Breaking News

ହୀରାକୁଦ ଡ୍ୟାମର ଇତିହାସ ଓ ଏହାର ଗୁପ୍ତ ରହସ୍ୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା ହୀରାକୁଦ ଡ୍ୟାମ ଇତିହାସ ବିଷୟରେ ହୀରାକୁଦ ଡ୍ୟାମ କୁ ପୃଥିବୀର ସବୁଠାରୁ ଲମ୍ବା ଡ୍ୟାମ ମାନ୍ୟତା ଦିଆଯାଇଛି | ଏହି ହୀରାକୁଦ ଡ୍ୟାମ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଅବସ୍ତିସ୍ତ ଏହା ସମ୍ବଲପୁର ଠାରୁ ପ୍ରାୟ 15 କିଲୋମିଟର ଦୂରରେ ଅବସ୍ତିତ | ମହାନଦୀରେ ବର୍ଷ ଋତୁରେ ଅଧିକ ଅଂଶ ପାଣି ଆସିବା ଯୋଗୁଁ ବନ୍ୟ ହେଉଥିଲା ଯାହା ଫଳରେ ହଜାର ହଜାର ଚାଷ ଜମି ନଷ୍ଟ ହେଉଥିଲା |

ଏହି ବନ୍ୟ ପାଣି ନିୟନ୍ତ୍ର କରିବା ପାଇଁ ଏହି ଡ୍ୟାମ କରାଯାଇଥିଲା ସେହି ସମୟରେ ଚ୍ୟାର ମ୍ୟାନ ଥିଲେ ଡ଼ଃ ଆମ୍ବେଦ କର ସେ 1945 ମସିହାରେ ଡ୍ୟାମ ନିୟନ୍ତ୍ରଣ କରିବା ପାଇଁ ଅନୁମୋଦନ କଲେ | 1946 ମସିହାରେ ଡ୍ୟାମ କାର୍ଯ୍ୟ କରାଗଲା ଯାହା ଫଳରେ 300ଟି ଗାଁ କୁ ଖାଲି କରିବାକୁ ପଡିଥିଲା ହୀରାକୁଦ ଡ୍ୟାମ ଦୁଇଟି ପାହାଡ଼କୁ ନେଇ କରାଗଲା ଗୋଟିଏ ପାହାଡର ନାମ ଚାନ୍ଧିଲି ଡୁଙ୍ଗୁରି ଓ ଆଉ ଗୋଟିଏର ନାମ ଲକ୍ଷ୍ମୀ ଡୁଙ୍ଗୁରି ଅଟେ ଏହି ଦୁଇ ପାହାଡ଼ରେ ରେ ଡ୍ୟାମ କରାଗଲା |

ଦୁଇ ପାହାଡ଼ରେ ଦୁଇଟି ଟାୱାର ତିଆରି କରାଗଲା ଗୋଟିଏର ନାମ ଗାନ୍ଧୀ ମିନାର ଓ ଅନ୍ୟ ଟିର ନାମ ନେହୁର ମିନାର ରଖାଗଲା | 1953 ମସିହାରେ ଡ୍ୟାମ ଟିର କାମ ଶେଷ ହେଲା ଆସନ୍ତୁ ଜାଣିବା ହୀରାକୁଦ ଡ୍ୟାମ୍ର କିଛି ରହସ୍ୟ କଥା | ହୀରାକୁଦ ଡ୍ୟାମ୍ର ଲମ୍ବା 15 କିଲୋ ମିଟର ଓ ଓସାର 200 ଫୁଟ ଅଟେ ହୀରାକୁଦ ଡ୍ୟାମ ନିର୍ମାଣ ପାଇଁ 1 ଲକ୍ଷ୍ୟ 50 ହଜାର ଶ୍ରମିକ ନିଯୁକ୍ତି ହୋଇଥିଲେ ଓ କେତକ ଶ୍ରମିକ ମଧ୍ୟ ମୂତ୍ର ବରଣ କରିଥିଲେ |

ଏଠାରେ 64ଟି ଗେଟ ଅଛି ଓ 34ଟି ଷ୍ଟେଟ ଗେଟ ରହିଅଛି ହୀରାକୁଦ ଡ୍ୟାମ ପାଇଁ 81 ବିଲିଅନ ଟଙ୍କା ଖର୍ଚ୍ଚ ହୋଇଥିଲା | ହୀରାକୁଦ ଡ୍ୟାମ 364 M.H ବିଜୁଳି ଉତ୍ତାପ ଦନ ହେଉଅଛି | ହୀରାକୁଦ ଡ୍ୟାମ ମଝିରେ କେତେ ଗୁଡିଏ ଗାଁ ଓ ଆଉ କେତେକ ମନ୍ଦିର ଜଳ ଘେରରେ ରହିଅଛି ଯାହା ଏହି ଗ୍ରୀଷ୍ମ ଋତୁରେ ପାଣି ସୁକିଲେ ଦୃଶ୍ୟ ମାନ ହେଉଅଛି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.