Breaking News

ହୀରାକୁଦ ବନ୍ଧ ଭାଙ୍ଗିଲେ କଣ କଣ ସବୁ ଅସୁବିଧା ହେବ !!

ଦର୍ଶକବନ୍ଧୁ ଆପଣ ମାନେ ଯଦି ଓଡ଼ିଶାରେ ରହୁଛନ୍ତି ତାହାଲେ ହୀରାକୁଦ ଡ୍ୟାମ ବିଷୟରେ ନିଚୟ ଜାଣିଥିବେ ବର୍ଷା ମାସରେ ବହୁତ ବର୍ଷା ହେଲେ ହୀରାକୁଦ ଡ୍ୟାମ ଭଙ୍ଗୀ ଯିବାର ସମ୍ଭାବନା ରହିଥାଏ ଚାଲନ୍ତୁ ଜାଣିବା ହୀରାକୁଦ ଡ୍ୟାମ ଭାଙ୍ଗିଲେ କଣ ହେବ | ହୀରାକୁଦ ବନ୍ଧ ଭାରତର ତୃତୀୟ ବୃହତମ ବନ୍ଧ ଏହି ହୀରାକୁଦ ଡ୍ୟାମ ସମ୍ବଲପୁର ରେ ଅବସ୍ତିତ ଏହି ହୀରାକୁଦ ବନ୍ଦରେ 5.8.18 କ୍ଯୁବୁ ଜଳ ରହିପାରିବ |

ଯଦି 5.8.18 କ୍ଯୁବୁ ମିଟର ଠାରୁ ଜଳ ଅଧିକ ହୁଏ ତାହାଲେ ହୀରାକୁଦ ବନ୍ଦ ଭାଙ୍ଗିବାର ସମ୍ଭାବନା ବଢିଯିବ ଆପଣ ମାନେ ସମସ୍ତେ ଜାଣିଛନ୍ତି ହୀରାକୁଦ ବନ୍ଦ ମହାନଦୀ ଉପରେ ଅବସ୍ତିତ କିଛି କାରଣରୁ ହୀରାକୁଦ ବନ୍ଦ ଭାଙ୍ଗି ଯାଏ ମହାନଦୀ ଓ ତାର ଶାଖା ନଦୀ ଯାଇଥିବା ଜିଲ୍ଲା ମାନେ ସମ୍ବଲପୁର, ଭୁବନେଶ୍ୱର,କଟକ ସୋନପୁର ଏହି ଜିଲ୍ଲା ଗୁଡିକ ବହୁତ ମାତ୍ରାରେ ପାଣି ମାଡି ଆସିବ ଯାହାକୁ ରୋକିବା ଅସମ୍ଭବ ହୋଇଯିବ |

ଆଉ ଯେତେ ଧନ ଜୀବନ ନଷ୍ଟ ହେବ ତାହାର କଳ୍ପନା ମଧ୍ୟ କରିହେବ ନାହିଁ କାରଣ ଦେଖନ୍ତୁ ସମ୍ବଲପୁର କେଉଁଠି ଓ ଭୁବନେଶ୍ୱର କେଉଁଠି ଏତେ ଦୂର ପର୍ଯ୍ୟନ୍ତ ପାଣି ମାଡି ଆସିବ ସମ୍ବଲପୁର ଠୁ ଭୁବନେଶ୍ୱର 400 କିଲୋମିଟର ଏତେ ବାଟ ପାଣି ମାଡି ଆସିବ ଆପଣ ମାନେ ଭାବନ୍ତୁ କେତେ ଧନ ଜୀବନ ନଷ୍ଟ ହେବ |

କିନ୍ତୁ ଏହା ବାସ୍ତବରେ କେବେ ହେବ ନାହିଁ ଯଦି କେବେ ହୀରାକୁଦ ଜଳ ଭଣ୍ଡାର ଜଳ ବୃଦ୍ଧି ପାଇବ ତାର ଗେଟ ଖୋଲି ତାର ପାଣି ନିଷ୍କାସନ କରାଯିବ | ସେହିତି ପାଇଁ ହୀରାକୁଦ ଜଳ ଭଣ୍ଡାରର ଜଳ କେବେ ବଢିବ ନାହିଁ ଓ ହୀରାକୁଦ ଡ୍ୟାମ କେବେ ମଧ୍ୟ ଭାଙ୍ଗିବ ନାହିଁ|

ଯଦି କିଛି ଦୃଘଟଣା ଯୋଗୁଁ ଭାଙ୍ଗେ ତାହାଲେ ଏହି ପରିସ୍ଥିତି ନିହାତି ଭାବରେ ହେବ ଭଗବାନ କରନ୍ତୁ ଏମିତି କେବେବି ନହଉ ଆଉ ଯଦି ଏମିତି ହୋଇଗଲେ କେହିବି ରୋକି ପାରିବେ ନାହିଁ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.