Breaking News

ଇଏ ହେଉଛନ୍ତି କୋଇ ମିଲଗେୟା ଫିଲ୍ମ ର ଯାଦୁ ଦେଖନ୍ତୁ …

ଦର୍ଶକବନ୍ଧୁ ବୋଲିଉଡ଼ ରେ ଏମିତି ବହୁତ ସାରା ଫିଲ୍ମ ଆସିଛି ଯାହାଙ୍କ ଅଭିନୟ ଆଜି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ମନେ ଅଛି ଏମିତି ହିଁ ହିନ୍ଦୀ ଫିଲ୍ମ ରେ ଏମିତି ଏକ ସୁପରହିଟ ଚଳଚ୍ଚିତ୍ର କୋଇ ମିଲ ଗେୟା | ରାକେଶ ରୋଶନ ଙ୍କ ଦ୍ୱାରା ନିର୍ମିତ ଏଇ ଫିଲ୍ମ ର ହିରୋ ତାଙ୍କ ପୁଅ ହୃତିକ ରୋଶନ ଥିଲେ କିନ୍ତୁ ଯେତିକି ଭଲପାଇବା ହୃତିକଙ୍କୁ ଏଇ ଫିଲ୍ମ ପାଇଁ ମିଳିଲା ତା ଠୁ ଅଧିକ ଭଲପାଇବା ଏଇ ଫିଲ୍ମ ରେ ଯାଦୁ କ୍ୟାରେକ୍ଟର କୁ ମିଳିଥିଲା |

ଯଦି ଆପଣ ଏଇ ଫିଲ୍ମ ଦେଖିଛନ୍ତି ତେବେ ଆପଣଙ୍କୁ ଯାଦୁ ନିହାତି ମନେ ଥିବ ଏଇ ଫିଲ୍ମ ରେ ଯାଦୁ ର କ୍ୟାରେକ୍ଟର ରେ କିଏ ଅଭିନୟ କରିଥିଲା ଏଇ କଥା ରାକେଶ ରୋଶନ କାହାକୁ ଭି ଜଣାଇ ନଥିଲେ କିନ୍ତୁ ଏ କଥାର ଏବେ ଖୁଲାସା ହୋଇ ସାରିଛି |

2003 ରେ ଆସିଥିବା ଏଇ ଫିଲ୍ମ ରେ ଯାଦୁ କ୍ୟାରେକ୍ଟର ରେ ଅଭିନୟ କରିଥିବା କଳାକାର ନାଁ ଅଶ୍ଲିନା ଇନ୍ଦ୍ରଵଧନ ପୁରହିତ ସେ ଏବେ ଆଉ ଏଇ ଦୁନିଆରେ ନାହାନ୍ତି ଯାଦୁ କ୍ୟାରେକ୍ଟର ପାଇଁ ଇନ୍ଦ୍ରଵଧନଙ୍କ କଷ୍ଟ୍ୟୁମ ଅଷ୍ଟ୍ରେଲିଆ ରୁ ଅର୍ଡ଼ର ଦିଆଯାଇ ବନାଯାଇଥିଲା ଆଉ ଏଇ କଷ୍ଟ୍ୟୁମ ର ଦାମ 1 କୋଟି ଟଙ୍କା ତେବେ ଆପଣମାନଙ୍କୁ ଏଇ ଫିଲ୍ମ କେମିତି ଲାଗିଥିଲା ଆମକୁ କମେଣ୍ଟ ରେ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.