Breaking News

ହୁମା ମନ୍ଦିର ରେ ମାଛ କାଟୁ କାଟୁ ମାଛ କାହିଁକି ପଥର ହୋଇଗଲା ଏବଂ Huma ମନ୍ଦିର ବକ୍ର ହେଲା କେମିତି, ଏହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…..

ଦର୍ଶକବନ୍ଧୁ ଗୋଟେ ଗାଁରେ ଜଣଙ୍କର ଗୋଟେ ଗାଈ ଥିଲା ସେହି ଗାଈକୁ ଚରିବା ପାଇଁ ଜଣେ ଗାଈ ଚରୁଆଳି ମଧ୍ୟ ଥିଲେ ସେ ସବୁ ଦିନ ଗାଈକୁ ମହାନଦୀ କୂଳକୁ ଗାଈ ଚରାଇବାକୁ ଆସୁଥିଲେ ଏବଂ ସାନ୍ଧ୍ୟ ବେଳେ ସେ ଘରକୁ ଫେରୁଥିଲେ ସବୁ ଠିକୀ ଚାଲୁଥିଲା କିନ୍ତୁ ଦିନେ ଗାଈର ମାଲିକ ଆର୍ଥିତ ହୋତା ବାବୁ ଅନୁମାନ କଲେ ଗାଈର କ୍ଷୀର ଦେବାର ପରିମାଣ ଧୀରେ ଧୀରେ କମିବାରେ ଲାଗିଛି ସେ ସଙ୍ଗେ ସଙ୍ଗେ ଗାଈ ଚରୁଆଳି କୁ ପ୍ରଶ୍ନ କଲେ ଯେ ଗାଈର ଏମିତି ଗୋରସର ପରିମାଣ କାହିଁକି ଆପେ ଆପେ କମିବାରେ ଲାଗିଛି |

ଏମିତି କହି ହୋତା ବାବୁ ନିଜେ ଗାଈର ଲାଞ୍ଜକୁ ଧରି ସେ ନେଜେ ଗାଈ ଚରାଇବାକୁ ଗଲେ ସେ ଯିବା ବାଟରେ ସେ ଅନୁଧ୍ୟାନ କଲେ ସେ ଗାଈଟି ମହାନଦୀର ଆରପାରିକୁ ଯାଇ ଗାଈଟି ଗୋଟେ ପ୍ରସ୍ତର ଉପରେ ନିଜ ଗୋରସକୁ ଢାଳୁଥାଏ | ଅର୍ଥତା ତା ଗୋରସ ସେହି ପ୍ରସ୍ତର ଉପରେ ଆପେ ଆପେ ଝରୁଥାଏ ହୋତା ବାବୁ ଦେଖି ଆଶ୍ଚର୍ଯ୍ୟ ହେଲେ ସେ ଭାବିଲେ ଯେ ଏଠି ପ୍ରଭୁ ଶିବ ଅଙ୍କର ଉଭାନ ହୋଇଛନ୍ତି ଏବଂ ସେ ପ୍ରସ୍ତରଟି ଦେଖିବାକୁ ଲିଙ୍ଗ ଭଳିଆ ସେହି ଦିନ ଠାରୁ ହୋତା ବାବୁ ସେହି ସ୍ଥାନକୁ ସେ ଗାଈକୁ ଆଉ ମନା କଲେ ନାହିଁ ଆଉ ନିଜେ ପୂଜା ଅର୍ଚନା କଲେ |

ଏମିତି କିଛି ଦିନ ଗଲା ତାଙ୍କ ପୂଜା ଅର୍ଚନା ଖବର ସମ୍ବଲପୁର ର ରାଜା ବଳରାମ ଦେବଙ୍କ କାନରେ ବାଜିଲା ଏବଂ ସ୍ୱୟଂ ବଳରାମ ଦେବ ସେହି ସ୍ଥାନକୁ ପରି ଭ୍ରମଣ କରିବାକୁ ଆସିଲେ ଏବଂ ଘଟଣାକୁ ବୁଝିଲେ ଏମିତି କିଛି ଦିନ ଗଲା ରାଜାଙ୍କୁ ସ୍ବପ୍ନ ହେଲା | ସ୍ୱପ୍ନ ରେ ଆସି ପ୍ରଭୁ ଶିବ ଶଙ୍କର କହିଲେ ଯେ ମତେ ଏହି ସ୍ଥାନରେ ତୁ ପୂଜା କର ଏବଂ ମୋର ଏକ ଭବ୍ୟ ମନ୍ଦିର ନିର୍ମାଣ କର ଏତିକି ଶୁଣି ରାଜା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ |

ଏମିତି ଅନେକ ଦିନ ଗଲା ମନ୍ଦିର ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହେଲା କିନ୍ତୁ ମନ୍ଦିରର ନାମ ହେଲା ହୁମା ହେଲା କେମିତି | ସାଧରଣତ ଆପଣ ମାନେ ଜାଣିଥିବେ ଯିଏକି ଗୋଟେ ଗାଈ ବଳଦ ବୋବେଇଲା ବେଳେ ହୁମା ହୁମା କହି ବୋବେଇ ଥାନ୍ତି ନା ସେହି ହୁମା ହୁମାରୁ ସେଥିପାଇଁ ମନ୍ଦିରର ନାମ ହେଲା ହୁମା ମନ୍ଦିର ସେହି ଦିନ ଠାରୁ ନେଇ ଆଜି ପର୍ଯ୍ୟନ୍ତ ପ୍ରଭୁ ଶିବ ଶଙ୍କର ଏହି ମନ୍ଦିରରେ ପୂଜା ପାଉଛନ୍ତି |

କିନ୍ତୁ ଏହି ମନ୍ଦିରରେ ଅନେକ ଘଟଣା ଓ ଦୃଘଟଣା ମଧ୍ୟ ଘଟିଛି ଆଜି ଆମେ ଯେଉଁ ଘଟଣା ଉପରେ ଆଲୋଚନା କରିବା ସେହି ଦୃଘଟଣା ହେଉଛି ଟିକେ ଅନ୍ୟତମ ସ୍ଥାନୀୟ ଲୋକ ମାନଙ୍କ ମତରେ ଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ମାଛ ଧରିବା ପାଇଁ ମହାନଦୀରେ ଜାଲ ପକାଇ ମାଛ ଧରୁଥାନ୍ତି ଯେତେବେଳେ ଅନ୍ୟ ସ୍ତନରୁ ମାଛ ନପାଇ ଆସି ମନ୍ଦିର ନିକଟସ୍ଥ ପାଖରେ ନଦୀରେ ମାଛ ଧରିବା ପାଇଁ ଚେଷ୍ଟା କଲେ ଏବଂ ଜାଲ ବିଛାଇ ମାଛ ମାନଙ୍କୁ ଧରି ଆଣି ପନିକିରେ କାଟିବା ପାଇଁ ପ୍ରଚେଷ୍ଟା କଲେ ସେତେବେଳେ ସେହି ମହିଳା ଜନନଙ୍କ ମାଛ ଶରୀର ପ୍ରସ୍ତର ପାଲଟିଯାଇଥିଲା |

ହୁମା ମନ୍ଦିର ଯେତେବେଳେ ନିର୍ମାଣ ହୋଇଥିଲା ତାକୁ ଯେତେବେଳେ ବଳରାମ ଦେବେ ନିର୍ମାଣ କରିଥିଲେ ମହାନଦୀ ଏବଂ ମହାନଦୀର ବନ୍ୟାକୁ ଆଖି ଆଗରେ ରଖି ମନ୍ଦିରକୁ ନିର୍ମାଣ ବେଳଠାରୁ ବକ୍ର କରାଯାଇଥିଲା ଆଉ କେତେ ଲୋକ ମାନଙ୍କ ମତରେ ଠାରେ ମହାନଦୀରେ ବାଟି ଆସିବା ଯୋଗୁଁ ବାତ୍ୟାର ଖୁବୁ ପ୍ରଭାବରେ ମନ୍ଦିରରଟି ଆପେ ଆପେ ବକ୍ର ହୋଇଯାଇଛି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.