Breaking News

ଝିଅ ଆମର ନୂଆ ବୋହୁ ସିରିଏଲରେ କରୁଥିବା ହିତେଶା ବାଗ ଓ ପୂଜାଙ୍କ ପରିବାର ରେ କିଏ କିଏ ଅଛନ୍ତି ଓ Puja ଙ୍କର ପ୍ରକୃତ ନାମ କଣ ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଝିଅ ଆମର ନୂଆ ବୋହୁ ସିରିଏଲରେ ନୂଆ ପୂଜାଙ୍କୁ ବେଶେ ଭଲ ଭାବରେ ଜାଣି ସାରିଥିବେ ଏହିକିଛି ଦିନିମଧ୍ୟରେ ତେବେ ଆପଣ ମାନେ କଣ ଜାଣିଛନ୍ତି ପୂଜାଙ୍କର ପ୍ରକୃତ ନାଁ ଓ ପରିବାର ବିଷୟରେ କଣ ଆପଣ ମାନେ ଜାଣିଛନ୍ତିକି ପୂଜାଙ୍କର ପ୍ରକୃତ ପ୍ରେମିକ କିଏ ଏବଂ ତାଙ୍କ ଜୀବନ ଶୈଳୀ ଉପରେ ଯଦି ଜାଣି ନାହାନ୍ତି ତାହାଲେ ନିହାତି ଜଣାନ୍ତୁ |

ଆମେ ଆପଣ ମାନଙ୍କୁ କହି ରଖୁଛୁ ଆପଣ ମାନଙ୍କର ଅତି ପ୍ରିୟ ପୂଜାଙ୍କର ପ୍ରକୃତ ନାଁ ହେଉଛି ହିତେଶ ବ୍ୟାଗ ତେବେ ଫ୍ରେଣ୍ଡସେ ଏହି ପୂଜା ଛୋଟବେଳୁ ତାଙ୍କର ରୁଚି ଥିଲା ଆକ୍ଟିଙ୍ଗି ପ୍ରତି ତେବେ ଆମେ ଆପଣ ମାନଙ୍କୁ କହି ରଖୁଛୁ ସେ ତାଙ୍କ ସ୍କୁଲ ଏବଂ କଲେଜେ ଜୀବନ ବାଲେଶ୍ଵର ରେ ହିଁ କାଟିଛନ୍ତି |

ଏବଂ ଏହା ପରେ ସେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ତରଙ୍ଗ ଟିଭିର ପ୍ରସାରିତ ହେଉଥିବା ଦୁର୍ଗା ସିରିଏଲରେ | ତେବେ ଫ୍ରେଣ୍ଡସେ ଏହାପରେ କ୍ୟାରିଅର ଆଗକୁ ଆଗକୁ ଚାଲିଥିଲା ଏବଂ ସେ ଏହି ଭିତରେ ବହୁ ସାରା ନାଚ ଗୀତାରେ ଅଭିନୟ କରି ସାରିଛନ୍ତି |

ତେବେ ଆମେ ତାଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କ ପରିବାରରେ ତାଙ୍କ ମା ଏବଂ ତାଙ୍କ ବାପାଙ୍କ ସହିତ ତାଙ୍କର ଏକ ସାନ ଭଉଣୀ ଅଛନ୍ତି ଯାହାଙ୍କୁ କି ଆପଣ ମାନେ ଆମର ଏହି ଫୋଟର ଦେଖି ପାରୁଥିବେ | ତେବେ ଫ୍ରେଣ୍ଡସେ ଆପଣଙ୍କୁ କହି ରଖୁଛୁ ବର୍ତମାନ ସମୟରେ ପର୍ଯ୍ୟନ୍ତ ଆପଣ ମାନଙ୍କର ଅତି ପ୍ରିୟ ପୂଜା କାହାରିକି ସେ ଭଲ ପାଉନାହାନ୍ତି ସେ ବର୍ତମାନ ପର୍ଯ୍ୟନ୍ତ କେହି ପ୍ରେମିକ ନାହାନ୍ତି |

ତେବେ ଫ୍ରେଣ୍ଡସେ ପୂଜା ବହୁତ ଭଲ ଅଭିନୟ କରିବା ସହ ସେ ଜଣେ ବହୁତୁ ଭଲ ସ୍ଟିଡେଣ୍ଟ ମଧ୍ୟ ତେବେ ଆପଣ ମାନେ ଜାଣିଥିବେ ଆପଣ ମାଙ୍କର ପ୍ରିୟ ପୂଜା ଙ୍କର ପରିବାର ଏବଂ ତାଙ୍କର ଜୀବନ ଶୈଳୀ ବିଷୟରେ ତେବେ ଫ୍ରେଣ୍ଡସେ ଆପଣ ମାନଙ୍କୁ ଏହି ପୂଜା କିପରି ଲାଗନ୍ତି ଏ ତାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |ba

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.