Breaking News

ଭିଡିଓ ଦେଖନ୍ତୁ – ଓଡିଆ ହିରୋଇନ ମାନେ କେମିତି ନିଜ ବୟ ଫ୍ରେଣ୍ଡଙ୍କ ସହ ରୋଜ ଡେ ପାଳନ କରିଲେ

ପ୍ରେମର ଅର୍ଥର ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଅର୍ଥ ହୋଇଥାଏ । ଏହା କାହା ପାଇଁ ଏକ ମଧୁର ଯନ୍ତ୍ରଣା ତ ଆଉ କାହା ପାଇଁ ମାତାଳ ବେଫିକର ବେ ହିସାବ ଜୀବନ । କିଏ ଏଥିରେ ନିଜର ସାରା ଜୀବନର ସାଥିକୁ ଖୋଜେ ତ ଆଉ କିଏ ନିଜ ଯୌବନର ସାଥି ଖୋଜେ । କିନ୍ତୁ ବାସ୍ତବ ହେଲା ଯେ ପ୍ରେମ ବା ସ୍ନେହ ମମତା କେବେ କାହାରି ବୋଲ ମାନେ ନାହିଁ ଅର୍ଥାତ ପ୍ରେମକୁ କୌଣସି ଏକ ନିର୍ଦ୍ଧିଷ୍ଟ ସଜ୍ଞା ଭିତରେ ବାନ୍ଧି ହୋଇ ରହି ପାରେ ନାହିଁ । ପ୍ରେମ ଫେବୃୟାରୀ ମାସରେ ଝରି ପଡୁଥିବା ଅଜର୍ସ କୃଷ୍ଣଚୂଡାର ଲାଲ ପାଖୁଡା ପରି ।

ଭରା ଯୌବନରର ଏକ ବେଲଗାମ ଘୋଡାର ମନ ଟିଏ ପରି । ପ୍ରେମ କୌଣସି ନିର୍ଦ୍ଧିଷ୍ଟ ଦିନରେ ସମିତି ରହେ ତଥାପି ଏହାକୁ ନିର୍ଦ୍ଧିଷ୍ଟ ତାରିଖରେ ପାଳନ କରିବା ଆଇନ ଯୁବ ପିଢୀଙ୍କ ମନରେ ଭରି ରହିଛି ଉତ୍କଣ୍ଠା । ପ୍ରତି ବର୍ଷ ପ୍ରେମୀ ମାନେ ଫେବୃୟାରୀ ୧୪କୁ ପ୍ରେମ ଦିବସ ରୂପେ ପାଳନ କରି ଆସୁଛନ୍ତି । ଏହି ପ୍ରେମ ଦିବସକୁ ପାଳନ କରିବା ପାଇଁ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ ତତ୍ପରତା । ଫେବୃୟାରୀ ୭ ତାରିଖକୁ ପ୍ରେମ ଦିବସର ପ୍ରଥମ ଦିନ ରୂପେ ପାଳନ କରାଯାଇଥାଏ । ଆଉ ଏହି ଦିନକୁ ରୋଜେ ଡେ ବା ଗୋଲାପ ଦିବସ ବୋଲି କୁହାଯାଏ ।

ଏହି ପ୍ରେମ ସପ୍ତାହକୁ ପ୍ରେମୀ ମାନେ ଏତେ ସୁନ୍ଦର ଭାବେ ପାଳନ କରୁଛନ୍ତି ଯେ ମୂହୁର୍ତ୍ତ ମୂହୁର୍ତ୍ତର ସ୍ମୃତି ସାଇତ ଦେଉଛନ୍ତି ନିଜ ମନର କାନ୍ଭାସରେ । ଏହି ରୋଜ ଡେ ନାଲି, ଧଳା, ଗୋଲାପୀ ଠାରୁ ଆରମ୍ଭ କରି ହଳଦିଆ ଗୋଲାପ ପର୍ଯ୍ୟନ୍ତ ଗୋଲାପର ଗୁଚ୍ଛକୁ ନିଜ ମନର ମଣିଷ ହାତରେ ଧରେଇ ଦେବା ପାଇଁ ଇଚ୍ଛା ହୋଇଥାଏ । ଏହି ପ୍ରେମ ଦିବସକୁ ନେଇ ସୋସିଆଲ ମିଡିଆରେ ଅନେକ କଥା ଓ ଅନେକ କବିତା ଲେଖା ହୋଇଥାଏ । ଆମେ ଆଜି ଆପଣ ମାନଙ୍କୁ ଦେଖାଇବୁ କିପରି ଓଡିଶାର ଲୋକ ପ୍ରିୟ କଳାକାର ମାନେ ଏହି ପ୍ରେମ ସପ୍ତାହର ପ୍ରେମ ଦିନକୁ ପାଳନ କରିଥିଲେ ।

ଏହି ଗୋଲପ ହେଉଛି ପ୍ରେମର ପ୍ରତୀକ । ସମ୍ପର୍କକୁ ଦୃଢ କରିବା ପାଇଁ ଗୋଲାପ ଦିଆ ଯାଇଥାଏ । ରୋଜ ଡେ ନିଜ ସାଥିକୁ ଗୋଲାପ ଦେଇ ନିଜର ପ୍ରେମକୁ ପ୍ରକାଶ କରାଯାଇଥାଏ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *