Breaking News

ବଡ଼ ଖବର – ହୀରାକୁଦ ରେ ଧରାପଡିଲା ଏହି ବିଶାଳ ମାଛ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼…

ନମସ୍କାର ଦର୍ଶକବନ୍ଧୁ ହୀରାକୁଦର ଏହି ବିଶାଳ କାୟ ମାଛକୁ ନିଚୟ ମାନେ ଆପଣ ମାନେ ଦେଖିଥିବେ | କିଛି ଭିଡିଓ ଭାଇରାଲ ହେବାକୁ ଲାଗିଛି ଯାହାକି ସେହି ମାଛ ଟିକୁ ଧରା ହେଇଛି ତାହା କଣ ସତ | ଏହି ବିଶାଳ କାୟ ମାଛ ଯାହାକୁ ଦେଖିବା ପାଇଁ ସେଠାକାର ବାସିନ୍ତାଙ୍କ ମନରେ ଅପୂର୍ବ ଉଚାହା ବୃଦ୍ଧି ପାଇବାରେ ଲାଗିଛି ଏହି ମାଛଟି କଣ ଏବେ ଧରା ଯାଇଛି ଏହି ମାଛଟି ଏତେ ବିଶାଳ କାୟ ଏହା 10 କୁଇଁଟାଲ ରୁ ଅଧିକ ବୋଲି ଅନୁମାନ କରାଯାଇଛି |

ଏପରି କିଛି ଅନୁମାନ କରାଯାଇଛି ଏହି ବିଶାଳ କାୟ ମାଛଟି ଛତିଶି ଗଡ଼ରୁ ଆସି ପାରେ କାରଣ ଛତିଶି ଗଡ଼ରୁ ବର୍ତମାନ ବନ୍ୟ ଜଳ ବହିକି ହୀରାକୁଦ ଡ୍ୟାମ ରେ ପ୍ରବେଶ କରୁଅଛି ଏବଂ ସେହି ବନ୍ୟା ଜଳ ସହିତ ଏହି ମାଛଟି ଆସିଯାଇପାରେ | କାରଣ ଏପରି ବିଶାଳ କାୟା ମାଛ ପ୍ରାୟତ ସମୁଦ୍ର ମଧ୍ୟରେ ରହିଥାନ୍ତି କିନ୍ତୁ ଏହି ମାଛଟି ନଦୀ ଜଳକୁ କିପରି ଆସିଲା ତାହତ ଆଗକୁ ନିଚୟ ଜଣା ପଡିବ |

ଏବେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାକୁ ଜାଲ ପକାଇ ତାକୁ ଧରା ହୋଇଛି ଏହା ସମ୍ପୂର୍ଣ ସତ୍ୟ ନହୋଇ ପାରେ କାରଣ ଏପରି ହୋଇଥିଲେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ତାହା ମଧ୍ୟ କୌଣସି ଖବର ରେ ମଧ୍ୟ ଦେଖା ଯାଇଥାନ୍ତା |

ଏ ପର୍ଯ୍ୟନ୍ତ କୌଣସି ଟିଭି ଖବର ରେ ମଧ୍ୟ ଦେଖା ଯାଇନାହିଁ ତାର ଅର୍ଥ ଏବେ ଯେଉଁ ଭିଡ଼ିଓ ଭାଇରାଲେ ହେଉଛି ତାହା ସେହି ବିଶାଳ କାୟ ମାଛ ତାହା ସେହି ବିଶାଳ କାୟ ମାଛ ନୁହେଁ ଏହା ଅନ୍ୟ ଏକ ମାଛ କାରଣ ସେହି ମାଛଟି ବହୁତ କାର୍ତ୍ତି ପୁର୍ଣ ଥିଲା ଯାହାର ଦେହରେ ବହୁତ କାର୍ତ୍ତି ଦେଖା ଯାଉଥିଲା କିନ୍ତୁ ଏହି ମାଛଟି ଏକ ଭିର୍ଣ୍ଣ ପ୍ରଜାତିର \ ଏଥିରୁ ଆମେ ଅନୁମାନ କରିପାରୁଥିବା ସେହି ମାଛଟି ଏ ପର୍ୟ୍ଯନ୍ତ ଧରା ଯାଇନାହିଁ କାରଣ ଯଦି ଏପରି ହୋଇଥାନ୍ତା କୌଣସି ମିଡ଼ିଆ ଚାନେଲ ଏହାକୁ ନିଚୟ ପଦର୍ଶିତ କରିଥାନ୍ତା |

ତେବେ ଏହି ବିଶାଳ କାୟ ମାଛ ଟିକୁ ଜାଲରେ ଧରା ଯିବାର କୌଣସି ସଠିକ ଖବର ଆପଣ ମାନଙ୍କ ପାଖରେ ନାହିଁ | ଭାଇରାଲ ହେଉଥିବା ଭିଡ଼ିଓ ଟି କେତେ ସତ୍ୟ କେତେ ମିଛ ତାହା ଆପଣ ନିଦ୍ଧାରିତ କରନ୍ତୁ ଆପଣ ନିଚୟ ହୋଇଯାନ୍ତୁ ଏହି ମାଛଟି ଏ ପର୍ଯ୍ୟନ୍ତ ଧରା ଯାଇନାହିଁ ସେହି ମାଛଟି ଏବେବି ହୀରାକୁଦର ଜଳ ଭଣ୍ଡାରରେ ଆନନ୍ଦ ମନରେ ଲହଡି ଭାଙ୍ଗୁ ଅଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.