ ଚଳିତ ବର୍ଷ ୧୨ କୋଟି ୫୦ ଲକ୍ଷ୍ୟ ଟଙ୍କା ନେଇଛନ୍ତି |

ଏହାପରେ ପଞ୍ଚମ ରେ ଆସୁଛନ୍ତି ଦିଲ୍ଲୀ କ୍ଯାପିଟାଲ୍ସ ର କ୍ଯାପ୍ଟେନ ଋଷବ ପନ୍ତ | ତେବେ ପ୍ରଥମ ଥର କ୍ଯାପ୍ଟେନ ଶିପ କରି ମଧ୍ୟ ସେ ନେଉଛନ୍ତି ୧୫ କୋଟି ଟଙ୍କା |


ଏହା ପରେ ଷଷ୍ଠ ରେ ଆସୁଛନ୍ତି ରୋହିତ ଶର୍ମା | ସେ ୨୦୧୧ ରୁ ଦଳର ଅଧିନାୟକତ୍ଵ ସମ୍ଭାଳି ଆସୁଛନ୍ତି | ତେବେ ଟଙ୍କା ଅଧିନାୟକତ୍ଵ ରେ ଦଳ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତି ସାରିଛି | ତେବେ ଚଳିତ ବର୍ଷ ସେ ନେଉଛନ୍ତି ୧୫ କୋଟି ଟଙ୍କା |

ଏହା ପରେ ସପ୍ତମ ରେ ଆସୁଛନ୍ତି ମହେନ୍ଦ୍ର ସିଂ ଧୋନୀ | ପ୍ରତି ବର୍ଷ ଆଇପିଏଲ ହୁଏ ଆଉ ପ୍ରତି ବର୍ଷ ଜେନ ଖେଳାଳି ବହୁତ ଚର୍ଚା ରେ ରହିଥାନ୍ତି ସେ ହେଉଛନ୍ତି ଧୋନୀ | ତେବେ ଟଙ୍କା ଅଧିନାୟକତ୍ବରେ ଦଳ ତିନି ଥର ଟାଇଟଲ ଜିତିଛି | ତେବେ ଚଳିତ ବର୍ଷ ସେ ଏହି କ୍ଯାପ୍ଟେନଶିପ କରିବା ପାଇଁ ନେଉଛନ୍ତି ୧୫ କୋଟି ଟଙ୍କା |

ଏହାପରେ ଅଷ୍ଟମ ରେ ଆସୁଛନ୍ତି ବିରାଟ କୋହଲୀ ତେବେ ଚଳିତ ବର୍ଷ ଆଇପିଏଲ ରେ ସେ ସବୁଠୁ ଅଧିକ ଟଙ୍କା ନେଉଛନ୍ତି | ତେବେ ସେ ନେଉଛନ୍ତି ୧୭ କୋଟି ଟଙ୍କା |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *