ବନ୍ଧୁଗଣ ଏହୀ ବର୍ଷ ମାର୍ଚ୍ଚ ମାସ ୧୯ ତାରିଖ ଶନିବାର ଦିନ ରଙ୍ଗ ର ପର୍ବ ହୋଲି ପର୍ବ ପଡ଼ିବାକୁ ଯାଉଛି ଦୀର୍ଘ ୫୧ ବର୍ଷ ପରେ ଏଇ ବର୍ଷ ହୋଲି ରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ଯରେ ଏକ ମହା ସଂଯୋଗ ହେବାକୁ ଯାଉଛି । ଏହି ଦିନ ହସ୍ତ କନ୍ୟା ମହା ସଂଯୋଗ ଲାଗିବାର ଯୋଗ ରହିଛି ଅହି ସଂଯୋଗ କାରଣ ରୁ ଚନ୍ଦ୍ରମା କନ୍ୟା ରାଶି ରେ ରହିବେ ଅବଂ ଗୁରୁ ଧନ ରସି ରେ ରହିବେ |
ଅମିତି ସଂଯୋଗ କୁ କୃଷ୍ନଛୁଡ଼ା ମହା ସଂଯୋଗ ବୋଲି କୁହା ଯାଏ। ଅହି ସଂଯୋଗ ଫଳରେ ରାଶି ଚକ୍ର ରେ ୧୨ ଗୋଟି ରାଶି ମାନଙ୍କ ମଧ୍ୟରୁ ୮ ଟି ରାଶି ଉପରେ ସକାରାତ୍ମକ ପ୍ରଭାବ ପଡ଼ିବାପାଇଁ ଯାଉଅଛି।ଅବଙ୍ଗ ଅହି ରାଶି ର ବ୍ୟକ୍ତି ମାନଙ୍କ ଯବନ ରେ ଖୁସି ର ରଙ୍ଗ ମଧ୍ୟ ଭାରିବ। ତବେ ଆସନ୍ତୁ ଜାଣିବା ସେହି ସବୁ ରସି ମନଙ୍କ ବିଷୟ ରେ । ବନ୍ଧୁ ମାନେ କୃଷ୍ଣଚୁଡ଼ା ସଂଯୋଗ ଯୋଗୁ ଅହି ରସି ମାନଙ୍କ ମଧ୍ୟରେ ଚାକିରି ର ଯୋଗ ବାନିବ ପାଣି ଯାଉଅଛି |
ଆପଣଙ୍କର ଭାଗ୍ୟ ଆପଣଙ୍କର ସଥ ଦବ ଆବଂ ଅଭିବାହିତ ଲୋକ ମାନଙ୍କର ଯିବନ ରେ ବିବାହ ର ଯୋହ ରହି ଅଛି ଏଥିସହିତ ବିବହିତ ବ୍ୟକ୍ତି ମାନଙ୍କର ଯବନ ରେ ମଧୁରତା ଆସିବ ଏମାନଙ୍କୁ ପରିବାର ରେ ସୁଖ ବିଶ୍ନେସ ରେ ଲାଭ ଚାକିରି ରେ ପ୍ରମୋସନ ଏବଂ ସମାଜ ରେ ସାମାଜିକ ମାନ ପ୍ରତିଷ୍ଠା ମିଳିବ ତାହା ସହିତ ଏହି ରସି ରେ ଧନ ଲାଭ ର ସୁବର୍ଣ୍ଣ ସୁଯୋଗ ରହିଛି ।
ଅହି ରସି ରେ କୃଷ୍ଣ ଚୁଡ଼ା ଯୋଗ ର ବିଶେଷ ଲାଭ ମିଳିବ ପାଇ ଯାଉଅଛି। ଆପଣ ଙ୍କ ବ୍ୟାପାର ରେ ଲାଭ ହେବ ଆପଣ ଚାକିରୀ ରେ ପ୍ରମୋସନ୍ ପାଇବେ ଅଵଂ ଆପଣଙ୍କର ଯିବନ ସାଥୀ ଙ୍କ ସହ ଆପଣଙ୍କ ର ସମ୍ପର୍କ ମଧ୍ୟ ଭଲ ରହିବ ଆପଣଙ୍କୁ ଅହି ହୋଲି ରେ ନୂଆ ଜଣ ବହନ କିଣାକିଣି କରିବା ର ଯୋଗ ରହିଛି ଆବଙ୍ଗ ଆପଣଙ୍କର ପୁରୁଣା ସମସ୍ୟା ବି ସମାଧାନ ହୋଇବ|
ଆପଣଙ୍କର ଭାଗ୍ୟ ବି ଆପଣଙ୍କର ସାଥ ଦବ ଏବଂ ଆପଣଙ୍କ ର ଭାଗ୍ୟ ରେ ମଧ୍ୟ ଅଚାନକ ପରିବର୍ତ୍ତନ ହୋଇପରେ ତେବେ ବନ୍ଧୁଗଣ ଆମେ ଜେଉଁ ସବୁ ରାଶି ମାନଙ୍କ ବିଷୟ ରେ ଆଲୋଚନା କରୁଥିଲେ ସେମାନେ ହେଉଛନ୍ତି ମେଷ ରାଶି,ବୃଷ ରାଶି, ସିଂହ ରାଶି, କନ୍ୟ ରଶି, ମକର ରାଶି, କୁମ୍ଭ ରାଶି ଓ ମିନରାଶି ।
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …