Breaking News

ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ସିଙ୍ଗର ହୁମାନ ସାଗର Human Sagar ଙ୍କ ସଫଳତା ପଛର କାହାଣୀ ଆଉ ତାଙ୍କ ପରିବାର ବିଷୟରେ..

ଆପଣ ମାନେ ଓଲିଉଡ ସିଙ୍ଗର ହୁମାନ ସାଗର ଙ୍କୁ ସମସ୍ତେ ଜାଣିଥିବେ।ଆଜି ଆମେ ଆପଣ ମାନଙ୍କୁ କହିବୁ ହୁମାନ ସାଗର ଙ୍କ ପରିବାର ବିଷୟରେ ଯାହାକି ଆପଣ ମାନେ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା ।ଆପଣ ମାନେ ଜାଣିଥିବେ ହୁମାନ ସାଗର ତାଙ୍କ ସୁନ୍ଦର ଗୀତ ଗାଇବା କୁ ନେଇ ଓଡ଼ିଶାର ଘରେ ଘରେ ପରିଚିତ।ତାଙ୍କର ଏହି ସୁନ୍ଦର ଗୀତ ପାଇଁ ସେ ଖୁବ କମ ଦିନରେ ବହୁତ ଲୋକପ୍ରିୟତା ହାସଲ କରିପାରିଥିଲେ।ତାଙ୍କର ସବୁ ଗୀତ ଗୁଡ଼ିକ ହିଟ ମଧ୍ୟ ହୋଇଛି।


ଆପଣ ମାନେ ଜଣିଛନ୍ତି କି ହୁମାନ ଙ୍କର ଘର କୋଉଠି।ତାଙ୍କ ଘର ହେଉଛି ବଲାଙ୍ଗୀର ର ଟିଟଲାଗଡ ସହରରେ ।ସେ ବର୍ତ୍ତମାନ ତାଙ୍କ ପରିବାର ଙ୍କ ସହ ବଲାଙ୍ଗୀର ରେ ରହୁଛନ୍ତି । ପରିବାରରେ ତାଙ୍କ ବାପା, ମା, ତାଙ୍କ ସ୍ତ୍ରୀ ଓ ତାଙ୍କର ଏକ ମାତ୍ର ଝିଅ ଅଛନ୍ତି । ବର୍ତ୍ତମାନ ହ୍ୟୁମାନ ସାଗରଙ୍କ ବୟସ ହେଉଛି 30 ବର୍ଷ। ହ୍ୟୁମାନ ସାଗରଙ୍କ ବାପା ଅଲ ଇଣ୍ଡିଆ ରେଡିଓ ରେ ନିର୍ଦ୍ଦେଶନା ଦେଉଥିଲେ ।


ହୁମାନ ସାଗର ଙ୍କ ମା ଜଣେ ଭଲ ଗାୟିକା ମଧ୍ୟ।ହୁମାନ ସାଗର ଡାକ୍ତରି ପାଠ ପଢ଼ିଛନ୍ତି।ସେ ଗୀତ ଗାଇବା ପାଇଁ ଡାକ୍ତରି ପଢିବା ଛାଡିଦେଲେ।ହୁମାନ ଛୋଟ ବେଳୁ ଗୀତ ଗାଇବା ପାଇଁ ଇଚ୍ଛା କରିଥିଲେ।ସେ ଛୋଟ ବେଳେ ତାଙ୍କ ଗାଁ ଡ୍ରାମା ରେ ମଧ୍ୟ ଗୀତ ଗାଉଥିଲେ।


ହୁମାନ ସାଗର ତରଙ୍ଗ ଟିଭି ର ଏକ ରିଅଲିଟି ସୋ ଭଏସ ଅଫ ଓଡିଶା ସିଜନ 2 ରେ ୱିନର ହୋଇ ଲୋକପ୍ରିୟତା ହାସଲ କରି ପାରିଥିଲେ।ସେବେଠୁ ଓଲିଉଡ ଜଗତରେ ରାଜ କରି ଆସୁଛନ୍ତି ହୁମାନ ସାଗର।ତାଙ୍କର ସବୁ ଗୀତ ଗୁଡିକ ସୁପର ହିଟ ହୋଇଛି।ହୁମାନ 300 ରୁ ଅଧିକ ଗୀତ ଗାଇ ସାରିଲେଣି।


ତାଙ୍କର ସବୁ ଗୀତ ଗୁଡିକ ସୁପର ହିଟ ହୋଇଛି।ତାଙ୍କ କଣ୍ଠ ର ଯାଦୁ ରେ ଖୁବ କମ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଛନ୍ତି।ତାଙ୍କ କଣ୍ଠ ର ଯାଦୁ ରେ ଦର୍ଶକ ମାନଙ୍କ ମନ ଜିତିପାରିଛନ୍ତି।ସେ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ ସେଥିପାଇଁ ଅଧାରୁ ଡ଼ାକ୍ତରୀ ପଢିବା ଛାଡି ଦେଇଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *