Breaking News

ହୃଦୟ ଜିତିଲା ଆମେରିକା ।। ଭ୍ୟାକସିନ ନିର୍ମାଣ ଦିଗରେ ଆମେରିକାର ବଡ଼ ସହଯୋଗ !!

ଦର୍ଶକବନ୍ଧୁ ଭାରତର ଦୀର୍ଘ ଦିନ ର ପ୍ରୟାସ ଏବେ ସଫଳ ହୋଇଛି। ଭ୍ୟାକସିନ ନେଇ ଭାରତ ଏବଂ ତାର ପଡୋଶୀ ରାଷ୍ଟ୍ର ମାନଙ୍କର ଯେଉଁ ଅସୁବିଧା ରହିଥିଲା ଏହାକୁ ଅତି ସହଜ ଓ ସରଳ ଉପାୟରେ ସମାଧାନ କରିଛି ଆମେରିକା।ଏମିତି ବି ଭ୍ୟାକସିନ ମାମଲାରେ କିଛିଦିନ ତଳେ ଆମେରିକା ଭାରତକୁ ବିରୋଧ କରିଥିଲା। ବିରୋଧ କରୁଥିଲା ଅର୍ଥ ଏହା ବାଇଡେନ କରିନଥିଲେ ମାତ୍ରଏହା ଟ୍ରମ୍ପଙ୍କ ସମୟରେ ହୋଇଥିଲା କାରଣ ଆଗରୁ ଟ୍ରମ୍ପ ଙ୍କ ସମୟରେ ଯେଉଁ ନିୟମ ଥିଲା ଏହାକୁ ଉଠେଇବା ନେଇ ଭାରତ ଆମେରିକା ଉପରେ ଚାପ ପକେଇଥିଲା।

ଏସବୁ କରିବା ପଛରେ ଭାରତର ଦୁଇଟି ଆଭିମୁଖ୍ୟ ଥିଲା ପ୍ରଥମ ଟି ହେଲା ଭାରତ ଏକ ଜନବହୁଳ ପୂର୍ଣ୍ଣ ରାଷ୍ଟ୍ର। ଯେତେବେଳେ ଏଠି କୋରନା ସଂକ୍ରମଣ ତାର ଚରମ ସୀମା ରେ ପହଁଚିଲା ସରକାର ସମସ୍ତ ପ୍ରକାର ମେଡିକାଲ ବ୍ୟବସ୍ତା ଖାଦ୍ୟପେୟ ସମସ୍ତ ଛୋଟ ବଡ଼ ଦେଶ କୁ ଯୋଗାଇଲେ ମାତ୍ର କୋରନା ସ୍ଥିତିରେ କୌଣସି ପ୍ରକାର ସୁଧାର ଦେଖାଗଲାନାହିଁ।ସେତେବେଳକୁ ଦେଶରେ ଏକ ମାତ୍ର ଆଶା ଭରସା ଥିଲା ଭ୍ୟାକସିନ ବା ଟୀକାକରଣ। ମାତ୍ର ଅସୁବିଧା ଟି ହେଲା ଟିକା ନିର୍ମାଣ କରିବାପାଇଁ ଯୋଉ କଞ୍ଚାମାଲ ଦରକାର ତାହା ଆମେରିକାରୁ ହିଁ ରପ୍ତାନି କରାଯାଇଥାଏ। ମାତ୍ର ଆମେରିକାର ଏକ ଆକ୍ଟ ଅନୁଯାୟୀ ନିଜ ଦେଶରେ ସୁଧାର ଆସିସରିବା ପରେ ହିଁ ଅନ୍ୟ ରାଷ୍ଟ୍ରକୁ ସାହାଯ୍ୟ କରାଯିବ ଏପରି କହିଥିଲା।

ଆମେରିକାର ଏପରି ସ୍ୟାର୍ଥପରତା ଚିନ୍ତାଧାରା ଯୋଗୁଁ ଭାରତ ଅମେରିକକୁ ବିରୋଧ କରିଥିଲା। ଦ୍ୱିତୀୟ ଅଭିମୁଖ୍ୟ ଟି ହେଲା ବିଶ୍ୱରେ ଏମିତି ବି କିଛି ରାଷ୍ଟ୍ର ଅଛନ୍ତି ଯେଉଁମାନେ ଭ୍ୟାକସିନ ନିର୍ମାଣ କରିବାକୁ ସକ୍ଷମ ନୁହଁନ୍ତି। ତେଣୁ ଭାରତ ଏହିସବୁ ଗରିବ ରାଷ୍ଟ୍ର ଗୁଡିକୁ ସାହାଯ୍ୟ କରିବାପାଇଁ WTO ରେ ଏକ ପ୍ରସ୍ତାଵ ରହିଥିଲାଯେ ଯେଉଁ ଯେଉଁ ରାଷ୍ଟ୍ର ନିଜ ନିଜ ଦେଶରେ ଭ୍ୟାକସିନ ପ୍ରସ୍ତୁତ କରୁଛନ୍ତି ସେମନେ ନିଜର ପେଟେଣ୍ଟ ମୁକ୍ତ କରିଦିଅନ୍ତୁ ଫଳରେ ସମସ୍ତ ରାଷ୍ଟ୍ର ସେହି ଫରମୁଲା ku ବ୍ୟବହାର କରି ନିଜସ୍ୱ ଭାବେ ଭ୍ୟାକସିନ ପ୍ରସ୍ତୁତ କରିପାରିବ।


ମାତ୍ର ଏବେ ଖୁସିର ଖବର ଯେ ଆମେରିକାର ୟୋ ବାଇଡେନ ଅନେକ ବିରୋଧ ସତ୍ୱେ ଭ୍ୟାକସିନ ର ଫର୍ମୁଲା କୁ ପେଟେଣ୍ଟ ମୁକ୍ତ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ବିଲଗେଟ୍ସ ଯିଏକି ଭାରତର ବନ୍ଧୁ ଓ ଭାରତରୁ ପୁରସ୍କାର ପାଇଛନ୍ତି ସିଏ ମଧ୍ୟ ପେଟେଣ୍ଟ ମୁକ୍ତ ନ କରିବା ପାଇଁ ଆମେରିକା ପ୍ରସାସନ କୁ ବିରୋଧ କରିଥିଲେ।ଏମିତିକି ଟ୍ରମ୍ପ ଙ୍କ ସାଂସଦ ର ସଦସ୍ୟ ମାନେ ମଧ୍ୟ ଏହି କମ୍ପାନୀ ସହ ମିଶି ଭ୍ୟାକସିନ କୁ ପେଟେଣ୍ଟ ମୁକ୍ତ ନ କରିବା ପାଇଁ ବିରୋଧ କରିଥିଲେ। ଏହି ସମସ୍ତ ପ୍ରତ୍ୟାଖାନ ସତ୍ଵେ ବାଇଡେନ ଯେଉଁ ନିଷ୍ପତି ନେଇଛନ୍ତି ତାହା ନିଶ୍ଚିତ ପ୍ରଂସଶା ଯୋଗ୍ୟ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *